ନାମ- ମାନସ କୁମାର ସେନାପତି
ମାତାଙ୍କ ନାମ-:ଜୟନ୍ତୀ ସେନାପତି
ପିତାଙ୍କ ନାମ-:ଦୀନବନ୍ଧୁ ସେନାପତି
ଜନ୍ମମାଟି/ଠିକଣା-:ବେଗୁନିଆ, ବସ୍ତା, ବାଲେଶ୍ବର
ଜନ୍ମ ତାରିଖ-୨୪/୦୧/୨୦୦୦
ଶିକ୍ଷା ଗତ ଯୋଗ୍ୟତା-ଓଡ଼ିଆ ଭାଷାର ସ୍ନାତକ ଶ୍ରେଣୀ ଛାତ୍ର
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ସାହିତ୍ୟ ସାଧାରଣ ମଣିଷ ଜୀବନ ର ଜଳଛବି।ସାହିତ୍ୟ ହସ -ଲୁହ, ଆନନ୍ଦ-ବିଷାଦ, ପ୍ରେମ ଓ ମିଳନ; ବିରହ, ବିଚ୍ଛେଦ ଆଦି ର ଏକ ମିଶ୍ରିତ ପରିସ୍ଥିତି।ସାହିତ୍ୟ ପରବର୍ତ୍ତୀ ପିଢ଼ି ପାଇଁ ଏକ ଉତ୍ତମ ଚିଠି।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ପିଲା ବେଳୁ ମାତୃଭାଷା ପଢ଼ାରେ ମୋର ରୁଚି ରହିଛି।ଏବଂ ଓଡ଼ିଆ ସମ୍ମାନ ଶ୍ରେଣୀରେ ପଢ଼ିବା ବେଳେ ମୋତେ ମୋର ପୂଜ୍ୟ ଗୁରୁ ଅଧ୍ୟପାକ ଡ଼.ତପନ କୁମାର ବେହେରା ସାର”ସାମ୍ପ୍ରତିକ ଓଡ଼ିଆ କବିତା”ନାମକ ଏକ ସ୍ୱତନ୍ତ୍ର ପତ୍ର ଉପସ୍ଥାପନ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ।ଏବଂ ସେବେଠାରୁ ମୁଁ କବିତାର ପ୍ରେମ ରେ ପଡି ମତୁଆଲା ହୋଇଛି।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ମୋ ଅଜାଣତରେ ମୋର ଜଣେ ବନ୍ଧୁ ମୋର ମୋର ଏକ ପ୍ରବନ୍ଧ”ଧର୍ମ ଓ ଧ୍ଵସଂ ” କୁ କଟକରେ ପ୍ରକାଶିତ ନିଷ୍କର୍ଷ ପତ୍ରିକା ରେ ପ୍ରକାଶ କରାଇ ଥିଲେ।ପରେ ଜାଣି ମୁଁ ଖୁସି ହେଉଥିଲି।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-କବିତା ମୋତେ ତୃପ୍ତି ଦିଏ।ମୋର ଦୁଃଖ ଲାଘବ କରେ।ମୁଁ କବିତା ଭିତରେ ମୋ ପ୍ରେମିକା କୁ ଖୋଜିପାଏ
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-ମୋର ଜନ୍ମ ଭୂମି ବ୍ୟାସଭୂମି ବାଲେଶ୍ବର ,ଓ ମୋର କୌଳିକ ସଂଜ୍ଞା ସେନାପତି ହୋଇଥିଲା ରୁ ନିଜ ଜନ୍ମମାଟି ପାଇଁ ଗର୍ବ ଅନୁଭବ କରେ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:-ସାହିତ୍ୟ ହିଁ ପ୍ରକୃତ ଔଷଧ ଯାହା ସମାଜ ର ଏକେଲାପଣ ନାମକ ବ୍ୟଧିକୁ ଦୂର କରିପାରିବ।ସମସ୍ତଙ୍କୁ ବିଷାଦ ପଙ୍କରୁ ଉଠାଇ ଶୁଖିଲା ଓଠରେ ଚିନାଏ ହସ ଭରିପାରିବ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ମୋନାଜ ଦାସ
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ମୌଳିକ ଉନ୍ନତି ର ଆବଶ୍ୟକତା ରହିଛି।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-ମୋ ଭାଷା ସାହିତ୍ୟ କୁ ବିଶ୍ୱର ସର୍ଵ ବୃହତ୍ତମ ସମ୍ମାନ ର ଅଧିକାରୀ କରାଇବା।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
-ମୋ ପାଖରେ ମଣିଷ ର ପରିଚୟ”କେବଳ ମଣିଷ”ତେଣୁ ମଣିଷ କୁ ଭଲ ପାଆନ୍ତୁ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:ସୃଜନି ଆକାଶ ରେ ନବସୁଯୋଗ ପ୍ରଦାନ କରିବାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଚିର ବ୍ରତୀ ହୋଇ ରହୁ ଏହା ମୋର କାମନା
3,221 total views, 1 views today
ନୀଳମଣି ମହାବିଦ୍ୟାଳୟ ରୂପସା ର ଆପଣ ଉଜ୍ଜ୍ୱଳ ତାରକା।
ଓଡ଼ିଆ ସାହିତ୍ୟ ତୁମ ଠାରୁ ବହୁତ କିଛି ଆଶା ରଖିଛି ପ୍ରିୟ ମାନସ l ଆଶା କେବେ ନିରାଶ କରିବନି l
Thanks in favor of sharing such a pleasant opinion, post is good,
thats why i have read it entirely
ମତାମତ ପ୍ରଦାନ କରୁଥିବା ସମସ୍ତ ବିଦଗ୍ଧ ପାଠକ ଙ୍କୁ ମୋର ପ୍ରଣାମ
ଆପଣଙ୍କ ର ଲିଖିତ କବିତା ଅଶାନ୍ତ ମନ କୁ ଶାନ୍ତି ଦେବା ସହିତ ମନମୁଗ୍ଧ କରୁଛି।
I could feel your passion and interest in literature from all your thoughts, I hope you will be a huge mahadrum in this land of the creator, surely the flower of good literature will blossom and fill the honey of the Oriya language and literature…….
Thanks my honourable sir….
A motivating discussion is undoubtedly well worth remark. I believe that you should create a lot more on this issue, it is probably not a taboo matter but commonly folks don’t discuss these topics. To the subsequent! Lots of thanks!!
Most beautiful odia writer in balasore
We all appreciate your journey and hard work.We wish you a happy and prosperous life.May god fulfill all your dreams..
Lots of love from us…
Powerful writer of Balasore
May you bloom with success everyday, your luck is always shine
ସାହିତ୍ୟ ପ୍ରତି ତୁମର ମୋହ ଏବଂ ଆଗ୍ରହକୁ ଅନୁଭବ କରି ପାରିଲି ତୁମ ଏ ମନକଥା ସବୁରୁ, ଆଶା ତୁମେ ସର୍ଜନାର ଏ ଭୂମିରେ ବିଶାଳ ମହାଦ୍ରୁମଟିଏ ହୋଇ ନିଶ୍ଚୟ ସୁସାହିତ୍ଯର ପୁଷ୍ପ ଫୁଟାଇ ମହକରେ ଭରି ଚାଲିଥିବ ଓଡ଼ିଆ ଭାଷା ସାହିତ୍ୟର ଉପବନକୁ…. ଶୁଭେଚ୍ଛା
ଆଗେଇ ଚାଲ ଭାଇ ଖୁବ୍ ସୁନ୍ଦର ଚିନ୍ତା ଓ ଭାବନା ନେଇ ତୁମ କବିତା ସୃଷ୍ଟି ବେଶ୍ ଚମତ୍କାର ଶୁଭେଚ୍ଛା ଶୁଭକାମନା
Yes
Nice sir
Jai jagannath
ଏହି ପରି ଆଗୋକୁ ଆଗେଇ ଚାଲ ମୋ ବନ୍ଧୁ ମାନସ
Mr Manas Kumar senapati is a excellent writer
ଓଡ଼ିଆ ସାହିତ୍ୟ ତୁମ ଠାରୁ ବହୁତ କିଛି ଆଶା ରଖିଛି ପ୍ରିୟ ମାନସ l ଆଶା କେବେ ନିରାଶ କରିବନି l
You are good writer and excellent thought
Manas bro is a best poet
Manas brother a great poet
Very nice poet
I love you ✍️is life line is success
“Sundara trupti ra abasada nahi, jete dekhuthile nua dishuthae ” Sehipari aapana au Sahitya sabubele sabubele sundarata Saha bajay rahi, aamo sankruti ku aagoku nei chalantu…Good job Manas
Thanks
Tulasi dui Patra ru base …sehivali tuma Ra lekha…..ATi chamatkar
Manas is good writer and also has good affection towards our odia literature. So brother keep it up
Oh my goodness! Awesome posting dude! Numerous many thanks, Even so I am undergoing problems with your RSS. I don’t realize why I can’t subscribe to it. Is there any one obtaining identical RSS problems? Anybody who appreciates the answer are you able to kindly react? Many thanks!!
Our manas sir is best poet
Powerful writer
ODISHA RA UJJAL ALOKA MANASH KU SENAPATI
Nice songato nice poet
ଆମେ ଗର୍ବିତ ଜେ ଆମେ ଆପଣଙ୍କ ଛତ୍ର ସାୟା ତୋଳେ ପୋଢ଼ୀଚୁ ଓ ଆଗକୁ ବୋଢିଚୁ ମୋରୋ ବିଶ୍ୱାସ ଜେ ଆପଣ ନିଶ୍ଚୟ ବ୍ୟାସୋ ମାଟିର ନାମ କୁ ଉଚ୍ଚ ଓ ଓଡ଼ିଆ ଭାଷା କୁ ବିଶ୍ବ ପ୍ରସିଦ୍ଧ କରିବେ
My vote for manas Bhai
My vote for manas Bhai
Mr manas kumar ama balesora ra gouraba ,my vote for you
Our bro manas is a great poet
We like Ur Teaching Style
And
Wish God Blessed U
Ur Student
_ Gautam Barik
Rupsa, BLS.
We like Ur Teaching Style
And
Wish God Blessed U
Ur Student
_ Gautam Barik
Rupsa, BLS.
We want u as a Writter,Poeter, And A Great Essaier in Yesterday.
Manas is great
You r an excellent writer as well as poet. Keep it up. I wish a bright future ahead. All the best.
O thanks MY best friend
สำหรับเหล่า นักพนัน,นักลงทุน
ทุกท่าน ที่กำลังมองหา สล็อตเว็บตรงเพื่อร่วมสนุกกับ สล็อตออนไลน์จากค่ายดังต่างๆมากมาย ไม่ว่าจะเป็น pgslot , slotxo , jokerslot และค่ายเกมสล็อต ค่ายดังอื่นๆอีกมากมาย สล็อตทุกค่ายในเว็บเดียว มีเกมให้เลือกเล่นมากกว่า 1,000 เกม 1,000 รูปแบบ มี เกมสล็อตแตกหนัก ให้ทุกท่านได้ร่วมสนุกและทำกำไรได้อย่างไร้ขีดจำกัด
มาพร้อมโหมด เล่นสล็อตฟรี ให้ทุกท่านได้สัมผัสถึงบรรยากาศ ของ สล็อตเกม ได้ก่อนวางเดิมพันด้วยเงินจริง เปิดประสบการณ์ใหม่กับการเล่น สล็อตออนไลน์ ที่ไม่เคยได้รับจากที่ไหน ได้ที่เว็บเกมสล็อต ของเรา สล็อตมือถือ,เกมสล็อตมือถือ ที่เปิดให้บริการบนระบบ
Internet,อินเทอร์เน็ต สามารถร่วมสนุกกับ สล็อตออนไลน์ ได้ทุกที่ ทุกเวลา
ตลอด 24 ชม. เกมสล็อตยอดนิยม,เกมสล็อตยอดนิมอันดับ 1,เกมสล็อตยอดนิยม 2021,เกมสล็อตยอดฮิต เปิดให้บริการทุกท่านแล้วตอนนี้ สมัครสมาชิกเว็บสล็อตยอดนิยม,เว็บสล็อตยอดนิยมอันดับ 1,เว็บสล็อต 2021,เว็บสล็อตยอดนิยม 2021
ได้แล้วตอนนี้ ตลอด 24
ชม. พร้อมลุ้นรับสิทธิประโยชน์และPromotion ทั้งสมาชิกเก่าและสมาชิกใหม่ เว็บสล็อตของเรา ยินดีให้บริการทุกท่าน สล็อตเว็บตรงไม่ผ่านเอเย่นต์
ร่วมสนุกกับ เกม XOสล็อต ได้อย่าง สนุกสนาน ไร้ที่สิ้นสุด เป็นเกมสล็อตแตกหนัก2021 และแน่นอนว่า การเลือกเล่น เกมสล็อตออนไลน์ จากเกมslot xo แตกง่าย จะช่วยทำให้ท่านสามารถทำ ผลกำไร ได้อย่างแน่นอน มาพร้อม โปรแกรมโกงสล็อต ที่ช่วยให้ทุกท่าน สามารถทำ กำไร จาก
XOSLOT ได้อย่างง่ายดาย
ยินดีต้อนรับทุกท่าน เข้ามาเป็นส่วนหนึ่งกับครอบครัวของเรา เว็บสล็อต XO
ที่ดี ที่สุด เพื่อร่วมสนุกกับ slot xo ได้ก่อนใคร ตลอดทั้งวัน slot xo
usa viagra 4000 mg
viagra pills price in india
Amazing weblog! I discovered it whilst searching on Yahoo Information. Do you might have any tips on ways to get shown in Yahoo Information? I’ve been hoping for some time but I hardly ever seem to get there! Lots of many thanks