💐💐ତୁମେ💐💐
ଆଖି ପାଳକରେ ତୁମେ
ହୃଦ ସ୍ପନ୍ଦନରେ ତୁମେ
ଆଖି ବୁଝିଲେବି ତୁମେ
ଆଖି ଖୋଲିଲେ ବି ତୁମେ।
ସ୍ୱପ୍ନରେ ତ ତୁମେ
ଚେତନାରେ ତୁମେ
ଦୁଃଖରେ ତ ତୁମେ
ସୁଖରେ ବି ତୁମେ।
ସଞ୍ଜ ଅରାତିରେ ତୁମେ
ସକାଳ ଧୂପରେ ତା ତୁମେ।
ଅନ୍ତରରେ ତୁମେ
ବାହାରେ ବି ତୁମେ
ସମ୍ମୁଖରେ ତୁମେ
ପଶ୍ଚାତରେ ତୁମେ ।
ଉର୍ଦ୍ଧ୍ବ ରେ ତ ତୁମେ
ପତାଳରେ ତୁମେ
ମନରେ ବି ତୁମେ
ଧ୍ୟାନରେ ତ ତୁମେ।
ଆଶାରେ ତ ତୁମେ
ନିରାଶା ବି ତୁମେ
ନିଶାରେ ବି ତୁମେ
ପେଶାରେ ବି ତୁମେ ।
ମଇତ୍ର ବି ତୁମେ
ଶତ୍ରୁହ୍ନି ତ ତୁମେ
ସୃଷ୍ଟି କର୍ତ୍ତା ତୁମେ
ଶଂହାରୁଛ ତୁମେ।
ନୟନେ ମୋ ଯାହା ଦିଶେ
ସେହି ରୂପ ତୁମେ
କରି କରାଉ ଅଛତୁମେ
ତୁମ ବିନା ଆଉ କିଛି ନୁହେଁ।
ମୋ ଭବନରେ ତୁମେ
କର୍ମରେ ବି ତୁମେ।
ଧର୍ମରେ ବି ତୁମେ
ଜୀବନର ଚଳପଥେ
ତୁମେ ହିଁ ତା ତୁମେ ।
ପ୍ରୀତିରେଖା ପରିଡ଼ା
ଜରଡା,ଅନୁଗୁଳ