February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ମୁଁ – ଜିତେନ୍ଦ୍ର ଗିରି*

ମୁଁ

 

ଜିତେନ୍ଦ୍ର ଗିରି

*********************

ମୁଁ କେବେ କେବେ ଛୁଇଁଛି

ହିମାଳୟର ସେଇ ଉଚ୍ଚତମ

ଶିଖର ସଦୃଶ ନିତ୍ୟ ନିରନ୍ତର

ଦୃଶ୍ୟମାନ ଅଜବ ଅଭୁଲା ଖୁସିକୁ

ଆଉ କେବେ କେବେ ଛୁଇଁବା ନିଶାରେ ପାଇଛି ପ୍ରଶାନ୍ତ ମହାସଗାରରେ ସୃଷ୍ଟ ଅତି

ଭୟଙ୍କର ମହାବାତ୍ୟାର ବିଭୀଷିକା

ପରର ସେଇ ଅଲିଭା ଅକୁହା

ହୃଦୟବିଦାରକ ସଦୃଶ ଦୁଃଖକୁ।

 

ମୁଁ କେବେ କେବେ ଉଡ଼ିଛି

ସେଇ ନୀଳ ଅମ୍ବରର ବିସ୍ତୀର୍ଣ୍ଣ

ଅସରନ୍ତି ଭାସମାନ ଅନେକ

ବାଦଲ ଟୁକୁଡ଼ା ସହିତ ଶାନ୍ତି

ପ୍ରୀତି ସଦୃଶ ମୁକ୍ତ ପକ୍ଷୀଟିଏ ହେଇ

ପୁଣି କେବେ କେବେ ଉଡ଼ିବା ନିଶାରେ ଛନ୍ଦିଛି ଅଦୃଶ୍ୟ ଲୋଭନୀୟ

ମାୟା ଲାଳସା ଯୁକ୍ତ ଜାଲ ସଦୃଶ

ଅସହାୟ ବନ୍ଦୀ ପକ୍ଷୀଟିଏ ହେଇ।

 

ମୁଁ କେବେ କେବେ ଦେଖିଛି

ଶାନ୍ତ ସରଳ ତ୍ରିଦେବ ଗୁଣ ସମ୍ପନ୍ନ

ଦତାତ୍ରେୟ ଅବତାର ସଦୃଶ

ମହାମାନବ ଙ୍କ କାର୍ଯ୍ୟଧାରକୁ

ଆଉ କେବେ କେବେ ଦେଖିବା

ନିଶା ଟା କଡ଼ ଲେଉଟାଣି ଦେଇ

ଦେଖାଇଛି କୁତ୍ସିତ ଜଟିଳ ନିରୀହର

ସର୍ବସ୍ବ ଲୁଟିନେଉଥିବା ରାକ୍ଷସ ସଦୃଶ

ମହାଦାନବ ଙ୍କ କୁକାର୍ଯ୍ୟକୁ।

 

ମୁଁ କେବେ କେବେ ଓଲଟେଇଛି

ଜୀବନ ର ଅଙ୍କ ଖାତାରେ ଥିବା

ମିଶାଣ ଗୁଣନ ଫେଡ଼ାଣ ହରଣ

ଥିବା ଅନେକ ଫର୍ଦ୍ଦ ସବୁକୁ

ପୁଣି କେବେ କେବେ ଚିରିଦେଇଛି

କିଛି ଭୁଲ ଭାଲ ଅଦରକାରୀ

ମୂଲ୍ୟହୀନ ନାଲି ଦାଗ ଥିବା

ଅସଜଡ଼ା ଫର୍ଦ୍ଦ ସବୁକୁ……କ୍ରମଶଃ

 

ଜିତେନ୍ଦ୍ର ଗିରି

 825 total views,  1 views today

10 thoughts on “*ମୁଁ – ଜିତେନ୍ଦ୍ର ଗିରି*

  1. If you’ve been camping nicely ahead of, you no doubt know the way hard it may be to plan a camping out journey. You have to obtain the appropriate locale for any camping Web site, pick matters to deliver, program for inadequate ailments, and a lot more. The good news is to fit your requirements, preparation your subsequent tenting outside getaway could possibly be less difficult because of the subsequent report. Prior to go out in your lengthy-awaited out of doors tenting journey, ensure the place the location you intend to tenting doesn’t demand a tenting outside help it become probable for. For those who camping inside a location that does demand one in addition to you didn’t get 1, then you could possibly be experiencing a great hefty ticket or fine from a Neighborhood woodland ranger. If you end up camping out, a necessity for your individual goods is really a accomplishment knife. This is certainly A very powerful aspect of your respective out of doors camping equipment. Buy an Outstanding survival knife, not only the bottom priced you are going to find, your Life-style could depend on it. These knives are really very equivalent these individuals have a long blade serrated on just one part along with a hollow deal with. Throughout the take care of you can have fishing line, hooks, a compass, and matches to be a modest survival established. To spice up your slumbering useful working experience when camping, offer a cushion along which you could place under your resting scenario. This cushion will work to be a protect between you along with the tough floor where by by twigs and shrub knots may possibly induce strange slumbering challenges. If a mat isn’t helpful, bring several more comforters that you might collapse all around on them selves to generate some aid. Training has a tendency to make exceptional when pitching a tent. Make the perfect time to put the tent up perfectly ahead of departing for your holiday vacation. This allows you to Establish your performance at setting up the tent, and also might help come across any troubles With all the tent while in the function you must trade it for the greater sensible decision. Tenting out is a simple pleasure in lifestyle for people who understand The ultimate way to get it carried out. You must Develop on your awareness base of outdoor tenting by enterprise correct Investigation. You’ll find yourself eager about the delights of tenting outdoors quickly in almost any way with one particular of those remarkable suggestions obtainable.

Leave a Reply

Your email address will not be published. Required fields are marked *