April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
13

ଶାନ୍ତି – ବିଶ୍ୱର ସ୍ପନ୍ଦନ — ବିଦୁଲତା ବେହେରା

ଶାନ୍ତି – ବିଶ୍ୱର ସ୍ପନ୍ଦନ   ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ବିଶ୍ୱର ସ୍ପନ୍ଦନ, ହିଂସାର ତାଣ୍ଡବ ରଚ ନା ମାନବ ଶୁଭଇ ଆର୍ତ୍ତ କ୍ରନ୍ଦନ ।   ଯୁଦ୍ଧ ବିଭୀଷିକା ଟାଳିଦିଅ ଭାଇ ଅହିଂସା ପଥ ଆଦରି, ସାରା ପୃଥିବୀଟା ଏକ ପରିବାର ଖୁସିରେ ଉଠିବ ପୁରି ।   ନିରୀହ ଜନତା

Loading

Sep
2022
13

ଶାନ୍ତି – ବିଶ୍ଵର ସ୍ପନ୍ଦନ — ସଲୀଳା ଷଡ଼ଙ୍ଗୀ

ଶାନ୍ତି – ବିଶ୍ଵର ସ୍ପନ୍ଦନ   ଜୀବନ ପଥରେ ପ୍ରତିଟି ସ୍ତରରେ କିଏ ବା ଶାନ୍ତି ନ ଚାହେଁ, ହେଉ ଦେଶ, ରାଜ୍ୟ ଅଥବା ନିଳୟ ଶାନ୍ତି ହିଁ ତ ଶାନ୍ତି ଦିଏ । ଶାନ୍ତି ବିଶ୍ଵର ସ୍ପନ୍ଦନ, ପ୍ରତିହିଂସା, କ୍ରୋଧ, ଅସୂୟା ସ୍ଵଭାବ ଧ୍ବଂସର ମୂଳ କାରଣ ।   ବୃଥା ଅହମିକା ଶ୍ରେଷ୍ଠ ନିଦର୍ଶନ ଆମ

Loading

Sep
2022
13

ଶାନ୍ତି – ବିଶ୍ଵର ସ୍ପନ୍ଦନ — କୁସୁମ କୁମାରୀ ପଣ୍ଡା

ଶାନ୍ତି – ବିଶ୍ଵର ସ୍ପନ୍ଦନ   ଏମିତି ବି ଦିନ ଆସେ ସବୁ କିଛି ଚୂର୍ଣ୍ଣ, ଶାନ୍ତି ଲୋଡ଼େ ଫେରେ ନାହିଁ ଅଜ୍ଞାନରେ ପୂର୍ଣ୍ଣ ।   ଅଚାନକ ଆସେ ଆଶା ପ୍ରତିଶ୍ରୁତି ନେଇ, ଘମାଘୋଟ ଯୁଦ୍ଧ ସ୍ୱର ଛାଡ଼ିଯାଏ ଧୋଇ ।   ଚାରିଆଡ଼େ ଦୃଷ୍ଟିମୟ ରକ୍ତମୟ ଛିଟା, ଖେଳିଯାଏ ହାହାକାର ଭୂମି ହୁଏ ଫଟା ।

Loading

Sep
2022
10

ସେହି ମୋ ଭାରତ ଭୂଇଁ — ପ୍ରିୟମ୍ବଦା ରାଉତ

ସେହି ମୋ ଭାରତ ଭୂଇଁ   ସେହି ମୋ ଭାରତ ଭୂଇଁ ହିମାଳୟ ଯା’ର ରକ୍ଷା କରୁଛି ଶିର ମୁକୁଟ ହୋଇ । (ଘୋଷା)   ବିନ୍ଧ୍ୟଗିରି ଯା’ର କଟି ମେଖଳା ସାଗର ଯା’ ପାଦ ଛୁଇଁ, ନିତି ଧୋଉଥାଏ ଚରଣ ଯାହାର ସେହି ଭାରତ ଭୂଇଁ । ଶସ୍ୟ ଶ୍ୟାମଳା, ଗିରିବନ ଘେରା ତା’ପରି ଅଛି କେ

Loading

Sep
2022
10

ମାନବିକତା ହିଁ ଶ୍ରେଷ୍ଠ ଧର୍ମ — ମୁକ୍ତିରାଣୀ ଦେବତା

ମାନବିକତା ହିଁ ଶ୍ରେଷ୍ଠ ଧର୍ମ   ହୃଦୟେ ବିରାଜୁ ଦୟା ଓ କ୍ଷମା, ମନରେ ନ ରହୁ ସ୍ୱାର୍ଥଟି ଜମା । ସ୍ନେହ ପ୍ରେମ ପ୍ରୀତି ବାଣ୍ଟିବା ସଦା, ମୁଖେ ନ କରିବା କାହାରି ନିନ୍ଦା ।   ଶାନ୍ତି ଓ ମୈତ୍ରୀର ଭାବକୁ ନେଇ, ପ୍ରେମର ସଙ୍ଗୀତ ଯିବାରେ ଗାଇ । ଈର୍ଷା ଦ୍ୱେଷ ଠାରୁ ରହିବା

Loading

Sep
2022
10

ଜରାଶ୍ରମ — ବନଲକ୍ଷ୍ମୀ ମହାନ୍ତି

ଜରାଶ୍ରମ   ମାନବ ଜୀବନେ ଭୋଗଇ      ଚାରି ଗୋଟି ଅବସ୍ଥା, ବାଲ୍ୟ, କୈଶୋର, ଯଉବନ     ବାର୍ଦ୍ଧକ୍ୟ ତୁ ଜାଣିଥା ।   ବାଲ୍ୟ କାଳ ଅଟେ ସୁଖଦ     ମାଆ ବାପା ସ୍ନେହରେ, ଧୂଳି ମାଟି ଖେଳ କୁଦରେ      କଟେ ଅତି ଆନନ୍ଦରେ ।   ତା’ ପରେ

Loading

Sep
2022
10

ଜରା ନିବାସ — ଡଃ ପ୍ରିୟମ୍ବଦା ସାମଲ

ଜରା ନିବାସ (ରାଗ ରାମକେରୀ)   ଡଃ ପ୍ରିୟମ୍ବଦା ସାମଲ   ଜୀବନର ଶେଷ ଅବସ୍ଥା ଅଟଇ ଜରାବସ୍ଥା, ଶରୀର ଦୁର୍ବଳ ଶିଥିଳ ମନଟି ବାଲ୍ୟାବସ୍ଥା ।   ସାରା ଜୀବନର ସମସ୍ତ ସୁଖକୁ ବଳିଦାନ, ଦେଇ ପାଳିଥାନ୍ତି ସନ୍ତାନ ପିତାମାତା ମହାନ।   ଜରାବସ୍ଥା ସେବା ପାଇବା ଅଟଇ ଅଧିକାର, ସନ୍ତାନର ଦାୟିତ୍ଵ ସେବା ନୁହେଁ କି

Loading

Sep
2022
10

ଜରାଶ୍ରମ — ନନ୍ଦିନୀ ରାଉତ

ଜରାଶ୍ରମ   ନନ୍ଦିନୀ ରାଉତ   ପରିବାର ପରିଜନ ଯେ ପୁଣି ବନ୍ଧୁ ସୋଦର, ସାଥେ ଯେ ଜୀବନ ବିତଇ ସର୍ବେ ମୋର ନିଜର ।   ପରିଶ୍ରମ କରି ଜୀବନେ କରେ ସଞ୍ଚୟ ପୁଣି, ପୁତ୍ର କନ୍ୟା ପରିବାରରେ ମୋର ଅମୂଲ୍ୟ ମଣି ।   କାନ୍ଧରେ ବସାଇ ଆନନ୍ଦେ ଦିଏ ଚାନ୍ଦକୁ ତୋଳି, ସନ୍ତାନ ମୋ

Loading

Sep
2022
10

ମୋ ସତ୍ୟ — ଗେଲାମଣି ପ୍ରଧାନ

ମୋ ସତ୍ୟ   ଏ ମନ ମୋ ମନ ତୁମେ କରିଛ ନିଜର ଏ ଲୁହ ଶୋଇଥିଲା କିନ୍ତୁ ଆଜି ଉଠି ଝରୁଛି ।   ତୁମ ବିନା ରହିବା ମୁଁ ଶିଖିଯିବି ତୁମ କୁ ନ ଦେଖି ମୁଁ ହସିବା ଶିଖିଯିବି ।   ଡର ତ ଲାଗିବ ମୁଁ ଏକୁଟିଆ ହେଲେ କିନ୍ତୁ ମୁଁ…. ମୋ

Loading

Sep
2022
10

ଜନ୍ମ ନୁହେଁ ଏକ ପ୍ରଲୋଭନ — ଜାହ୍ନବୀ ଚୌଧୁରୀ

ଜନ୍ମ ନୁହେଁ ଏକ ପ୍ରଲୋଭନ   ସହସ୍ରବାର ଜନ୍ମ ପରେ ବି ଜନ୍ମ ନେବାରେ ଥାଏ ଏକ ପ୍ରଲୋଭନ ରୂପାନ୍ତର ହୁଏନି ଅନ୍ତଃକରଣ ।   ସବୁକିଛି ଛାୟାବୃତ ଅଥବା ସୁପ୍ତ ଆତ୍ମାର ଅପେକ୍ଷା ଥାଏ ସୁନିଶ୍ଚିତ ଏହି ଦୁଇ ଗୁଣରେ ହୁଏନି ବିକଶିତ ଆତ୍ମାର ଅନ୍ତରଙ୍ଗ ବିଭବ ।   ଥାଏ ସତ୍ୟର ଦୁଇ ବୈଭବ !

Loading

Sep
2022
10

आ थाम लूं तेरा हाथ — प्रियदर्शिनी मिश्र 

 आ थाम लूं तेरा हाथ   आ…थाम लूं तेरा हाथ कि तू कहीं गिर ना जाए, मेरे हाथ में दे तेरा हाथ कि दुबारा कहीं फिसल ना जाए । हमेशा हूं मैं तेरे साथ यह महसूस कर ले, हर खुशी हर गम

Loading

Sep
2022
10

କର୍ତ୍ତବ୍ୟ — ନନ୍ଦିନୀ ରାଉତ

କର୍ତ୍ତବ୍ୟ   ଜନମ ହୋଇଛୁ ଏ ଧରାପୃଷ୍ଠରେ କର୍ତ୍ତବ୍ୟ କରିବା ପାଇଁ, ଆମରି ସୁକର୍ମ ସେବା ତ୍ୟାଗ ବଳେ ହସିବ ଜନମ ଭୂଇଁ ।   ଆମକୁ ଧରିଛି ମାତା ପରି କୋଳେ ଦେଇ ଅନ୍ନ ଶସ୍ୟ ତାର, କେତେ ଫୁଲ ଫଳ ସାଇତି ଦେଇଛି ସେବିବା ତା’ର ପୟର ।   ହିମାଳୟ ପରି ଝଡ଼ ଝଞ୍ଜା

Loading

Sep
2022
10

ଦଗ୍ଧ ବନଫୁଲ — ଜ୍ଯୋତ୍ସ୍ନା ରାଣୀ ଜେନା

ଦଗ୍ଧ ବନଫୁଲ   ଛୋଟ ହେଉ ପଛେ ସୁନ୍ଦର ଜୀବନ ! ସଢ଼ି ଗଲେ ଯାଏ ପଛେ ମଲ୍ଲୀ ଦିନକ ପାଇଁ ସେ ତ ସେବାରେ ଲାଗେ ସାରା ଜୀବନର ପ୍ରାପ୍ତି ପାଇଁ ।   ମାତ୍ର କ୍ଷଣିକ ଆଲୋକ, ହେଲେ ବିଧିର ତ ବିଚିତ୍ର ଖେଳନ ! ଘନ ଅରଣ୍ଯରେ ସ୍ଥାପିଲା ତା’ ଜୀବନ ତଥାପି ତ

Loading

Sep
2022
10

ପ୍ରିୟ ସହୀର ଚିଠି — ମମତା ଶତପଥୀ

ପ୍ରିୟ ସହୀର ଚିଠି   ଅଚାନକ ଅନ୍ତରଙ୍ଗ ସଖୀଠାରୁ ଚିଠିଟିଏ ମୁଁ ପାଇଲି, ପାଉ ପାଉ ଆମୂଳଚୁଳ ପଢିବା ଆରମ୍ଭ ମୁହିଁ କରିଲି ।   ପ୍ରିୟ ସହୀ ମୋର ସେନେହ ଘେନିବୁ ପିଲାଙ୍କୁ ତୋହର ଦେବୁ, ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ ତୁହି ଆଗ ଜଣାଇବୁ ।   ମୋ ଛାତିର ବ୍ୟଥା ଏ ଚିଠି ମାଧ୍ୟମେ

Loading

Sep
2022
10

ଦୀପଦଣ୍ଡୀ — ଜ୍ୟୋତ୍ସ୍ନା ରାଣୀ ଦେବୀ

ଦୀପଦଣ୍ଡୀ   ଜ୍ୟୋତ୍ସ୍ନା ରାଣୀ ଦେବୀ   ଦୀପଦଣ୍ଡୀ ସିନା ମାପିପାରେ କେତେ ତଡ଼ାଗର ଗଭୀରତା, ମାପିପାରେ ନାହିଁ ତାହାର ତନୁରେ ଭରା କେତେ ଆବିଳତା ।   ରାତ୍ରିରେ ରାତ୍ରିରେ ତମସାର ତୀରେ ଚାନ୍ଦିନୀର ଚଉହଦୀ, ମାପିପାରେ ନାହିଁ ଚାତକିନୀ ସମ ଚାହିଁ ରହି ଯେ କୌମୁଦୀ ।   ବିଫଳ ପଥିକ କଳିପାରେ ସିନା ପଥ

Loading

Sep
2022
10

ହେ ଗୁରୁ ତୁମେ ମଙ୍ଗଳମୟ — ସୀମାଞ୍ଚଳ ପଣ୍ଡା                              

ହେ ଗୁରୁ ତୁମେ ମଙ୍ଗଳମୟ   ତୁମେ   ଦିବାକର  ଜ୍ଞାନ  ଆଲୋକର ଗୁରୁ ସାକ୍ଷାତ୍ ବ୍ରହ୍ମା ବିଷ୍ଣୁ ଶଙ୍କର, ତୁମେ  ଜ୍ୟୋତିର୍ମୟ  ହେ ମଙ୍ଗଳମୟ ଈଶ୍ୱର,   ବିଶ୍ୱର କଲ୍ୟାଣ କର।   ତୁମ  ଜ୍ଞାନ ବଳେ  ଏ  ମହୀ  ମଣ୍ଡଳେ ଚିହ୍ନାଅ    ଈଶ୍ୱର   ପରମ  ଶକ୍ତି, ଜାଣି   ପାରେ   ନର   ପରମାତ୍ମାଙ୍କର ଭାବେ ସ୍ୱଭାବରେ ଅରପେ ଭକ୍ତି,

Loading

Sep
2022
10

ଭିଜିବି କାହିଁକି ତୋ ପ୍ରେମରେ — ଭାସ୍କର ରାଉତ

  ଭିଜିବି କାହିଁକି ତୋ ପ୍ରେମରେ   ଭିଜି ତୋ ପ୍ରେମରେ ମୀରା ଝୁରିମରେ ତେଜିଲା ଘର ସଂସାର ବିଷ ପାନକଲା ଜୀବନ ନଗଲା ହେଉଛି ସେହି ଅଧିର। ତୋ ପ୍ରେମରେ ମଜ୍ଜି ରାଧାରାଣୀ ହଜି କଳଙ୍କ କଲା ସିନ୍ଦୂର ପତି ଚନ୍ଦ୍ରଶେଣା କରୁଥାଏ ମନା ଧାଏଁ ସେ କୁଞ୍ଜ ବନର। ତା ନାମରେ ପରା ବାଜଇ ନାଗରା

Loading

Sep
2022
10

ଫୁଲ, ପଥର ଓ ବେଡ଼ି — କ୍ଷୀରୋଦ୍ର ସାହୁ

    << ଫୁଲ, ପଥର ଓ ବେଡ଼ି >> ••••••••••••••••••••••••••••••••••   ଫୁଲ-   ଭବିଷ୍ୟତର ସମ୍ଭାବନା ନେଇ ଆଶା, ଆକାଂକ୍ଷା ପାଥେୟ ଟି ସୁପ୍ତରୁ ସୃଷ୍ଟ ହେବା , ଉତ୍ସାହିତ ସ୍ୱଭାବ ମାତ୍ର, ସହଜ ସିଦ୍ଧ ନୁହେଁ ଏତେ ୟା ଭିତରର ପ୍ରକ୍ରିୟା କମନୀୟ , ନମନୀୟ ହୋଇ ଫଗୁଣର ମଧୁଶାଳାର ସକାଳ ସତେଜ ନାହିଁ,

Loading

Sep
2022
10

ଜେଜେଙ୍କ ନୀତି ଶିକ୍ଷା —ଅଶୋକ କୁମାର ପତି

।ଜେଜେଙ୍କ ନୀତି ଶିକ୍ଷା।     ପ୍ରତିଦିନ ପରି, ଜେଜେ ଲେଖୁଥାନ୍ତି ଭଜନ ଜଣାଣ ବସି, ଅଚାନକ ତାଙ୍କ,ବଡ଼ ନାତୁଣୀ ଟା ସେ ଘରକୁ ଗଲା ପଶି।୧   ଘରେ ପଶୁ ପଶୁ, ନାତୁଣୀ କହିଲା କି କବିତା ଲେଖ ଜେଜେ, ଥରୁଟିଏ କାହିଁ, ମୁଁ ଦେଖିଲି ନାହିଁ ପ୍ରେମ ର କବିତା ପଦେ।୨   ସବୁଦିନେ ଖାଲି,ବସି

Loading

Sep
2022
8

ଆଶାର ଅଗଣା — ନୀହାରିକା ପଣ୍ଡା 

ଆଶାର ଅଗଣା   ନୀହାରିକା ପଣ୍ଡା    ଆଶା ଆତ୍ମା ଇସାରାର ଅସୁମାରୀ କେତେବେଳେ ନିଦାଘର ଖରା ବେଳେବେଳେ ଗଛ ତଳ ଛାଇ, ଏକ ବା ଅନେକ ଶାନ୍ତି ଆଉ ଅଶାନ୍ତିର ସମ୍ଭାବନା ବହି ।   ଆଶା ଏକ ଚିରସ୍ରୋତା ନଈ, ସେ ନଈର ନୀର ଧାର ପାଖେ ନୀଳ ଆର ପାଖେ ବନ୍ଧ ଭାଙ୍ଗେ କୂଳ

Loading