April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2021
25

*ରୁକ୍ଷ– ଜ୍ୟୋତିର୍ମୟୀ ସାହୁ*

#ରୁକ୍ଷ ଏ ମନର ରୁକ୍ଷତା କି ଭୂମିର ରୁକ୍ଷତା ଦୁର୍ବାଦଳ କି ବିହିଛି ରୋଷ ହୋଇ ଆତୁରା ବକ୍ଷ ବିଦାରି ଧରା ଆକୁଳେ ପ୍ରଶ୍ନ କରେ ଭରା ଭରା ଶୁଷ୍କ ପ୍ରାନ୍ତର କି ତିନ୍ତି ପାରିବନି ପାଇ ବର୍ଷାର ଅମୃତ ଧାରା ? ବିଦିର୍ଣ୍ଣ କରି ତନୁକୁ ମୋର ବିଛାଡିଛି ମେଣ୍ଟାଲର ଚାଦର ମୋ ପିଠିର ଉପର ସାରା

Loading

Mar
2021
25

*ବନ୍ଦୀ ମୁଁ ଅଭିଷ୍ଟ ଦ୍ବାରେ–ଜ୍ୟୋତିର୍ମୟୀ ସାହୁ*

#ବନ୍ଦୀ_ମୁଁ_ଅଭିଷ୍ଟ_ଦ୍ବାରେ ଅଭିଳାଷ ଏକ ଚିରସ୍ରୋତା ନଦୀ ପ୍ରବାହରେ ନଥାଏ ଲକ୍ଷର ଅନ୍ତର୍ଧ୍ବନୀ ସେ ପ୍ରଦେଶରେ ନିଜକୁ ଦିଏ ହଜେଇ ଭାବାବେଗର ଆବେଶରେ ଛନ୍ଦି ହୋଇ ନିର୍ଝରିଣୀ ସିନା ଶେଷେ ସାଗରେ ଯାଏ ମିଶି ହେଲେ ଏ ଏକ ଅସରନ୍ତି ସ୍ରୋତର ନଦୀ ଯାଏ କୂଳ ଲଙ୍ଘି ଲଙ୍ଘି ନା ପାଏ ଆତ୍ମ ତୃପ୍ତି ତଥାପି ଶୋଷ ମେଣ୍ଟେନା ଯେତେ

Loading

Mar
2021
25

*ସଂପର୍କର_ସେତୁ– ଜ୍ୟୋତିର୍ମୟୀ ସାହୁ*

#ସଂପର୍କର_ସେତୁ ହୃଦୟର ସାଇତା ମଟାଳ ଭୂଇଁରେ ଧରା ଛୁଇଁ ହୁଏ ବିଜ ଅଙ୍କୁରୋଦଗମ ପ୍ରେମର ଉଷୁମ ସ୍ପର୍ଶରେ ହୋଇ ଆହ୍ଲାଦିତ ପ୍ରସ୍ଫୁଟିତ ତନୁରେ ଖେଳେ ଆନନ୍ଦର ରାଗ । ଫଗୁଣର ରଙ୍ଗିନ୍ ଫଲ୍ଗୁ ବିଞ୍ଚି ହୋଇପଡେ ତନୁର ଅଗଣାକୁ କରି ବିଧୌତ ସେ ଛିଟାରେ ଅମଳିନ ଛିଟାର ରଙ୍ଗ ଲାଗେ ଅଲିଭା ଅପୋଛା ରଙ୍ଗିନ୍ ଦାଗ। ସେତୁ ପରେ

Loading

Mar
2021
25

*ବାସ୍ତବ କୁରୁକ୍ଷେତ୍ର (ଭାଗ-୦୧)- ଜ୍ୟୋତିର୍ମୟୀ ସାହୁ*

#ବାସ୍ତବ_କୁରୁକ୍ଷେତ୍ର ଶରତର ସକାଳ। ଆକାଶରେ ଭସା ଭସା ବାଦଲର ସମ୍ଭାର। ଯେମିତି ଏକ ଯାତ୍ରା ଚାଲିଛି । ଏ ଯାତ୍ରା ନୌକାର ବିହାର ପରି। ଧଳା ଧଳା ଶୁଭ୍ର ଜଳବାଷ୍ପୀୟ କଣା ମାନଙ୍କର ସମ୍ମିଳିତ ଶୋଭାଯାତ୍ରା । ଦିନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ଯେମିତି ବ୍ୟସ୍ତ ବିବ୍ରତ । ତୁହାକୁ ତୁହା ଚାଲିଥାଏ ଗୋଟେ ପରେ ଗୋଟେ ର

Loading

Mar
2021
25

*ସାଗର ପ୍ରତି– ଶୁଭଲକ୍ଷ୍ମୀ ବେହେରା*

ସାଗର ପ୍ରତି ___________ ଅଦୃଶ୍ୟ ନିର୍ଝରିଣୀ ବହିଚାଲେ ସାଗରକୁ ତୃଷା ମେଣ୍ଟାଇ ସାଗରରେ ମିଶିବାକୁ | ପ୍ରେମର କମଳ ଫୁଟାଇ ତା’ କୋଳେ ସ୍ମରଇ ଦିନରାତି ସାଗର ବକ୍ଷକୁ ଆକୁଳେ | ନିର୍ଣ୍ଣୟ ନେଇଛି ଆଜି ଭେଟିବ ସାଗରକୁ ବାଧା ଦେଇପାରିବେନି ଗିରି-ଶୃଙ୍ଗ ତାକୁ | ନୀଳିମା କାଳି ବୋଳି ହୋଇ ତନୁତୀରେ ପଦ୍ମାକ୍ଷୀ ବୋଲାଇ ଚାଲଇ ସେ

Loading

Mar
2021
24

*ନିର୍ଜନତା ରେ ମୁଁ — ମାନସ କୁମାର ସେନାପତି*

ନିର୍ଜନତା ରେ ମୁଁ.. ,,,,,,,,,,,,,,,,,,,,,,,,,, ମୋ ଏକେଲାପଣ ଏକ ଡାହାଣୀ ଯେ ମୋ ରକ୍ତ ଶୋଷି ପିଇଯାଏ ମୋ ନିଃସଙ୍ଗତା ଏକ କାଳସର୍ପ ଯେ ମୋତେ ନିତିଦିନ ଦଂଶୁ ଥାଏ । ମୋ ନୀରବତା ଏକ ଅଗ୍ନିଶିଖା ନୀତି ମୋତେ ଅନ୍ତର ଭିତରୁ ଜାଳୁଥାଏ ମୋ ନିର୍ଜନତା ଏକ ରକ୍ତ ପିପାସୁ ଛୁରୀ ମୋତେ ଟିକ୍ ଟିକ୍ କରି

Loading

Mar
2021
24

*ମୃତ୍ୟୁ– ମାନସ କୁମାର ସେନାପତି*

ମୃତ୍ୟୁ 🖤🖤🖤 ହେ ମୃତ୍ୟୁ..! ମୋର ପ୍ରିୟତମ ଆସ ଆସ ହେ ତୁମେ କିଆଁ କର ଏତେ ଡେରି ତୁମ ବହଳ ଅନ୍ଧାର ଚଦର ଘେରି ନିଅ ମୋତେ ଆବରୀ ତୁମ କୃଷ୍ଣ ରଙ୍ଗ ବୋଳିଦିଅ ମୋ ଦେହର ସାରା ଅଙ୍ଗେ ତୁମ୍ଭ ବିଜୟ ଧ୍ଵନି ଖେଳିଯାଉ କାନ୍ତାର ଗିରି ପର୍ବତ ଶୃଙ୍ଗେ ଧରିରଖ ମୋ ମନ ମୀନ

Loading

Mar
2021
24

*କ୍ଷତାକ୍ତ କ୍ଷେତ– ନବ କୁମାର ଦାସ*

💕💕💕💕💕💕💕💕💕 *କ୍ଷତାକ୍ତ କ୍ଷେତ* ************************ ମୁଁ ଠିକ ଜାଣିଛି ମୋ ପରି ଅନେକ ନୀରବତାର ପୁରୁଷ ମାନେ ତୋର ଏଇ ହିଡ଼ ମୁଣ୍ଡରେ ନିଈତି ବସନ୍ତି କରମର ସ୍ମୃତିରେ ସାଉଁଟା ସଫଳତା ଆଉ ବିଫଳତା ନେଇ କେତେବେଳେ ହସନ୍ତି ପୁଣି କେତେବେଳେ ରୁଷନ୍ତି ….ll ବିଫଳତାର ବିପ୍ଳବରେ ତୋ ଟାଙ୍ଗରା ଦେହ ଠାରେ ମୋ ଛାତିର କୋହ ନିର୍ଯ୍ୟାତନା

Loading

Mar
2021
24

*ଅପାରଗ– ବିନୟ କୁମାର ମହାନ୍ତି*

ଅପାରଗ ©ବିନୟ କୁମାର ମହାନ୍ତି ଅନେକ ଅପବାଦର ଅର୍ଗଳି ଅନ୍ଧାରର ଅନ୍ଧ ଗଳିରେ ତୋର ଅସହାୟ ଲୁହ ମାନେ ନଈ ହୋଇ ବୋହି ଗଲେଣି। ଏ ଲୁହ ମାନେ ବି ଅନାଥ ଅରକ୍ଷିତ ଓ ଅସମ୍ଭବ ସ୍ଵାଭିମାନୀ , ବୋହିଗଲା ବେଳେ କାହାର ସାହାରା ଲୋଡନ୍ତିନି, ଜାଗା ଅଜାଗା ବେଳ ଅବେଳ ନ ଥାଏ, ଟିକିଏ ଆହାଃରେ ଲୋଟିପଡନ୍ତି

Loading

Mar
2021
24

*ଅଭୁଲା ସ୍ବପ୍ନ– ସମ୍ବିତ ଦାଶ*

ଅଭୁଲା ସ୍ବପ୍ନ ଭୁଲି ହୁଏ ନାହିଁ ସେ ଅଭୁଲା ସ୍ବପ୍ନ ମନେପଡେ ଅନେକ ବାର, କାହାକୁ କହିବି କାହିଁକି କହିବି ଦେଖିଥିବା ସ୍ବପ୍ନ ମୋର । ଛୋଟ ବେଳେ ମୁଁ ଦେଖୁଥିଲି କେତେ ସ୍ବପ୍ନ ବଡ଼ ହେବା ପାଇଁ, କୁଆଡେ ଲିଭି ଗଲା ସେହି ଅଭୁଲା ସ୍ବପ୍ନ ଈଶ୍ୱର ତୁମେ ମୋର ସାଇଁ । ବେଳେ ବେଳେ ଏମିତି

Loading

Mar
2021
24

*ହୋଲି– ଦୀପଶିଖା ପ୍ରଧାନ*

😍 *ହୋଲି* 😍 ~~~~~~~~~~ ଆସରେ ଆସ ରଙ୍ଗ ଖେଳିବା ଆସିଛି ପରା ହୋଲି, ଖୁସି ମନରେ ଗୀତ ଗାଇବା ନାଚିବା ଝୁଲିଝୁଲି || ରଙ୍ଗବେରଙ୍ଗର ଫଗୁ ସବୁକୁ ଦେହରେ ଦେବା ବୋଳି, ଶୁଣିବାନି କାହା କଥାକୁ ଯିଏ ଦେଉ ପଛକେ ଗାଳି || ବରଷେ ପରେ ହୋଲି ଆସିଛି ଆଣିଛି କେତେ ଖୁସି, ରଙ୍ଗ ଖେଳିବା,ମଜ୍ଜା କରିବା

Loading

Mar
2021
22

*ତୁମେ– ପ୍ରୀତିରେଖା ପରିଡ଼ା*

💐💐ତୁମେ💐💐 ଆଖି ପାଳକରେ ତୁମେ ହୃଦ ସ୍ପନ୍ଦନରେ ତୁମେ ଆଖି ବୁଝିଲେବି ତୁମେ ଆଖି ଖୋଲିଲେ ବି ତୁମେ। ସ୍ୱପ୍ନରେ ତ ତୁମେ ଚେତନାରେ ତୁମେ ଦୁଃଖରେ ତ ତୁମେ ସୁଖରେ ବି ତୁମେ। ସଞ୍ଜ ଅରାତିରେ ତୁମେ ସକାଳ ଧୂପରେ ତା ତୁମେ। ଅନ୍ତରରେ ତୁମେ ବାହାରେ ବି ତୁମେ ସମ୍ମୁଖରେ ତୁମେ ପଶ୍ଚାତରେ ତୁମେ ।

Loading

Mar
2021
20

*ଭାଗ୍ୟ– ଦୀପଶିଖା ପ୍ରଧାନ*

✨ *ଭାଗ୍ୟ* ✨( ଆକୃତି ଶୈଳୀ ) ============= ମୁଁ, ଏକ, ଦୀପର, ସଳିତା ଟେ, ଜଳିବା ପରା, ମୋ ଭାଗ୍ୟରେଲେଖା, ଦୋଷ କାହିଁକି ଦେବି , ଯିଏ ମୋତେ ଜଳାଇଲା, ସେ ତ ନିଜର କର୍ମ କଲା, ତା’ ଉପରେ ରାଗି ଲାଭ କ’ଣ ? ମୁଁ, ଏକ, ଜଳର, ମୀନଟିଏ, କେଉଟ ଯଦି, ଜାଲ ପକାଇଲା,

Loading