Aug
2023
16
*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଲକ୍ଷ୍ମୀ ବେହେରା*
କ ବିଭାଗ ହାସ୍ୟାସ୍ପଦ ××××××××××× କବିସୂର୍ଯ୍ୟ ବଳଦେବ ରଥ ଜଣେ ଉଚ୍ଚ କୋଟୀର କବି। ସେ ଗଞ୍ଜାମ ଜିଲ୍ଲାର ବଡଖେମୁଣ୍ଡି ଅଞ୍ଚଳ ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଆଠଗଡ଼ ଓଡ଼ିଶା ରେ ଇହଧାମ ତ୍ୟାଗ କରିଥିଲେ। ତାଙ୍କର ସୃଷ୍ଟି ମାନଙ୍କ ମଧ୍ୟରେ, କିଶୋରଚନ୍ଦ୍ରାନନ୍ଦଚମ୍ପୁ, ରତ୍ନାକରଚମ୍ପୁ, ଆଦି ପ୍ରଧାନ।ତାଙ୍କ ରଚନା ଗୁଡ଼ିକ ବେଶ ପ୍ରେରଣାଦାୟୀ ଏବଂ ଶ୍ରୁତି ମଧୁର।