Jul
2022
23
ସପନର ପରୀ–ତପନ କୁମାର ସ୍ୱାଇଁ
“ସପନର ପରୀ” *********** କୁଞ୍ଚୁ କୁଞ୍ଚିଆ ତା କଳାମେଘି କେଶ ଅଣ୍ଟା ଯାଏଁ ଲମ୍ବି ଅଛି, ଥିରି ଥିରି ଯେବେ ସମୀର ବହୁଛି କେଶ ତା ପଛେ ଉଡ଼ୁଛି। ଦେଖି ମନ ହୁଏ ହାତରେ ଛୁଅନ୍ତି ଖେଳନ୍ତି କେଶ ସହିତ, ଯାନୁରେ ବସେଇ କୋଳେଇ ନିଅନ୍ତି ହେବ କି ପରାଣ ମିତ। ଦେବୀ ପରି ମ୍ମୁଖମଣ୍ଡଳ ତାହାର ସତେ