July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ମୃତ୍ୟୁ ଏକ ମୌକା ନା ଧୋକା–ସ୍ୱାତୀ ସୁଚରିତା ପ୍ରିୟଦର୍ଶିନୀ*

ମୃତ୍ୟୁ ଏକ ମୌକା ନା ଧୋକା

ହେ ମୃତ୍ୟୁ !
ମୋ ଧ୍ରୁଷ୍ଟତା ପଣ ରେ ,
କିଛି ଜିଜ୍ଞାସା ଆଶା ରେ ,
ଭୟ ଆଉ ନିର୍ଭୟ ରେ ,
ଆବେଗ ଆଉ ଉତ୍କଣ୍ଠା ରେ
ତୁମକୁ ପଚାରୁଛି…
ତୁମେ କଣ ନିଷ୍ଠୁର ?
ତୁମେ କଣ କ୍ରୁର ?
ଅତୁବା ,
ତୁମେ କଣ ପାଷାଣ ?
ନା , ତ …
ତୁମେ ତ ଜୀବନ ର ଅନ୍ତ ,
ତୁମେ ତ ଚିର ସତ୍ୟ ,
ଯାହା ସବୁବେଳେ ଅପ୍ରିୟ ,
ତୁମେ ତ ଛାଇ ପରି ଅଛ
କାନ୍ଧ ରେ ଲୁଚି ବସିଛ
ଅନାବରତ …
କେତେବେଳେ ବି ତଣ୍ଟି ଚିପି ଦେଇ ପାର
କିନ୍ତୁ ,
ତୁମକୁ ନିଜର କରିବା ପାଇଁ
ଅନେକ ଅରାଜି ହୁଅନ୍ତି ,
ଭୟ କରନ୍ତି ,
ପାଦ ଫେରେଇ ନିଅନ୍ତି
ପୁଣି କେତେକ ରାଜି ହୁଅନ୍ତି ,
ଗର୍ବ ରେ ,
ଲଜ୍ଜା ରେ ,
ଆଉ ପରିସ୍ଥିତି ରେ ,
ହେଲେ ତୁମେ ତ ସମସ୍ତଙ୍କୁ ଆପଣାଅ
ସମସ୍ତଙ୍କ ଜୀବନ ରେ ଆସ
କେହି ଗ୍ରହଣ କରୁ ଅବା ନ କରୁ
ତେବେ ତୁମେ କୁହ ମତେ ,
ତୁମେ ମୌକା ?
ନା ଏକ ଧୋକା ?

ସ୍ୱାତୀ ସୁଚରିତା ପ୍ରିୟଦର୍ଶିନୀ

 339 total views,  3 views today

2 thoughts on “*ମୃତ୍ୟୁ ଏକ ମୌକା ନା ଧୋକା–ସ୍ୱାତୀ ସୁଚରିତା ପ୍ରିୟଦର୍ଶିନୀ*

  1. Realkly interesting information, I am sure this ost has touched all internet users, its really really pleasant piece off writing on building up new website.

Leave a Reply

Your email address will not be published. Required fields are marked *