Sep
2021
14
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
ଆହେ ଗଣନାଥ ଜିତେନ୍ଦ୍ର ଗିରି ଶତ ପ୍ରଣିପାତ ଆହେ ଗଣନାଥ ଅଗ୍ରପୂଜ୍ୟ ତୁମ୍ଭେ ଗଣପତି ବିଘ୍ନ ନାଶକ ହେ ସକଳ ସୃଷ୍ଟିର ତବ ପାଦେ ରହୁ ଆମ୍ଭ ମତି। ବକ୍ରତୁଣ୍ଡ ଆହେ ମଙ୍ଗଳମୁରତି କୋଟି ସୂର୍ଯ୍ୟ ସମ ତୁମ୍ଭ ତେଜ ତବ ଦରଶନେ ପୂର୍ଣ୍ଣତ କାମନା ଜୟ ଜୟ ପ୍ରଭୁ ବିଘ୍ନରାଜ। ଲମ୍ବୋଦର