#ତୁମେ_ଜାଣିଛ_ବ୍ୟାସେ ତୁମେ ଜାଣିଛ ବ୍ୟାସେ…..ଶତ୍ରୁର ଦମନ ପାଇଁ ଏବେ ରାଫାଏଲ ଭଳି ଲଡ଼ାକୁ ଶକ୍ତିଶାଳୀ ରକେଟ କୁ ବ୍ୟବହାର କରାଯାଉଛି ! ସେତେବେଳେ ତୁମ ଶବ୍ଦସବୁ ଅସ୍ତ୍ର ସାଜିଥିଲେ । ତୁମ ଭାବନା ଏବଂ କଲମ ନିସୃତ ଶହେ ପାନ ଦୁଇ ଶହ ଗୁଆ କୁ ଖାଇ ଶତ୍ରୁ ଚେତାଶୂନ୍ୟ ହେଇଯାଇଥିଲେ ହେଲେ ଏବେ ସୀମାନ୍ତରେ ପ୍ରତି ମୁହୂର୍ତ୍ତରେ
Read More
27 total views
ଦୁଃଖ ଯୋଡ଼ାହେଉ ଆଧାର କାଗଜେ ସର୍ବଜନସୁଖେ ଆଧାର ଯୋଜନା ଭାରି ଦାମୀ କାଗଜଟେ ସରକାରୀ ଧନ ଘର ପାଇଖାନା ସବୁ ମିଳେ ତା କବାଟେ। ନିୟମ ତାହାର ବହୁତ ସୁନ୍ଦର ଜନତାଙ୍କ ହିତ ପାଇଁ ଥରେ ପାଇଥିଲେ ଆଉ ପାଇବନି ସେ ଯେଉଁ ଚିଜ ହେଉ ଭାଇ। ଅସହାୟ ଶିଶୁ ଅଳିଆ ଗୋଟାଏ ପେଟ
Read More
95 total views, 1 views today
#ଆଉପାଦେ_ଆଗକୁ ବେଳେବେଳେ ଆମ ମାନଙ୍କ ଜୀବନରାସ୍ତା ଖୁବ୍ ଅଙ୍କାବଙ୍କା ଏବଂ ଅନେକ କଣ୍ଟାଯୁକ୍ତ ଦିଗ ଆଡ଼କୁ ଅଗ୍ରସର ହେଉଥାଏ । ଉଭୟ ମନ ଏବଂ ପାଦ ର ଅନିଚ୍ଛା ସତ୍ତ୍ୱେ ଆଗେଇଯିବାକୁ ହୁଏ ସେଇ ଦିଗ ଆଡ଼କୁ କାରଣ ସେତେବେଳେ ଆମେମାନେ ପରିସ୍ଥିତି ର ଦାସ ହେଇଯାଇଥାଉ । ଭାରି ଥକ୍କା ଥକ୍କା ଲାଗେ ସେଇ ସମୟ
Read More
76 total views
#ଆଉପାଦେ_ଆଗକୁ ଆମେ ଅନେକ ସମୟରେ ଅନୁଭବ କରିଥିବା ରାସ୍ତାରେ ଚାଲୁଥିବା ସମୟରେ ଆମ ଆଖପାଖରେ ଖୁବ୍ କୋଳାହଳ ର ଶବ୍ଦ ସାଙ୍ଗକୁ ଅନେକ ଘଟଣା ଦୁର୍ଘଟଣା ର ଦୃଶ୍ୟ କୁ ଆମେ ଦେଖିଥାଉ । ବେଳେବେଳେ ଏମିତି ବି ହୁଏ କି ଆମେ ସେଇ କୋଳାହଳ ଏବଂ ଘଟଣା ଦୁର୍ଘଟଣା ର ଦୃଶ୍ୟ ସବୁକୁ ଦେଖି ବିଚଳିତ
Read More
45 total views
#ଆଉପାଦେ_ଆଗକୁ ଏ ମାସ ଦରମା ରେ ମୁଁ ଗୋଟେ ମୋବାଇଲ କିଣିବି, ମୋର ଅତିପ୍ରିୟ ସାଙ୍ଗ ର ଆସନ୍ତାକାଲି ଜନ୍ମଦିନ ମୁଁ ତାଙ୍କୁ ଗୋଟିଏ ଉପହାର ଦେବି, ପଡ଼ୋଶୀ ଘର ପୁଅ ବାହାଘର ର ଭୋଜି ରେ ମୁଁ ଖୁବ୍ ମଟନ ଖାଇଛି, ଗତକାଲି ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ଙ୍କ ସହିତ ସମ୍ପର୍କ କାଟିଦେଲି
Read More
46 total views
ଆଉ ପାଦେ ଆଗକୁ କଥା କଥାରେ ରାଗିଯିବା ଅଭିମାନ କରିବା ମୁହଁକୁ ଶୁଖିଲା କରି ଆଖିକୁ ଓଦା କରିବା ଅନ୍ୟକୁ ଦୋଷ ଦେବା କଣ ଏଇ ଆମ ଜୀବନ ? ହଁ ମୋତେ ଏମିତି ଲାଗେ କି ଏସବୁ ମୂଲ୍ୟହୀନ ଭିତ୍ତିହୀନ ତେବେ ଆମ ପାଖରେ ଅନେକ ମୂଲ୍ୟବାନ ଲୁକ୍କାୟିତ୍ୱ ପ୍ରତିଭା ମାନ ରହିଛି ଯାହାକୁ ଆମେ କେବେ
Read More
60 total views
ଶ୍ରୀମନ୍ଦିର ପୁରାଣପୋଥିରେ ତୁମେ ଅବନ୍ତିନଗରୀର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ୱାରା ନିର୍ମିତ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଙ୍କ ମନ୍ଦିର ଆଉ କେତେବେଳେ ମାଦଳାପାଞ୍ଜି ଏବଂ ଇତିହାସ ରେ ତୁମେ ଯଯାତି କେଶରୀ ,ଅନନ୍ତ ବର୍ମନ ଚୋଡ଼ ଗଙ୍ଗଦେବ ଓ ଅନଙ୍ଗ ଭିମଦେବ ଙ୍କର ଶ୍ରୀମନ୍ଦିର। କେଉଁ କାଳରୁ ତୁମେ ବିରାଜମାନ ଆଜିଯାଏଁ ସଠିକ୍ ଆକଳନ କେହି
Read More
71 total views
ବାପା କାନ୍ଦନ୍ତି (ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଟିଏ) ବୋଉ କହେ ମୁଁ ଯେବେ ମେଡ଼ିକାଲ ରେ ଜନ୍ମହେଲି ସେଦିନ ପ୍ରଥମ କରି ମୋ ବାପା କାନ୍ଦିଥିଲେ କିନ୍ତୁ ଖୁବ୍ ଖୁସିରେ ମୁଁ ପୁଅ ବୋଲି । ଚାରି କି ପାଞ୍ଚ ବର୍ଷ ବୟସରେ ଗୋଟିଏ ଟୀକା ନେବାକୁ ପଡ଼େ ଯାହା ସେଦିନ ମୁଁ ନେଇଥିଲି
Read More
92 total views
ଗଳ୍ପ – ମା ଓ ମାଟି କେଉଁ ରାଜଉଆସ ଠାରୁ କମ୍ ନୁହେଁ ତାର କୋଳ ! ମାସ ମାସ ବର୍ଷ ବର୍ଷ ଧରି ସୋଇଛି ମୁଁ ତାର ସେଇ ସ୍ଵର୍ଣମହଲ ସଦୃଶ କୋଳରେ।ଅଭୟ ବର ସବୁକୁ ଦାନ କରୁଥିବା ତାର ସେଇ ହାତ ଟା ଯେତେବେଳେ ସେ ମୋ ଶୂନ୍ୟ କପାଳରେ ଥୋଇଦିଏ ସେତେବେଳେ ଏ ସାରା
Read More
118 total views
ବାପାଙ୍କ ସାଇକେଲ ବାପା – ତୁ ବା କେମିତି ଜାଣିବୁ ଏଇ ସାଇକେଲ ତ ବୋଉ ଆଉ ମୋର ସ୍ୱପ୍ନର ସାଥି? ହୁଁ ତୁ ଯେତେବେଳେ ଛ ମାସର ହେଇଥାଉ ସେତେବେଳେ ତ ବୋଉ ଆଉ ମୁଁ ତତେ ନେଇ ଅନେକ ସ୍ୱପ୍ନ ଦେଖୁ ଆଉ ତାକୁ ପୂରଣ କରିବା ଲକ୍ଷ୍ୟରେ ଏଇ ସାଇକେଲ ଟି କିଣିଥାଏ ମୁଁ
Read More
854 total views
ବାପା କହିଛନ୍ତି ମୋତେ ଦୁଷ୍ଟଜନ ସଙ୍ଗେ ଜମ୍ମା ମିଶିବୁନି ଧୂଳି ମିଶେଇବେ ଭାତେ ନିଜେ ଖାଇବେନି ତତେ ବି ଦେବେନି ଢାଳିବେ ସେ ଚୁଲିଗାତେ । ମାଦକ ଦ୍ରବ୍ୟକୁ କେବେ ଛୁଇଁବୁନି ଯେତେ ଯାଚୁ ଯିଏ ତତେ ନିଜେ ପେଟେ ପିଇ ମାତାଲ ଉପାଧି ଧରେଇ ଦେବେ ତୋ ହାତେ। କୁଜିନେତା ସଙ୍ଗେ ଭାବ କରିବୁନି ପିଠି ଥାପୁଡ଼ନ୍ତୁ
Read More
314 total views
ସୁପ୍ରଭାତ ମୁଁ – ନା ନା ମୁଁ ଆଉ ମଞ୍ଚକୁ ଯିବିନି ଏତେ ସୁନ୍ଦର ଭାବରେ ମୁଁ ମୋ ଡାଇଲଗ ସବୁକୁ ଡେଲିଭରି କରୁଥିଲି ହେଲେ କେହିବି ଜଣେ ହେଲେ ତାଳି ବଜେଇଲେ ନାହିଁ । ତୁମେ ଭାଇନା ଯାଅ ମୁଁ ମୋର ଏଇ ଗ୍ରୀନ ରୁମରେ ବସି ସବୁ ଦେଖିବି ଆଉ ଶୁଣିବି। ମୋ ମନ ଭାଙ୍ଗିଗଲା
Read More
306 total views
କବିଟିଏ ମୁଁ କବିଟିଏ ଜିତେନ୍ଦ୍ର ଗିରି କବିଟିଏ ମୁଁ କବିଟିଏ ଭାବନା କୁ ମୁଁ କରି ଆପଣାର ସାହିତ୍ୟ ରାଇଜେ କରିଛି ଘର କଲମ ମୁନକୁ କରିଛି ମୂନିଆ କୁଖ୍ୟାତ ଦେଖି ହୁଅନ୍ତି ଛାନିଆ ତାଙ୍କୁ କିବା ଜଣା କବିଙ୍କର ମୂଲ ତତଲା ମରୁରେ ମୁଁ ଫୁଟାଏ ଫୁଲ। କବିଟିଏ ମୁଁ କବିଟିଏ ଅକୁହା କଥାକୁ
Read More
230 total views, 1 views today
ମାଆ ପାଦ ପଦ୍ମେ ଜିତେନ୍ଦ୍ର ଗିରି ***************************** ମାଆ ପାଦ ପଦ୍ମେ ଗୁହାରି କରିବି ଦେଇ ଭକ୍ତି ପୁଷ୍ପମାଳା ଅନ୍ତର ବେଦନା ସବୁ କହିଦେବି ଉପଶମ ହେବ ମୋ ଜ୍ୱାଳା। ମାଆର ପଣତ ସୁରକ୍ଷିତ ସ୍ଥାନ ଭୟଭୀତ କିଆଁ ହେବି ସେନେହମୟୀ ର ସ୍ନେହ ସରାଗରେ ମୁଁ ଜଗୁଜିତା ପାଲଟିବି। ଜାଣିଛ କି ମାଆ ତମେ ଆସିଲା ବେଳଠୁ
Read More
1,104 total views
ମାଆ ଆସିଛନ୍ତି ଜିତେନ୍ଦ୍ର ଗିରି *************************** ନବରୁପା ଆମ ମାଆ ଆସିଛନ୍ତି ଏବେ କିଆଁ ଆଉ ଚିନ୍ତା ଆସ ଗୋଟି ଗୋଟି କରି ସବୁ କହିଦେବା ଆମ ମାଆ ପରା ହର୍ତା କର୍ତା। ଏବର ସମୟେ ଅଦୃଶ୍ୟ ଶତ୍ରୁ ଯେ ନିଜ କାୟା ବିସ୍ତାରିଛି ସେଇ ଶତ୍ରୁର କାୟାକୁ ଦମନ ପାଇଁକି ମାଆ ପରା ଆସିଅଛି। ଭାରି ଦୟାମୟୀ
Read More
145 total views
ତେବେ କିଆଁ ତୁମେ ************* ଜିତେନ୍ଦ୍ର ଗିରି ************** ଲୁପ୍ତ
Read More
557 total views
ସ୍ୱାଧୀନତା ତୁମେ କେଉଁଠି ଜିତେନ୍ଦ୍ର ଗିରି **********””**************** କୁହ ଏବେ ସ୍ୱାଧୀନତା ତୁମେ କେଉଁଠି ବାବୁଙ୍କ ଦପ୍ତରରେ ଦବି ରହିଥିବା କେଉଁ କାଳରୁ ସେଇ ଅସହାୟର ଦରଖାସ୍ତ କାଗଜଟିରେ ନା ପାଞ୍ଚ ପୁଅ ଥାଇ ସହରର ଗଳି କନ୍ଦି ବୁଲି ପେଟ ପାଳୁଥିବା ସେଇ ହତଭାଗିନୀ ପାଖରେ ତେବେ କୁହ ସ୍ୱାଧୀନତା ତୁମେ କେଉଁଠି ଜିଇଁ
Read More
341 total views
ଗୁରୁଦେବ ଜିତେନ୍ଦ୍ର ଗିରି ************************* ହେ ଗୁରୁଦେବ ମୁଁ ଖୋଜେ ତୁମ୍ଭ ପାଦ ରଖିବାକୁ ଲୟ ମୋର ତୁମ୍ଭ ପାଦଦ୍ବୟ ମୋ ପାଇଁ ସରଗ ଠିକଣା ସେ ତ ଅମୃତର। ତୁମ୍ଭ କୃପା ବିନା ଶୂନ୍ୟ ଏ ଜୀବନ ବେସୁରା ଜୀବନ ଗୀତ କୃପା ତୁମ୍ଭ ହେଲେ ଆହେ ଗୁରୁଦେବ ମୁକ ମୁଖେ ଶୁଭେ ସଙ୍ଗୀତ। ଆଜ୍ଞାନ
Read More
515 total views
ଏ କି ମାୟା ତୁମ କୁହ ହେ ଶ୍ରୀହରି ଜିତେନ୍ଦ୍ର ଗିରି ************************* ଭବସାଗରର ଅକାତ ଜଳକୁ ଦେଖି ଲାଗେ ଭାରି ଛାନିଆଁ ବିଶ୍ୱାସେ ତୁମର ନାଆ ଚଢ଼ି ଅଛି ପାରି କର ହେ ନାଉରିଆ। ଗଜ ଡାକିଥିଲେ ଗଭୀର ଜଳରୁ ତୁମେ ତାଙ୍କୁ ଉଦ୍ଧାରିଛ ଅସହାୟ ହେଇ ବୁଡ଼ି ମୁଁ ଗଲିଣି ପ୍ରଭୁ କେଉଁ
Read More
763 total views
ଡାକ ଶୁଣ ହେ ଶ୍ରୀହରି ଜିତେନ୍ଦ୍ର ଗିରି *********************** ବନ୍ଧୁଶ୍ରେଷ୍ଠ ତୁମ୍ଭେ ଆହେ ଦୀନବନ୍ଧୁ ଦିନ ଜନ ଦୁଃଖ ହାରି ମୁଁ ଦିନ ହୀନ ମୋ ଅସହ୍ୟ ଜୀବନ ଡାକ ଶୁଣ ହେ ଶ୍ରୀହରି। ମହାବାହୁ ତୁମ୍ଭେ ସବୁଠି ବିଖ୍ୟାତ ଜଗତେ ପଡ଼ିଛି ହୁରି ମୁଁ ଯେ ଦୁଃଖୀ ଟିଏ ହେଲି କର୍ମଶୂନ୍ୟ ସାହା ହୁଅ
Read More
583 total views, 1 views today