September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

ଡାକ ଶୁଣ ହେ ଶ୍ରୀହରି

 

ଜିତେନ୍ଦ୍ର ଗିରି

***********************

ବନ୍ଧୁଶ୍ରେଷ୍ଠ ତୁମ୍ଭେ ଆହେ ଦୀନବନ୍ଧୁ

ଦିନ ଜନ ଦୁଃଖ ହାରି

ମୁଁ ଦିନ ହୀନ ମୋ ଅସହ୍ୟ ଜୀବନ

ଡାକ ଶୁଣ ହେ ଶ୍ରୀହରି।

 

ମହାବାହୁ ତୁମ୍ଭେ ସବୁଠି ବିଖ୍ୟାତ

ଜଗତେ ପଡ଼ିଛି ହୁରି

ମୁଁ ଯେ ଦୁଃଖୀ ଟିଏ ହେଲି କର୍ମଶୂନ୍ୟ

ସାହା ହୁଅ ହେ ତ୍ରିପୁରାରୀ।

 

ପତିତପାବନ ବାନା ଉଡ଼ାଉଛ

ପତିତ ଉଦ୍ଧାର ପାଇଁ

ମୁଁ ଯେ ପତିତ ମୋ ଯନ୍ତ୍ରଣା ଅନେକ

ମୋତେ ଉଦ୍ଧାର ହେ ଗୋସାଇଁ।

 

ଜଗନ୍ନାଥ ତୁମ୍ଭେ ନାମ ବୋହିଅଛ

ଅନାଥ ଜନଙ୍କ ନାଥ

ମୁଁ ଯେ ଅନାଥ ନିରାଶ୍ରିତ ହେଲି

ଆଶ୍ରୟ ଦିଅ ହେ ପ୍ରାଣନାଥ।

 

ଚକାଡୋଳା ତୁମ୍ଭ ପଲକ ବିହୀନ

କେବଳ ଭକ୍ତଙ୍କ ପାଇଁ

ମୁଁ ଯେ ଅଧମ ଦୁଃଖୀ ଭକତ ତୁମ୍ଭର

ଗୁହାରି କରେ ମଥା ନଇଁ।

 

ଜିତେନ୍ଦ୍ର ଗିରି

 

 26 total views,  2 views today

One thought on “*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

  1. Great do the job! This is actually the variety of info which are designed to be shared around the world wide web. Disgrace on Google for now not positioning this submit increased! Occur on about and speak over with my web site . Thanks =)

Leave a Reply

Your email address will not be published. Required fields are marked *