ଆଉ ପାଦେ ଆଗକୁ
କଥା କଥାରେ ରାଗିଯିବା ଅଭିମାନ କରିବା ମୁହଁକୁ ଶୁଖିଲା କରି ଆଖିକୁ ଓଦା କରିବା ଅନ୍ୟକୁ ଦୋଷ ଦେବା କଣ ଏଇ ଆମ ଜୀବନ ? ହଁ ମୋତେ ଏମିତି ଲାଗେ କି ଏସବୁ ମୂଲ୍ୟହୀନ ଭିତ୍ତିହୀନ ତେବେ ଆମ ପାଖରେ ଅନେକ ମୂଲ୍ୟବାନ ଲୁକ୍କାୟିତ୍ୱ ପ୍ରତିଭା ମାନ ରହିଛି ଯାହାକୁ ଆମେ କେବେ କୋଉଠି ପ୍ରଦର୍ଶନ କରୁନାହୁଁ ଏଇ ଯେମିତି କି ଧୈର୍ଯ୍ୟର ସହିତ ଖରାପ ସମୟ ସହିତ ନିଜ ପାଦ କୁ ଥାପିବା ଶାନ୍ତିର ଦୂତ ସାଜି ଅଶାନ୍ତି ର ପରିବେଶ ରେ ଶାନ୍ତି ସ୍ଥାପନା ନିମନ୍ତେ ଯତ୍ନବାନ ହେବା ସର୍ବଦା କଥା କଥାରେ ରାଗି ନ ଯାଇ ମୁହଁରେ ହସ କୁ ବୋଳି ନିଜ ଆଖିରେ ସମାଜ ର ହିତ ପାଇଁ ସ୍ୱପ୍ନ ଦେଖିବା । ହଁ ଏଇ ସବୁ ଚିଜ ତ ମୂଲ୍ୟବାନ ଏଇତ ଆମ ଜୀବନ ।
ଜିତେନ୍ଦ୍ର ଗିରି
ସୂଚନା ଲୋକସମ୍ପର୍କ ଅଧ୍ୟକ୍ଷ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ।