Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା
Read More
ନିଷିଦ୍ଧାଜ୍ଞା କ’ଣ ଭୁଲ ଶୁଣିଥିଲି ଯେ, ଧନଧାନ୍ୟରେ ଭରା ଏଠି କିଛି ବି ଦୁଷ୍ପ୍ରାପ୍ୟ ନୁହେଁ କିଛି ଦୁର୍ଗମ ନୁହେଁ ଅପହଞ୍ଚ ନୁହେଁ କେଉଁ ପ୍ରେମ! ଯୁଆଡେ ଗଲେ ,କେହି ନା କେହି ସାଉଁଳେଇ ଦିଏ ପିଠି ଯୁଆଡେ ଚାହିଁଲେ , ହସୁଥିବା ଓଠ ମାନେ ଚାହୁଁ ଥାନ୍ତି ସରାଗରେ, କୋଳେଇ ନିଅନ୍ତି,କୁଣ୍ଢେଇ ପକାନ୍ତି, ଦୁଃଖ ସୁଖକୁ,ଲୁହ
Read More
ଅପାରଗ ©ବିନୟ କୁମାର ମହାନ୍ତି ଅନେକ ଅପବାଦର ଅର୍ଗଳି ଅନ୍ଧାରର ଅନ୍ଧ ଗଳିରେ ତୋର ଅସହାୟ ଲୁହ ମାନେ ନଈ ହୋଇ ବୋହି ଗଲେଣି। ଏ ଲୁହ ମାନେ ବି ଅନାଥ ଅରକ୍ଷିତ ଓ ଅସମ୍ଭବ ସ୍ଵାଭିମାନୀ , ବୋହିଗଲା ବେଳେ କାହାର ସାହାରା ଲୋଡନ୍ତିନି, ଜାଗା ଅଜାଗା ବେଳ ଅବେଳ ନ ଥାଏ, ଟିକିଏ ଆହାଃରେ ଲୋଟିପଡନ୍ତି
Read More
ଫୁ ©ବିନୟ କୁମାର ମହାନ୍ତି। ଆବାହନ,ସଂସ୍ଥାପନ,ବିସର୍ଜନ ପୁନଶ୍ଚ ଆବାହନ ଏକଇ ସର୍ଜନ , ଯିବା ଆସିବାର ଏକଇ ଦ୍ବାର । ଦ୍ବାର ହିଁ ଜାଣେ ସେ ଆଲୁଅ କୁ କି ଅନ୍ଧାରକୁ। ଆକାଶ ମୁହାଁ ଅଜାମ୍ବର ଗାଈଗୋଠ ଅଡେଇ ଦେଇ ପାଟକୁ ବରଗଛ ମୂଳେ ଲୁହ ଢାଳେ, ଆକାଶକୁ ପଚାରେ ପ୍ରଶ୍ନ ପାଏନା ଉତ୍ତର। ବିତି ଯାଏ ଦିନ,
Read More
ସେଇ ଦିନମାନେ ମୁଁ ଝୁରି ହୁଏ ସେଇ ଦିନ ମାନଙ୍କୁ,ଯେବେ ବଉଳିବା ଦେଖିଲେ ଆମ୍ବଗଛ, ମିଠା ଆମ୍ବର ଅଭୁଲା ସୁଆଦରେ ଲାଳେଇ ଯାଉ ଥିଲା ପାଟି। ଏ ଅଦିନ କୁହୁଡି ମାନଙ୍କୁ ଆଉ ଭରସା କରି ହେଉନି, ଅଳ୍ପାୟୁ ପ୍ରେମମାନଙ୍କ ଅନ୍ତ୍ୟେଷ୍ଠି ଦେଖି ଦେଖି , କେଉଁ ଦେହରେ ଦେହ ବାଜିଲେ ଆଉ ଶିହରଣ ଆସୁନି ସ୍ନାୟୁରେ। ଆଖିରୁ
Read More
ସ୍ବର୍ଗ ଫୁଲ କୁଣ୍ଡରେ ,କାନନରେ , ରାସ୍ତା କଡ଼ରେ, ନଈ କୂଳରେ ବି ଫୁଟେ ଫୁଲ ବାସ ଚହଟେ, ଭଅଁର ଚୁମେ। ଏସବୁ ଚିରାଚରିତ ପ୍ରେମର ଦର୍ଶନ ନ ଜାଣେ କିଏ ନର ହେଉ କି କିନ୍ନର! ତୁ କିନ୍ତୁ ଏଥିରେ ତୁଷ୍ଟ ନୁହଁ ଉଚ୍ଚାକାଙ୍କ୍ଷୀ। ସେଇ ସେଇ ଫୁଲ ସେଇ ଭଅଁର, ସେଇ ଆଦିମ ଝାଳଗନ୍ଧରେ ଅତିଷ୍ଠ
Read More
କା ବିଦ୍ୟା! କାନ୍ଦକୁ କରୁଣାରେ ଲୁହକୁ ଲାସ୍ୟମୟୀର ସୁନା ହସରେ ବନ୍ଧନକୁ ମୋକ୍ଷର ମେଘମାଳାରେ ବଦଳାଇ ଦିଏ। ରେଗିସ୍ଥାନରେ ଫୁଟାଏ ପାରିଜାତ ଇର୍ଷାକୁ ଶିଖାଏ ପ୍ରେମର ପରମାର୍ଥ ଗୋଟିକ ପରେ ଗୋଟେ ଦୁଆର ଖୋଲି ଖୋଲି ଠିଆ କରେଇ ଦିଏ ସୁଡ଼ଙ୍ଗ ଶେଷରେ ଯୋଉଠୁ ଆଲୁଅ କି ଅନ୍ଧାର କିଛି ଜମା ଜଣାପଡେ ନାହି। ମାର୍ଗ ହିଁ ମଲା
Read More
ଦଣ୍ଡକ ଦଣ୍ଡକର ଦେଖା ଚାହାଁ, ଅଧକ ଗଲା କନ୍ଦା କଟା ଲଢା ଲଢିରେ। ପାଟିରୁ ପଦକ ପ୍ରେମ ବାହାରିଛି କି ନା ବାଜି ଗଲାଣି ଘଣ୍ଟି। ଫୁଲ ବଗିଚା,ନଈ କୂଳ ପୂର୍ବପୁରୁଷଙ୍କ ପୂଜାଘର ଆଡ଼େ ତ ଯାଇ ହେଇନି ଏଯାଏଁ। ବାଡି ପଟର ଅରମା ଭିତରେ କାହିଁ ଯେ କେତେ ଜନ୍ତୁ ଜୁନ୍ତା ଭଙ୍ଗା କାଠ ବାକ୍ସରେ ବାପାଙ୍କ
Read More
ଅର୍ଥବୋଧ ଆମର ଏ ଆଳାପ ମୁହଁ ଚୁହାଁ ଚୁହିଁ ଭଲମନ୍ଦ ପଚାରିବା ଚୁମ୍ବନ ଆଲିଙ୍ଗନ ଅନେକ ଅର୍ଥ ରଖେ। ଧନାଗମ ତୃଷ୍ଣା ପଛରେ ଅନିୟନ୍ତ୍ରିତ ଧାଁ ଦଉଡ ତ କେବେ ଶେଷ ହେବ ନାହିଁ, ମାଂସ ହାଟର ଧସ୍ତାଧସ୍ତି କୋଳାହଳ କଥା କଟାକଟି ବି। ସୁଖର ମୁଲଚାଲ କରିବାରେ ଆମର ଅଭିଜ୍ଞ ପଣ ଦେଖେଇବାରେ ଆମେ କେହି କାହାକୁ
Read More
କିଛିକ୍ଷଣ ©ବିନୟ କୁମାର ମହାନ୍ତି ତିମିର, ତୃଷ୍ଣା,ତିତିକ୍ଷା ଓ ତପଶ୍ଚରଣ ପ୍ରେମ, ପ୍ରାର୍ଥନା,ପ୍ରତ୍ୟୟ ଓ ପ୍ରତାରଣା ଗୋଟିଏ ବଗିଚାର ଫୁଲ। ଏକାପରି ମଉଳା ପାଖୁଡ଼ା ମାନେ ମୁହଁ ମାଡି ପଡିଥାନ୍ତି ମାଟିରେ ସକାଳକୁ। କେବେ ଆମ ମାତାଲ୍ ହାତ ପିଲାଦିନର ପଳାସ ବଣରେ କୁଣ୍ଢେଇ ପକେଇ ଥିଲା କେଉଁ ଅଶରୀରୀର ଦେହ, ପାପାଗ୍ନିରେ ଜଳନ୍ତା ଅଙ୍ଗାରକୁ ମୁଠେଇ ପକେଇଥିଲା
Read More
ଆଉ କେବେ ©ବିନୟ କୁମାର ମହାନ୍ତି ଏ ଆର୍ତ୍ତସ୍ବର ଏମିତି ପବନରେ ମିଳେଇ ଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗୋଟିକ ପରେ ଗୋଟିଏ ପୃଷ୍ଠା ପ୍ରେମ ଗପର ବିବଶ ହେଲାପରେ ଆକାଶର ରଙ୍ଗ ତଥାପି ନୀଳ ହୋଇ ଥିବ ଏମିତି ଭାବିବା ବି ଭ୍ରାନ୍ତି। ଆଗେ ଆଗେ ତୁ ତୋ ପଛରେ ମୁଁ କେବେ ମୋ ପଛେ
Read More
ଆମ ପିଲାମାନେ ଅକଳ୍ପନୀୟ,ଅକଥନୀୟ ଅନୁପମ ତାଙ୍କ ପୃଥିବୀ, ତାଙ୍କ ସ୍ବପ୍ନର ଦିଗନ୍ତ ଲାଗିଯାଏ ନାହିଁ କେଉଁଠି ମାଟି ଧାରରେ। ଆମେ ଯେଉଁ ମାନେ ଦେଖିନୁ ସେମାନଙ୍କର ଦୁନିଆର ଦ୍ରାଘିମା, କଥା କଥାକେ ବାନ୍ଧି ପକାଉ ଉଡ୍ଡାଣଖୋର ଡେଣା, ଆମେ ଶିଖି ନଥିବା ପ୍ରେମ ତାଙ୍କୁ ଶିଖାଇବା ନାଁରେ। ଅଧମ ବାଳକ ପାଇ ପାରେ ନାହିଁ ଶୁଭ ବୁଦ୍ଧି ,ଦିବ୍ୟଜ୍ଞାନ
Read More
*କଳ୍ପନା ଫେରେ* ବିନୟ କୁମାର ମହାନ୍ତି କଳ୍ପନା ଓହ୍ଲାଏ କବିତାର ରଙ୍ଗୀନ ରଙ୍ଗ ମଞ୍ଚରୁ ସତ ସତିକା ଅନ୍ଧାରକୁ, ଯେଉଁଠି ଛାଟି ପିଟି ହେଉଥାଏ ଆହତ ଅସ୍ତିତ୍ବ ଗୋଟିଏ ଆଜୀବନ କଏଦୀର ମୁକ୍ତିର ନିରର୍ଥ ସ୍ବପ୍ନ ପରି। ଶବ୍ଦ ମାନଙ୍କର ସୁସଜ୍ଜିତ ଡେଣାରେ ବସି ଆମେ ବୁଲିଛେ କେତେ କେତେ ଅଗ୍ନାଗ୍ନି ଅରଣ୍ୟ କେତେ ନୀଳନକ୍ଷତ୍ରର ସନ୍ଧାନରେ ଯୋଖିଛେ
Read More