. #ଚିରା_କାଗଜର_କବିତା ଆଜିକାଲି ବେଳ ଅବେଳରେ ଖୋଲି ବସେ ସେ ପୁରୁଣା ଡାଇରି, ଯେଉଁଠି ଆଜି ବି ଗୁମୁରି କାନ୍ଦେ ସେ ଶେଷ ଗୋଲାପ ; ଯାହାକୁ ଫେରେଇ ଦେଇ ଫେରି ଯାଇଛି ମୋ ମିଠା ବଇରୀ…. ଏବେ ବି ମୋ ପେନ୍ ଷ୍ଟାଣ୍ଡରେ ଶୋଭାପାଏ ସେ ଦାମୀ କଲମର ଉପହାର, ଧାଡିଏ ବି ଲେଖିନି ତା ସ୍ୟାହି
Read More
*ରାଣ* ~~~~~ କେବେ ଦିନେ ରାଣ ଦେଇଥିଲା ବୋଲି ସାଗର ସାଥିରେ ମିଶଇ ନଈ, ହଜାରେ ବାଙ୍କକୁ ଖାତିର ନ କରି ଏକେଲୟେ ସତେ ଆସଇ ଧାଇଁ l ବିସ୍ତୃତ ବିଶାଳ ବିସ୍ତୀର୍ଣ୍ଣ ଗଗନ ରାଣ ରଖିବାକୁ ଯାଇ, କାହିଁ କେତେ ଦୂର ଦିଗ୍ ବଳୟ ପାଖେ ମାଟିକୁ ସେ ଯାଏ ଛୁଇଁ l ରାକ୍ଷୀ ପୁନେଇଁରେ ରାକ୍ଷୀ
Read More
ମିଠା_ଅପରାଧ ~~~~~~~~~~ ସେଦିନର ଛାଇ ଲେଉଟାଣି ବେଳ, ଫେରନ୍ତା ଖରା, ନଈ କୂଳର ଝାଉଁ ବଣ, ଦୂର ଦିଗବଳୟ ପାଖେ ଅସ୍ତଗାମୀ ଅଂଶୁମାନ, ନାଉରିଆ ବିଦିଆର ତିନିପୁରୁଷର ସେ ଦଦରା ଡଙ୍ଗା ଆଉ ତା’ ଗାଢ଼ ବାଦାମୀ ରଙ୍ଗର ଆଖି ସେବେଠୁଁ ସେ କ୍ଷଣର ମୂକସାକ୍ଷୀ…. ମୁଁ ଜାଣେ, ତୁ ଚମକି ଉଠିବୁ ବୋଲି ; ସେଦିନ ଏମିତି
Read More
. #ଖଣ୍ଡି_କାଶ *********** ତୁମ ଗାଁ’ରେ ବାଟ ହୁଡିଥିବା ସେ ଅଳସୀ ନଈର ଶେଷ ପାହାଚରେ ଏକୁଟିଆ ବସି ଯେବେ ଯେବେ ତୁମ ପାଖୁଡ଼ାଏ ପଦ୍ମପାପୁଲିରେ ତୁମେ ତୋଳି ଧର ଏମିତି ଆଞ୍ଜୁଳାଏ ପାଣି, ସେବେ ସେବେ ମୋ ତଣ୍ଟିରେ ଲାଗେ ଆସି ଖଣ୍ଡି କାଶ କେଉଁଠୁ କେଜାଣି…. ତୁମେ ପାଦ ଧୋଇ ଫେରି ଆସ ଶେଷ ପାହାଚ
Read More
. #ଦୋଛକି #ଫରକ ପୁଷ୍ପ କଥା ଘରେ କେମିତି କହିବି ଭାବିଭାବି ଘରେ ଆସି ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା l ମୋ ନନା ଆମ ବ୍ରାହ୍ଣଣ ଶାସନର ମୁଖିଆ ଲୋକ, ସଭିଏଁ ତାଙ୍କୁ ସମ୍ମାନ, ଆଦର କରନ୍ତି l ଆମ ପଂଚାୟତ ହାଇସ୍କୁଲର ସେ ପ୍ରଧାନ ଶିକ୍ଷକ l ଶିକ୍ଷିତ ବ୍ୟକ୍ତି ଭାବରେ ସେ କଣ ଏ ଜାତିଫାତିରେ
Read More
.ଭୁଲି_ପାରେନା ମୁଁ ହୁଏତ ମନେ ରଖି ପାରେନା ପ୍ରଥମ ଦେଖାରେ ତୁମେ କେଉଁ ହାତଘଣ୍ଟା ପିନ୍ଧିଥିଲ ଗୋଲାପି କି ନୀଳ, ଟାଇଟାନ୍ କି ସୋନାଟା, ପୁଣି ସେଥିରେ ଅବସ୍ଥିତି ତିନୋଟିଯାକ କଣ୍ଟାର ହଁ, କିନ୍ତୁ ଭୁଲି ବି ପାରେନା ଆବେଗ ସେ ସମୟର.. ମୁଁ ଆହୁରି ମନେ ରଖି ପାରେନା ସାଙ୍ଗ ହୋଇ ପ୍ରଥମ ଥର ପାଇଁ ମନ୍ଦିର
Read More
. #ପର_ଚର୍ଚ୍ଚା ବଡଗଡ ବ୍ରିଟ୍ କଲୋନୀ ; କୋଠା ନମ୍ଵର୍ ଇ-୨୫ର ସୁରମ୍ୟ ବାଲକୋନୀରେ ବସିଥାନ୍ତି ମହାନ୍ତି ଦମ୍ପତ୍ତି l “ଜାଣିଛ, ସେପଟ ଲେନ୍ ର ସାମଲ ବାବୁ ଆଉ ତାଙ୍କ ସ୍ତ୍ରୀ ଏତେ ବିରକ୍ତିକର ଯେ, ସବୁବେଳେ ପରଚର୍ଚ୍ଚାରେ ମାତିଥିବେ l ସେଦିନ ଯେଉଁ ମାର୍କେଟରେ ପରିଡା ବାବୁଙ୍କ ଝଗଡ଼ା ହେଲା, ସେକଥା ତିନିଦିନ କାଳ ସନ୍ଧ୍ୟାରେ
Read More
#ଏକେଲାଭାବନା ଏଇ ଆକାଶ୍ ! ଜାଣିଛୁ ନା ମୁଁ ତୋତେ ବହୁତ୍ ଖୋଜୁଛି…. ସେତେବେଳେ ତୁ ଆକାଶ୍ ରୁ ଅଂଶୁ ହୋଇ ନଥିଲୁ, ଗୋଲାପ ସବୁ କେବଳ ଫୁଲ ବୋଲି ଜାଣିଥିଲୁ, କଣ୍ଟା ବି ଥାଏ ସେଥିରେ ; ସେତକ ଥିଲା ତୋ ଅଗୋଚରରେ…. ସେଇଥିପାଇଁ ତ ଢେର୍ ସ୍ଵଚ୍ଛ, ସୁନୀଳ, ନିର୍ମଳ ଥିଲୁ ତୁ ଆକାଶ୍…. ଆଉ
Read More
#ମା ରାଗିଛି ସେଦିନ ମନଇଚ୍ଛା ବିଷ ମିଶା ଧୂଆଁ ଛାଡ଼ି ତାକୁ ତତେଇ ଚାଲିଥିଲା ବେଳେ ଯାବତୀୟ ତୀବ୍ର ଅସହିଷ୍ଣୁ ଶବ୍ଦରେ ତାକୁ କଲ୍ ବଲ୍ କରୁଥିଲା ବେଳେ ତା କୋଳରୁ ଆମାଜନ୍ ଆଉ ଅଷ୍ଟ୍ରେଲିଆର ସବୁଜିମାକୁ ଜାଳି ପୋଡି ପାଉଁଶ କଲାବେଳେ ତାର ଅନ୍ୟ ସନ୍ତାନ ମାନଙ୍କ ଉପରେ ଜୁଲମ୍ କଲା ବେଳେ ମତେ ଜଣା ନଥିଲା
Read More
ନାମ-: ଅଂଶୁମାନ ସାହୁ ମାତାଙ୍କ ନାମ-: କବିତା ସାହୁ ପିତାଙ୍କ ନାମ-: ପ୍ରଶାନ୍ତ କୁମାର ସାହୁ ଜନ୍ମମାଟି/ଠିକଣା-: ପାଟପୁର, ଚଟୁଆ, କୁଜଙ୍ଗ, ଜଗତସିଂହପୁର ଜନ୍ମ ତାରିଖ-: ୦୩/୦୪/୨୦୦୦ ଶିକ୍ଷା ଗତ ଯୋଗ୍ୟତା – ସ୍ନାତକ, ପଦାର୍ଥ ବିଜ୍ଞାନ ସମ୍ମାନ (BSc, Physics Hons) ପେସା – ଛାତ୍ର ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:- ସାହିତ୍ୟର
Read More