March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମୁଁ – ଜିତେନ୍ଦ୍ର ଗିରି*

ମୁଁ

 

ଜିତେନ୍ଦ୍ର ଗିରି

*********************

ମୁଁ କେବେ କେବେ ଛୁଇଁଛି

ହିମାଳୟର ସେଇ ଉଚ୍ଚତମ

ଶିଖର ସଦୃଶ ନିତ୍ୟ ନିରନ୍ତର

ଦୃଶ୍ୟମାନ ଅଜବ ଅଭୁଲା ଖୁସିକୁ

ଆଉ କେବେ କେବେ ଛୁଇଁବା ନିଶାରେ ପାଇଛି ପ୍ରଶାନ୍ତ ମହାସଗାରରେ ସୃଷ୍ଟ ଅତି

ଭୟଙ୍କର ମହାବାତ୍ୟାର ବିଭୀଷିକା

ପରର ସେଇ ଅଲିଭା ଅକୁହା

ହୃଦୟବିଦାରକ ସଦୃଶ ଦୁଃଖକୁ।

 

ମୁଁ କେବେ କେବେ ଉଡ଼ିଛି

ସେଇ ନୀଳ ଅମ୍ବରର ବିସ୍ତୀର୍ଣ୍ଣ

ଅସରନ୍ତି ଭାସମାନ ଅନେକ

ବାଦଲ ଟୁକୁଡ଼ା ସହିତ ଶାନ୍ତି

ପ୍ରୀତି ସଦୃଶ ମୁକ୍ତ ପକ୍ଷୀଟିଏ ହେଇ

ପୁଣି କେବେ କେବେ ଉଡ଼ିବା ନିଶାରେ ଛନ୍ଦିଛି ଅଦୃଶ୍ୟ ଲୋଭନୀୟ

ମାୟା ଲାଳସା ଯୁକ୍ତ ଜାଲ ସଦୃଶ

ଅସହାୟ ବନ୍ଦୀ ପକ୍ଷୀଟିଏ ହେଇ।

 

ମୁଁ କେବେ କେବେ ଦେଖିଛି

ଶାନ୍ତ ସରଳ ତ୍ରିଦେବ ଗୁଣ ସମ୍ପନ୍ନ

ଦତାତ୍ରେୟ ଅବତାର ସଦୃଶ

ମହାମାନବ ଙ୍କ କାର୍ଯ୍ୟଧାରକୁ

ଆଉ କେବେ କେବେ ଦେଖିବା

ନିଶା ଟା କଡ଼ ଲେଉଟାଣି ଦେଇ

ଦେଖାଇଛି କୁତ୍ସିତ ଜଟିଳ ନିରୀହର

ସର୍ବସ୍ବ ଲୁଟିନେଉଥିବା ରାକ୍ଷସ ସଦୃଶ

ମହାଦାନବ ଙ୍କ କୁକାର୍ଯ୍ୟକୁ।

 

ମୁଁ କେବେ କେବେ ଓଲଟେଇଛି

ଜୀବନ ର ଅଙ୍କ ଖାତାରେ ଥିବା

ମିଶାଣ ଗୁଣନ ଫେଡ଼ାଣ ହରଣ

ଥିବା ଅନେକ ଫର୍ଦ୍ଦ ସବୁକୁ

ପୁଣି କେବେ କେବେ ଚିରିଦେଇଛି

କିଛି ଭୁଲ ଭାଲ ଅଦରକାରୀ

ମୂଲ୍ୟହୀନ ନାଲି ଦାଗ ଥିବା

ଅସଜଡ଼ା ଫର୍ଦ୍ଦ ସବୁକୁ……କ୍ରମଶଃ

 

ଜିତେନ୍ଦ୍ର ଗିରି

Loading

10 thoughts on “*ମୁଁ – ଜିତେନ୍ଦ୍ର ଗିରି*

  1. If you’ve been camping nicely ahead of, you no doubt know the way hard it may be to plan a camping out journey. You have to obtain the appropriate locale for any camping Web site, pick matters to deliver, program for inadequate ailments, and a lot more. The good news is to fit your requirements, preparation your subsequent tenting outside getaway could possibly be less difficult because of the subsequent report. Prior to go out in your lengthy-awaited out of doors tenting journey, ensure the place the location you intend to tenting doesn’t demand a tenting outside help it become probable for. For those who camping inside a location that does demand one in addition to you didn’t get 1, then you could possibly be experiencing a great hefty ticket or fine from a Neighborhood woodland ranger. If you end up camping out, a necessity for your individual goods is really a accomplishment knife. This is certainly A very powerful aspect of your respective out of doors camping equipment. Buy an Outstanding survival knife, not only the bottom priced you are going to find, your Life-style could depend on it. These knives are really very equivalent these individuals have a long blade serrated on just one part along with a hollow deal with. Throughout the take care of you can have fishing line, hooks, a compass, and matches to be a modest survival established. To spice up your slumbering useful working experience when camping, offer a cushion along which you could place under your resting scenario. This cushion will work to be a protect between you along with the tough floor where by by twigs and shrub knots may possibly induce strange slumbering challenges. If a mat isn’t helpful, bring several more comforters that you might collapse all around on them selves to generate some aid. Training has a tendency to make exceptional when pitching a tent. Make the perfect time to put the tent up perfectly ahead of departing for your holiday vacation. This allows you to Establish your performance at setting up the tent, and also might help come across any troubles With all the tent while in the function you must trade it for the greater sensible decision. Tenting out is a simple pleasure in lifestyle for people who understand The ultimate way to get it carried out. You must Develop on your awareness base of outdoor tenting by enterprise correct Investigation. You’ll find yourself eager about the delights of tenting outdoors quickly in almost any way with one particular of those remarkable suggestions obtainable.

Leave a Reply to canberra concreter Cancel reply

Your email address will not be published. Required fields are marked *