ଶାନ୍ତି – ବିଶ୍ୱର ସ୍ପନ୍ଦନ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ବିଶ୍ୱର ସ୍ପନ୍ଦନ, ହିଂସାର ତାଣ୍ଡବ ରଚ ନା ମାନବ ଶୁଭଇ ଆର୍ତ୍ତ କ୍ରନ୍ଦନ । ଯୁଦ୍ଧ ବିଭୀଷିକା ଟାଳିଦିଅ ଭାଇ ଅହିଂସା ପଥ ଆଦରି, ସାରା ପୃଥିବୀଟା ଏକ ପରିବାର ଖୁସିରେ ଉଠିବ ପୁରି । ନିରୀହ ଜନତା
Read More
ସବୁଜ ହୀରା ଅନାମବାବୁ ଜଣେ ଚାଷୀ ଘରରପିଲା ପିଲାଟି ଦିନରୁ ବାପା ଙ୍କୁ ଚାଷ ବାସରେ ସାହାଯ୍ୟ କରିବା ସହିତ ଭଲ ପାଠବି ପଢ଼ନ୍ତି।ବାଡ଼ି ବଗିଚା ରେ କାମ କରିବାକୁ ଭଲ ପାଆନ୍ତି।ମାଟ୍ରିକ ରେ ଭଲନମ୍ବର ରଖି ଏକାଥରକେ ପାଶ୍ କଲେ।ଘରର ଅବସ୍ଥା ସ୍ୱଛଳ ନଥିବାରୁ ଅଳ୍ପ ବୟସରୁ ଶିକ୍ଷକତା ଆରମ୍ଭ କଲେ ସ୍କୁଲରେ ଶିକ୍ଷକ
Read More
କିଛି କଥା ଥିଲା କିଛି କଥା ଥିଲା ହୃଦୟେ ମୋହର କହି ପାରିଲିନି ଖୋଲି ମନକଥା ମୋର ମନେ ରହିଗଲା ସମୟ ମୋ ଗଲା ଚାଲି।। ସବୁ ସପନଟି ସତ ହୁଏନାହିଁ କିଛି ରହି ଯାଏ ବାକି ନିୟତି ନିର୍ଦ୍ଦେଶେ କର୍ମ କରି ନର ଶେଷରେ ପଡେ ସେ ଥକି।। ମନର କଥା କୁ ଖୋଲି କହି
Read More
ବୋତାମ ନିର୍ଜିବ ବସ୍ତୁଟି ଅଟଇ ବୋତାମ ନାହିଁତା ଦେହେ ଜୀବନ ବୋତାମ ବିହୁନେ ପୋଷାକ ଅଧୁରା ଲାଗଇଟି ମୂଲ୍ୟହୀନ କ୍ଷୁଦ୍ରସିନା ତନୁ ଅଟୁ ତୁ କାମିକା ପୋଷାକ ପରିଧାନ ରେ ତୋବିନା ସମ୍ପୂର୍ଣ୍ଣ ନଲାଗେ ପୋଷାକ ଲାଗି ଥାଉ ପୋଷାକରେ ଦିଖଣ୍ଡ କନାକୁ ଯୋଡି ଦେଇ ଥାଉ ହୋଇଣ ନିଜେ ମଧ୍ୟସ୍ଥ ତୋବିନା ଶ୍ରୀହିନ ଲାଗଇ ପୋଷାକ ଯେପରି
Read More