February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

ଏ କି ମାୟା ତୁମ କୁହ ହେ ଶ୍ରୀହରି

 

ଜିତେନ୍ଦ୍ର ଗିରି

*************************

ଭବସାଗରର ଅକାତ ଜଳକୁ

ଦେଖି ଲାଗେ ଭାରି ଛାନିଆଁ

ବିଶ୍ୱାସେ ତୁମର ନାଆ ଚଢ଼ି ଅଛି

ପାରି କର ହେ ନାଉରିଆ।

 

ଗଜ ଡାକିଥିଲେ ଗଭୀର ଜଳରୁ

ତୁମେ ତାଙ୍କୁ ଉଦ୍ଧାରିଛ

ଅସହାୟ ହେଇ ବୁଡ଼ି ମୁଁ ଗଲିଣି

ପ୍ରଭୁ କେଉଁ ସ୍ଥାନେ ତୁମେ ଅଛ।

 

ଏ କି ମାୟା ତୁମ କୁହ ହେ ଶ୍ରୀହରି

କାଇଁ କର ହନ୍ତସନ୍ତ

ଉଦ୍ଧାରକ ହେଇ ମଉନେ ବସିଛ

ଏ ଅଧମ ହେବକି ମୃତ।

 

ଭାବର ଠାକୁର ଆହେ ଭାବଗ୍ରାହୀ

ଭାବ ଯେ ତୁମର ପ୍ରିୟ

ତୁମ ପାଇଁ ଭାବ ମୋ ଅଭାବ ହେଲାକି

କୁହ ପ୍ରଭୁ ଟିକେ କୁହ।

 

ଅନାଥ ଜନଙ୍କ ଦୁଃଖ ହରୁଅଛ

ତୁମେ ପ୍ରଭୁ ଜଗନ୍ନାଥ

ତୁମ ଭରସାରେ ଆହେ ମହାବାହୁ

ମୁଁ ଟେକିଅଛି ଦୁଇ ହାତ।

 

ବୁଝି ସାରିଲିଣି ସବୁଥିରେ ତୁମେ

ଅବୁଝା ହେବିନି ଆଉ

ତେବେ କିଆଁ ଚିନ୍ତା କରିବି ଯେ ଆଉ

ଯା ଘଟିବ ତାହା ହେଉ।

 

ଜିତେନ୍ଦ୍ର ଗିରି

 

 777 total views,  2 views today

10 thoughts on “*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

  1. We are a group of volunteers and opening a new scheme in our community.
    Your site offered us with valuable info to work on. You have done a formidable job and our entire community will
    be grateful to you.

  2. fantastic post, very informative. I’m wondering why the opposite specialists of
    this sector don’t understand this. You should continue your writing.
    I am sure, you have a great readers’ base already!

  3. Good day! I know this is kinda off topic but I’d figured I’d ask.

    Would you be interested in exchanging links or maybe guest authoring
    a blog article or vice-versa? My site covers a lot of the same
    topics as yours and I think we could greatly benefit from each other.
    If you happen to be interested feel free to send me an e-mail.
    I look forward to hearing from you! Wonderful blog by the way!

  4. I am no longer certain the place you’re getting your information, but great topic.I must spend some time finding out much more or understanding more.Thank you for great information I was looking for this information for my mission.

Leave a Reply

Your email address will not be published. Required fields are marked *