April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅଭୁଲା ସ୍ବପ୍ନ– ସମ୍ବିତ ଦାଶ*

ଅଭୁଲା ସ୍ବପ୍ନ

ଭୁଲି ହୁଏ ନାହିଁ ସେ ଅଭୁଲା ସ୍ବପ୍ନ
ମନେପଡେ ଅନେକ ବାର,
କାହାକୁ କହିବି କାହିଁକି କହିବି
ଦେଖିଥିବା ସ୍ବପ୍ନ ମୋର ।
ଛୋଟ ବେଳେ ମୁଁ ଦେଖୁଥିଲି କେତେ
ସ୍ବପ୍ନ ବଡ଼ ହେବା ପାଇଁ,
କୁଆଡେ ଲିଭି ଗଲା ସେହି ଅଭୁଲା ସ୍ବପ୍ନ
ଈଶ୍ୱର ତୁମେ ମୋର ସାଇଁ ।
ବେଳେ ବେଳେ ଏମିତି ସ୍ବପ୍ନ ଆସିଯାଏ
ଭଙ୍ଗିଯାଏ ପରା ନିଦ,
ସେହି କଥା ଭାବି ବସିଲେ ଧିରେ ଧିରେ
ଲାଗେ ମତେ ଭାରି କାନ୍ଦ ।
ସେହି ଅଭୁଲା ସ୍ବପ୍ନ ଭୁଲିବାକୁ ଚାହିଁଲେ
ବି ଭୁଲି ହୁଅନା,
ସେହି ସ୍ମୃତି ଧିରେ ଧିରେ ଆସି ମୋର
ଅନ୍ତରେ ଝୁରେ ସିନା ।

ସେ ଅଭୁଲା ସ୍ବପ୍ନ କେତେ ଦୁଃଖ ଦେଇଛି
କେତେ ସୁଖ ଦେଇଛି,
ନିରାଶା ମନରେ ବି ମୋର କେତେ
ଆଶା ସଂଚାରିଛି ।

ସମ୍ବିତ ଦାଶ,ପଲ୍ଲୀକଣ୍ଟା,ଏରସମା, ଜଗତସିଂହପୁର

Loading

27 thoughts on “*ଅଭୁଲା ସ୍ବପ୍ନ– ସମ୍ବିତ ଦାଶ*

  1. An intriguing discussion is definitely worth comment. I do think that you should write more about this subject, it might not be a taboo matter but typically people don’t discuss these issues. To the next! Kind regards!!

  2. A motivating discussion is definitely worth comment. I do believe that you need to publish more about this subject matter, it may not be a taboo matter but generally folks don’t speak about such issues. To the next! Cheers!!

  3. It’s really a nice and helpful piece of information. I am happy that you just shared this useful information with us. Please stay us up to date like this. Thank you for sharing.

  4. very best job cipro medication for uti ** Croatia aims to sell up to a 49 percent stake in troublednational flag carrier Croatia Airlines and will testinvestor appetite with a preliminary tender by mid-October, thetransport ministry said.

  5. Awsome post and right to the point. I am not sure if this is really the best place to ask but do you people have any ideea where to hire some professional writers? Thanks in advance

Leave a Reply

Your email address will not be published. Required fields are marked *