April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସୁପ୍ରଭାତ-ଜିତେନ୍ଦ୍ର ଗିରି*

ସୁପ୍ରଭାତ

ମୁଁ – ନା ନା ମୁଁ ଆଉ ମଞ୍ଚକୁ ଯିବିନି ଏତେ ସୁନ୍ଦର ଭାବରେ ମୁଁ ମୋ ଡାଇଲଗ ସବୁକୁ ଡେଲିଭରି କରୁଥିଲି ହେଲେ କେହିବି ଜଣେ ହେଲେ ତାଳି ବଜେଇଲେ ନାହିଁ । ତୁମେ ଭାଇନା ଯାଅ ମୁଁ ମୋର ଏଇ ଗ୍ରୀନ ରୁମରେ ବସି ସବୁ ଦେଖିବି ଆଉ ଶୁଣିବି। ମୋ ମନ ଭାଙ୍ଗିଗଲା । ହେସ୍……

ଭାଇନା – ତୁମେ ଜିତୁ ଭାଇ ଏତେ ଶୀଘ୍ର ନିଜକୁ ନିଜେ ହାର ମାନିନେଲ !ଏଇ ଆରମ୍ଭରୁ ଶେଷ ହେବାକଥା ଚିନ୍ତା କଲଣି ! ନା ନା କାହା ତାଳି ମାରିବାରେ ନିଜର ଅଭିନୟ କୁ ସୀମିତ ରଖନାହିଁ।ତୁମେ ଜାଣିଛ ଆମ ଏ ଦୁନିଆଁ ଏ ପ୍ରକୃତି ସଦାସର୍ବଦା ଆମକୁ ପରୀକ୍ଷା କରୁଥାଏ। କିଛି ବର୍ଷପୂର୍ବରୁ ସହାରୁଖ ଖାନ ଜଣେ ଉପସ୍ଥାପକ ଥିଲେ ଦୂରଦର୍ଶନରେ ସେତେବେଳେ ଅନେକ ଲୋକ ତାଙ୍କୁ ଚିଡ଼ାଉଥିଲେ ସେ ଖନେଇ ଖନେଇ କଥା ସବୁକୁ କହୁଥିଲେ ବୋଲି ହେଲେ ସେ ହାରି ନଥିଲେ ସେ ନିଜ ଜିଦ ରେ ଅଟଳ ଥିଲେ କି ସେ ଜଣେ ଦକ୍ଷ କଳାକାର,ଉପସ୍ଥାପକ ହେବେ ବୋଲି ଆଉ ଆଜି ଦେଖ କେବଳ ମାତ୍ର ସେଇ ଜଣେ ହିଁ ସହାରୁଖ ଯିଏ ସାରା ବିଶ୍ୱରେ ଜନତାଙ୍କ ହୃଦୟରେ ଘର କରିନେଇଛନ୍ତି ନିଜ ସେଇ ଖନେଇ ଖନେଇ କହୁଥିବା କଥାସବୁରେ ଅଭିନୟରେ ତେବେ ତୁମେ କିଆଁ ହାରିବ ? ତୁମକୁ ବି ଦିନେ ସଭିଏଁ ଅଜସ୍ର ତାଳି ମାରି ସ୍ୱାଗତ କରିବେ ତୁମର ଏଇ ଅଭିନୟ ପାଇଁ । ଯାଅ ନିଜ ଭିତରେ ଜିତିବାର ଇନ୍ଧନ କୁ ଜଳେଇ କ୍ଷିପ୍ର ଗତିରେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇଯାଅ ଦେଖିବ ବିଜୟ ର ଜୟଧ୍ୱନି ଦିନେ ନା ଦିନେ ଗୁଞ୍ଜରିତ ହେବ ତୁମ ଉଦେଶ୍ୟରେ।ଅଗଣିତ ଜନତା ତୁମ ଦିୱାନା ହେଇଯିବେ । ଯାଅ ମଞ୍ଚ ଉପରକୁ ଯାଅ।

ଜିତେନ୍ଦ୍ର ଗିରି

Loading

4 thoughts on “*ସୁପ୍ରଭାତ-ଜିତେନ୍ଦ୍ର ଗିରି*

Leave a Reply

Your email address will not be published. Required fields are marked *