March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

ଡାକ ଶୁଣ ହେ ଶ୍ରୀହରି

 

ଜିତେନ୍ଦ୍ର ଗିରି

***********************

ବନ୍ଧୁଶ୍ରେଷ୍ଠ ତୁମ୍ଭେ ଆହେ ଦୀନବନ୍ଧୁ

ଦିନ ଜନ ଦୁଃଖ ହାରି

ମୁଁ ଦିନ ହୀନ ମୋ ଅସହ୍ୟ ଜୀବନ

ଡାକ ଶୁଣ ହେ ଶ୍ରୀହରି।

 

ମହାବାହୁ ତୁମ୍ଭେ ସବୁଠି ବିଖ୍ୟାତ

ଜଗତେ ପଡ଼ିଛି ହୁରି

ମୁଁ ଯେ ଦୁଃଖୀ ଟିଏ ହେଲି କର୍ମଶୂନ୍ୟ

ସାହା ହୁଅ ହେ ତ୍ରିପୁରାରୀ।

 

ପତିତପାବନ ବାନା ଉଡ଼ାଉଛ

ପତିତ ଉଦ୍ଧାର ପାଇଁ

ମୁଁ ଯେ ପତିତ ମୋ ଯନ୍ତ୍ରଣା ଅନେକ

ମୋତେ ଉଦ୍ଧାର ହେ ଗୋସାଇଁ।

 

ଜଗନ୍ନାଥ ତୁମ୍ଭେ ନାମ ବୋହିଅଛ

ଅନାଥ ଜନଙ୍କ ନାଥ

ମୁଁ ଯେ ଅନାଥ ନିରାଶ୍ରିତ ହେଲି

ଆଶ୍ରୟ ଦିଅ ହେ ପ୍ରାଣନାଥ।

 

ଚକାଡୋଳା ତୁମ୍ଭ ପଲକ ବିହୀନ

କେବଳ ଭକ୍ତଙ୍କ ପାଇଁ

ମୁଁ ଯେ ଅଧମ ଦୁଃଖୀ ଭକତ ତୁମ୍ଭର

ଗୁହାରି କରେ ମଥା ନଇଁ।

 

ଜିତେନ୍ଦ୍ର ଗିରି

 

 606 total views,  1 views today

12 thoughts on “*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

  1. Location on using this produce-up, I really truly feel this awesome web page requires a fantastic deal additional notice. I’ll possibly be returning to browse via more, thanks for the knowledge!

  2. Soon after I originally still left a comment I appear to have clicked on the -Notify me when new remarks are additional- checkbox and from now on each time a comment is included I obtain 4 email messages While using the same remark. Probably There’s a means you can easily clear away me from that support? Many thanks!

  3. Great do the job! This is actually the variety of info which are designed to be shared around the world wide web. Disgrace on Google for now not positioning this submit increased! Occur on about and speak over with my web site . Thanks =)

Leave a Reply

Your email address will not be published. Required fields are marked *