*ପାପ କବିତା – ମାନସ କୁମାର ସେନାପତି*
ପାପ କବିତା… ମାନସ କୁମାର ସେନାପତି ……….. ଏଠି ଜିଇଁବା ପାପ ମରିବା ପାପ ମାରିବା ପାପ ପୁଣି, ବଞ୍ଚାଇରଖିବା ବି ପାପ , ଚେଇଁ ରହିବା ପାପ ସ୍ୱଇଚ୍ଛା ରେ ଶୋଇବା ପାପ ମଣିଷ ବୁଝି ଅବୁଝା ହୁଏ ଜାଣି ଜାଣି ନୀତି ଅଜଣା ହୁଏ ପାପ ର ସଂଜ୍ଞା ଓ ସ୍ୱରୂପ । ପ୍ରତି
ପାପ କବିତା… ମାନସ କୁମାର ସେନାପତି ……….. ଏଠି ଜିଇଁବା ପାପ ମରିବା ପାପ ମାରିବା ପାପ ପୁଣି, ବଞ୍ଚାଇରଖିବା ବି ପାପ , ଚେଇଁ ରହିବା ପାପ ସ୍ୱଇଚ୍ଛା ରେ ଶୋଇବା ପାପ ମଣିଷ ବୁଝି ଅବୁଝା ହୁଏ ଜାଣି ଜାଣି ନୀତି ଅଜଣା ହୁଏ ପାପ ର ସଂଜ୍ଞା ଓ ସ୍ୱରୂପ । ପ୍ରତି
ମୁଁ ସମୟ… ମାନସ କୁମାର ସେନାପତି ……………………………..… ମୁଁ ସମୟ ନାଁ କେବେ ମୁଁ ଅଟକିଛି ଅତୀତର କେଉଁ କିମ୍ବଦନ୍ତୀ ପୁରୁଷ ର ଜୀବନ ଗାଥାର ପୃଷ୍ଠାଙ୍କ ରେ ନାଁ କେବେ ଅଦୃଶ୍ୟ ଭବିଷ୍ୟତ ର ସ୍ବପ୍ନ ର ଫେନିଳ ଉର୍ମି ରେ ନାଁ କେ ଶଙ୍କିଛି ମତ୍ତ ଗଜ ର ଧପ -ଧପ ଚାଲିରେ
ଅନ୍ଧଗଳି ର ସୌଦାଗର ମାନସ କୁମାର ସେନାପତି ଏଠି ସବୁ ଅନ୍ଧ , ସବୁଠି ଅନ୍ଧାର କି ରଜା କି ପ୍ରଜା, ଗ୍ରାମ କି ସହର ପ୍ରତିଟି ସହର ର ପରିତ୍ୟକ୍ତ ନିକାଞ୍ଚନ ଇଲାକା ରେ, ଶୁବେ ବଳାତ୍କାର ର ସ୍ୱର ହୃଦୟ ଅବା ମନ ର ଫାଙ୍କା ସ୍ଥାନ ରେ ଜନ୍ମନିଏ ନିଈତି ଶାବକ ରକ୍ତ ଲୋଭି
ମିତା ବଉ ———— ସ୍ଵହସ୍ତ ରେ ଆଜି ଟେକି ଦେଉଅଛି ମିତାବଉ, ନିଜଦେହ ଲୁଗାକାନି ଦଣ୍ଡେ ଦାନା ଖଣ୍ଡେ କନା ପାଇଁ ଲୁହ ଲହୁ ମେଞ୍ଚାଏ ଘେନି l ଆଖିରେ ମରୁଛି ଆଖିଏ ସପନ ଉଛୁଳି ଉଠଇ ନଈ କାଲାଗି ବଞ୍ଚୁଛି ମିତାବଉ ଆଜି ସମାଜକୁ ଜଣା ନାହିଁ l ମିତା-ବାପ ଗଲା ଦିନୁ ମିତା ଶେଜ ରେ
ପକ୍ଷୀ ତୁ ଉଡ଼ିଯା.. ——————- ପବନ ଛାତିରେ ଡେଣା ବାଡେଇ ଫଡ଼ ଫଡ଼ କରି ପକ୍ଷୀ ଉଡିଯିବ ବହୁଦୂର ନୀଳ-ଆକାଶ ର ନିର୍ଜନାଲୋକେ ବାନ୍ଧିବ ସେ ନିଡ଼ ନିଜର l ନଥିବ ତହିଁ ମଣିଷ ର ପହଞ୍ଚ ନଥିବ ବାରୂଦ ଗନ୍ଧ. ଅପହଞ୍ଚ ଯହିଁ ବନ୍ଧୁକ ର ଶବ୍ଦ ଅପହଞ୍ଚ ମୃତ୍ୟୁ ର ନାଦ l ଆକାଶ ଟା
ନିର୍ଜନତା ରେ ମୁଁ.. ,,,,,,,,,,,,,,,,,,,,,,,,,, ମୋ ଏକେଲାପଣ ଏକ ଡାହାଣୀ ଯେ ମୋ ରକ୍ତ ଶୋଷି ପିଇଯାଏ ମୋ ନିଃସଙ୍ଗତା ଏକ କାଳସର୍ପ ଯେ ମୋତେ ନିତିଦିନ ଦଂଶୁ ଥାଏ । ମୋ ନୀରବତା ଏକ ଅଗ୍ନିଶିଖା ନୀତି ମୋତେ ଅନ୍ତର ଭିତରୁ ଜାଳୁଥାଏ ମୋ ନିର୍ଜନତା ଏକ ରକ୍ତ ପିପାସୁ ଛୁରୀ ମୋତେ ଟିକ୍ ଟିକ୍ କରି
ମୃତ୍ୟୁ 🖤🖤🖤 ହେ ମୃତ୍ୟୁ..! ମୋର ପ୍ରିୟତମ ଆସ ଆସ ହେ ତୁମେ କିଆଁ କର ଏତେ ଡେରି ତୁମ ବହଳ ଅନ୍ଧାର ଚଦର ଘେରି ନିଅ ମୋତେ ଆବରୀ ତୁମ କୃଷ୍ଣ ରଙ୍ଗ ବୋଳିଦିଅ ମୋ ଦେହର ସାରା ଅଙ୍ଗେ ତୁମ୍ଭ ବିଜୟ ଧ୍ଵନି ଖେଳିଯାଉ କାନ୍ତାର ଗିରି ପର୍ବତ ଶୃଙ୍ଗେ ଧରିରଖ ମୋ ମନ ମୀନ
ନାମ- ମାନସ କୁମାର ସେନାପତି ମାତାଙ୍କ ନାମ-:ଜୟନ୍ତୀ ସେନାପତି ପିତାଙ୍କ ନାମ-:ଦୀନବନ୍ଧୁ ସେନାପତି ଜନ୍ମମାଟି/ଠିକଣା-:ବେଗୁନିଆ, ବସ୍ତା, ବାଲେଶ୍ବର ଜନ୍ମ ତାରିଖ-୨୪/୦୧/୨୦୦୦ ଶିକ୍ଷା ଗତ ଯୋଗ୍ୟତା-ଓଡ଼ିଆ ଭାଷାର ସ୍ନାତକ ଶ୍ରେଣୀ ଛାତ୍ର ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ସାହିତ୍ୟ ସାଧାରଣ ମଣିଷ ଜୀବନ ର ଜଳଛବି।ସାହିତ୍ୟ ହସ -ଲୁହ, ଆନନ୍ଦ-ବିଷାଦ, ପ୍ରେମ ଓ ମିଳନ; ବିରହ, ବିଚ୍ଛେଦ
ଦର୍ପଣ ବିକିବା ମନା “”””””””””””””””””””””” ଅନ୍ଧାରୀ ଗଡ଼ ର ରଜା ହୋ ଅନ୍ଧ ତୁମ ରାଜନୀତି ଆଖି ବନ୍ଦ କରି ପ୍ରଜାଙ୍କୁ ଶୋଷୁଛ ଆଉକେ ଶୁଣିବ ତାଙ୍କ ବିନତି ? ସଡ଼ଚାଳିଶି ସାଲେ ସ୍ୱାଧୀନ ଆମ୍ଭେ ଯେ ଭୋଗୁଛୁ କିମ୍ପାଇଁ ଏ ଦୃର୍ଗତି ? ଆଜିବି ହା..ଅନ୍ନ ହା..ଅନ୍ନ ଡାକ ଶୁଭୁଅଛି ନଗଡ଼ାରେ ଶିଶୁ କାମୁଡୁଛି ମାଟି। ନ୍ୟାୟ