Apr
2021
29
*କି ଖରା ତାତି– ସମ୍ବିତ ଦାଶ*
କି ଖରା ତାତି ବୈଶାଖ ମାସରୁ କି ନିଧଘର ତାତି ଆସିଗଲା ଟାଣ ଖରା, ଖରା ତେଜରେ ତ ତାତି ଯାଏ ପରା ଏ ବାଲି ମାଟି ଧାରା । ଏହି ଖରାଦିନେ ଝାଞ୍ଜି ଖରାବେଳେ ବୁଲିବା ନାହିଁ ବାହାରେ, ସାବଧାନ ହୋଇ ଘରେ ରହିଲେ ଅଂଶୁଘାତ ହୋଇବ ନାହିଁରେ । ପୋଖରୀ ଗାଡିଆ ନଦୀ ନାଳ ଯେତେ