ନାରୀ — ଅନିତା ବିଶ୍ୱାଳ
🌸🌷ନାରୀ 🌷🌸 ✍️”ନାରୀ ଶବ୍ଦ ଟି କ୍ଷୁଦ୍ର ମନେ ହୁଏ । କିନ୍ତୁ ନାରୀ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ।ଜଣେ ନାରୀ ଯେ ଦୃଵଳା ତାହା ଭାବିବା ସମ୍ପର୍ଣ୍ଣ ଭୂଲ୍ । ଆଜି ର ସମାଜରେ ପୁରୁଷ ଙ୍କ ପରି ନାରୀ ମଧ୍ୟ ସବଳା ସବୁ କାମ ନାରୀ ମଧ୍ୟ କରିପାରେ ।ନାରୀ ସମୟ କ୍ରମେ ପରିବର୍ତ୍ତନ
🌸🌷ନାରୀ 🌷🌸 ✍️”ନାରୀ ଶବ୍ଦ ଟି କ୍ଷୁଦ୍ର ମନେ ହୁଏ । କିନ୍ତୁ ନାରୀ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ।ଜଣେ ନାରୀ ଯେ ଦୃଵଳା ତାହା ଭାବିବା ସମ୍ପର୍ଣ୍ଣ ଭୂଲ୍ । ଆଜି ର ସମାଜରେ ପୁରୁଷ ଙ୍କ ପରି ନାରୀ ମଧ୍ୟ ସବଳା ସବୁ କାମ ନାରୀ ମଧ୍ୟ କରିପାରେ ।ନାରୀ ସମୟ କ୍ରମେ ପରିବର୍ତ୍ତନ
ଜନନୀ ( ଛନ୍ଦ – ଚୋଖି ) — ✍️ ଶ୍ରୀମତୀ ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ ) ଦଶ ମାସ ଦଶ ଦିନ ଗର୍ଭରେ ଦେଲା ସେ ସ୍ଥାନ ପ୍ରସବ ବେଦନା ହସି ସହିଲା ସିଏ । ପ୍ରଥମ କ୍ରନ୍ଦନ ଶୁଣି ନିଜେ ଭାଗ୍ୟବତୀ ମଣି ଜନନୀ ବେଶରେ ସିଏ ହୁଏ ସଜେଇ । ହାତର
ଶ୍ରୀ ଗୁରୁ ବନଲତା ଜାଲି ଗୁରୁ ପୂଜ୍ୟଦେବ ଘନିଷ୍ଠ ବାନ୍ଧବ ଶ୍ରେଷ୍ଠ ପଥପ୍ରଦର୍ଶକ ଜ୍ଞାନ ନେତ୍ର ଖୋଲି ଅଜ୍ଞାନ ଦୁରେଇ ଦେଖନ୍ତି ଦିବ୍ୟ ଆଲୋକ ll ଗୁରୁ ବିନା ଶିକ୍ଷା ହୁଏନି ପୂରଣ ସେତ ସାଧନାର ଉତ୍ସ ମନେଭରି ଶକ୍ତି ଆଗକୁ ବଢାନ୍ତି ରଖନ୍ତି ଆତ୍ମାକୁ ସ୍ୱଚ୍ଛ ll ଜ୍ଞାନଗନ୍ତାଘର ସଂସ୍କାର ଭଣ୍ଡାର ପ୍ରେରଣାର ସେ ସମ୍ଭାର ଆଦର୍ଶ
*ମୁଁ ଏକ ନାଉରୀ* *ବାସନ୍ତୀ ଲତା ଜେନା* ଏହି ଭବ ସିନ୍ଧୁ ଅଥଳ ସାଗର ଜୀବନ ନାଆଟି ମୋର ବିଭୁ ପାଦ ତଳେ ପ୍ରଣତି ଜଣାଇ କାତ ବାହେ ନିରନ୍ତର l୧ଲ ସକାଳରୁ ସଞ୍ଜ ନାଆ ବାହି ନିଏ ପରିବାର ଭୋକ ପାଇଁ ଭଲ ମନ୍ଦ ସବୁ ତୋତେ
ବିଶ୍ୱ ପ୍ରେମ ———–… ଚୁମ୍କି ଦାଶ (ମିଶ୍ର ) ଏ ଦେଶ ଏ ମାଟି ଏ ବିଶ୍ୱ ସଭିଏଁ ତ ଆପଣାର, ଜାତି ଧର୍ମ ବର୍ଣ୍ଣ ଭୁଲି ଯାଇ ଆମେ ଗୁଣକୁ କରିବା ଆଦର | ସ୍ନେହ ପ୍ରେମ ଶାନ୍ତି ଶ୍ରେଷ୍ଠ ଉପହାର ମଣିଷ ମଣିଷଙ୍କର, କଟୁକ୍ତି ବଚନେ ନୁହଇଁ କେ ବସ ଅସ୍ତ୍ରଶସ୍ତ୍ର ନୁହେଁ ସାର ||
………. କିଏ ତୁମେ ???…….. # ଶରତ ଚନ୍ଦ୍ର ପଣ୍ଡା ଶରୀର ନ ଥିଲା ତୁମେ ଥିଲ ବନ୍ଧୁ ଆତ୍ମା ଅବିନାଶୀ ମନେରଖ ଦେହ ଚାଲିଯିବ ତୁମେତ ରହିବ କିଏ ତୁମେ ଥରେ ଭାବିଦେଖ | ତୁମେ ଶାଶ୍ୱତ ଅଜର ଅମର ମୃତ୍ଯୁ ତୁମର ହୁଏ ନାହିଁ ଦୁଃଖିତ
, ଜାଣିଛକି ପିଲେ ! #ବିଶ୍ୱେଶ୍ୱର ମାଝୀ ଜାଣିଛକି ପିଲେ ଦେବଭୂମି ବୋଲି ପରିଚିତ ଆମ ଦେଶ ଜାଣିଛକି ପିଲେ ଗୋ ଗଂଗା ଗାୟତ୍ରୀ ମାଆ ସମ ଆମ ଦେଶ !! ଜାଣିଛକି ପିଲେ ଦେଶ ମାତୃଭୂମି କେବଳ ଆମରି ଦେଶେ ଜାଣିଛକି ପିଲେ ନାରୀ ବନ୍ଦନୀୟା କେବଳ ଆମରି ଦେଶେ !! ଜାଣିଛକି ପିଲେ ନଦୀ ପରବତ
*ଭୋକ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ଭୋକ ନୁହେଁ ଅପରିଚିତ ଶବ୍ଦଟିଏ ଯାହାକୁ ଖୋଜିବାକୁ ହେବ କେଉଁ ଏକ ଅଜଣା ଅଭିଧାନରୁ; ଭୋକ ତ ଶବ୍ଦଟିଏ ମାତ୍ର ବୁଝିବାକୁ ଲୋଡା ଯା’ରେ ହୃଦୟାନୁଭବ ଛୋଟ ଏକ ମନରୁ । ଭୋକ ହିଁ କେବଳ ଭୋକ ; ହେଲେ ଭୋକିଲା ଅନେକ କିଏ ପେଟ ଚାଖଣ୍ଡକ ପାଇଁ କିଏ କାମନା ବାସନାକୁ
{ଲକ୍ଷ୍ମୀବାର୍ ଗୁରୁବାର୍ } ****************** ନମସ୍ତେ ମାଁ ମହାଲକ୍ଷ୍ମୀ ବିଷ୍ନୁଙ୍କ ଘରଣୀ ନମସ୍ତେ ଗୋ ମହାମାୟୀ ସାଗର ଦୁଲଣୀ ॥ ନମସ୍ତେସ୍ତୁ ଅର୍ଣ୍ନଦାତ୍ରୀ ତୁ ଲକ୍ଷ୍ମୀ ଠାକୁରାଣୀ ତୁହିଁ ଅର୍ଣ୍ନପୁର୍ଣ୍ନା ମାଁଗୋ ଅଟୁ ପଡିଦାତ୍ରୀ ॥ ତୋରଦୟା ହେଲେ ମାଁତ ଅର୍ଣ୍ନଯେ ମିଲଇ ମାର୍ଗଶିର ମାଁସରେ ମାଁ ତୋ ବାର ପଡଇ ॥ ପ୍ରତିଗୁରୁବାର ଦିନଗୋ ତୋ ପୁଜା
–ଜନନୀ ମୋ ଜନ୍ମଭୂମି ************************* ଜନ୍ମ ଭୂମିଁ ମୋ ଭାରତ ମାଟିତୁଁ ସରଗ ପୁର ଯେ ତୁହିଁ ତୋ ପରି କେହି ନାହିଁଏ ଜଗତେ ହେବ କିଏ ତୋର ସରି ॥ ଶ୍ୟାମ ବର୍ଣେ ଯେ ପାଟ ପରିଧାନେ ବିରାଜିତ ତୋର ଦେହୀ ଜାତୀୟ ସଙ୍ଗୀତ ଜନ ଗଣ ମନ ତରଙ୍ଗେ ସମୂଦ୍ର ଭାଶୀ ଗଙ୍ଗାଁ ଯମୁଁନା ଗୋଦାବରୀ
ଠକି ଦେଲୁ ********* ଭଲ୍ ପାଏଲୁ ଭୁଲିକାଏଁ ଗଲୁ କାଏଁଦୋଶ୍ କଲି ସଜନୀ କାହାର୍ ଫାନ୍ଦେ ପଡି ଠକିଦେଲୁ କିଛି ବୁଝି ନାଇଁ ପାର୍ ଲି ।।୧ ଠକି ଦେଇ ଆଏଜ୍ ଗଲୁ ପଲେଇ ଅଧାବାଟେ ଦେଲୁ ଛାଡି ପିର୍ତି ନିଶାନ୍ ରସେଦଇ ମତେ ଠକିଦେଲୁ ସୁନାଗୁରୀ ।।୨ ଖଟୁଉଠୁଲେ ଦେଖୁଥିଲି ସଜନୀ ଚକାମୁହୁଁ ତୋର୍ ଚେହେରା ଏଭେମୁଇଁ
WEAR YOUR SMILE Come let us laugh throw some jokes With anger you put your immune system to danger No pain for the gain of smiles unlike dollars A visible happiness is the upward curve of your lips Keep laughing like a
*ପବିତ୍ର ହୃଦୟ* ଉଡିଯିବ ଦିନେ ଜୀବନ ବିହଙ୍ଗ ଛାଡି ଅଭିଳାଷ ବସା ଡୁବିଯିବ ନିଶ୍ଚେ ଆୟୁଷ ନଉକା ତେଜି ମାୟାଘାଟ ନିଶା। ହଟିବ କାୟାରୁ ରୂପର ବର୍ଣ୍ଣାଳୀ ଆଇନା ଲାଗିବ ବିଷ ପଡିଯିବ ପାଟି ପାରିବିନି ଖୁଣ୍ଟି ଦିଶିବନି ଶବ୍ଦକୋଷ । ହୀରା ନୀଳା ଅବା ମୋତି ମାଣିକ୍ୟର ଲୋଭ ବି ଲାଗିବ ମନ୍ଦ ନୀରବଦ୍ରଷ୍ଟା ହେ ନିର୍ବିକାର
ବୁଝିଯା ରେ ମନ…… —————————- ✍️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ ) ବହୁଛି ଉତ୍ତରା ବାଆ ମଙ୍ଗ ସଲଖି କି ଧରିଥା ରେ ମନ ଜୀବନ ପୁରୁଣା ନାଆ । ଅଧିର ହେଉଛୁ ତୁହି ଦୁଃଖରେ କାହିଁକି ଲୁହ ଝରାଉଛୁ ନାଆ ରଖି ମଝି ନଈ । ଦୁଃଖ ଢେଉରେ ଡରୁଛୁ ତାହା ଦିନେ ଟଳି ଯିବ ଧୀରେ
ମୃତ୍ୟୁ ମହାତୀର୍ଥ ଜୀବନ ଯେଉଁଠି ପ୍ରତାରଣା କରେ ମୃତ୍ୟୁ ସେଇଠି ପ୍ରେମିକା ଶବ୍ଦହୀନ ସେଇ ଶାନ୍ତିର ଶଯ୍ୟାରେ ଦେଖ କରିଛି ଅପେକ୍ଷା ନାହିଁ ସେଠି ମରୀଚିକା ଯନ୍ତ୍ରଣା ଯାତନା କୁଟିଳ କଳ୍ପନା ସବୁର ସେ ଯବନିକା…. ଜୀବନ ଯେଉଁଠି ଅନୁତପ୍ତ ଅଗ୍ନି ମୃତ୍ୟୁ ସେଇଠି ସୁନ୍ଦର ନିଃସ୍ଵାର୍ଥପର ସେ ନିର୍ବାଚିତ ନେତା ନାହିଁ ପାଖ ନାହିଁ
“ପ୍ରାର୍ଥନା” ———— ଜଗତର ସ୍ୱାମୀ ଆହେ ଅନ୍ତର୍ଯ୍ୟାମୀ ବିଶ୍ୱକର୍ତ୍ତା ଜଗନ୍ନାଥ, ତୁମେ କୃଷ୍ଣ ହରି ନୀଳାଚଳ ବିହାରୀ ଅଗତିର ଗତିପଥ । ପ୍ରଭୁ ତୁମଦାଣ୍ଡ ଅଟେ ବଡଦାଣ୍ଡ ଶ୍ରୀକ୍ଷେତ୍ର ଯେ ଶଙ୍ଖକ୍ଷେତ୍ର, ପତିତପାବନ ଦିଅଇ ଆହ୍ୱାନ ସଭିଙ୍କୁ କରଇ ମିତ୍ର । ଆନନ୍ଦ ବଜାର ସ୍ୱାଦ ଅବଢ଼ାର ଅଭୁଲା ସିଂହଦୁଆର , ବାଇଶି ପାହାଚ ଦେବଦାସୀ ନାଚ ଡାକୁଥାଏ
*ଲେଖେ ମୁଁ ଅଳପ* ———————— ଲେଖେ ମୁଁ ଅଳପ ଭାବୁଥାଏ ବେଶୀ, ରବି ହଜି ଯେବେ ଆସିଯାଏ ଶଶୀ।। ଲେଖିବି ଲେଖିବି ଭାବିବା ବେଳକୁ କାମ କିଛି ଗୋଟେ ଆସିଯାଏ ଭାସି, ସବୁ କିଛି ସାରି ଆସିବା ବେଳକୁ ଅବୁଝା ସମୟ ପରା ଯାଏ ରୁଷି।। ସମୟ ସୁଅରେ ଜୀବନ ଡଙ୍ଗାରେ, ପ୍ରାଣ ପକ୍ଷୀ ଧୀରେ
ଏ ବ୍ୟବଧାନ …..!!! କେଉଁ ମାପକରେ ମାପିବି ଜନ୍ମରୁ ତମାମ ଜୀବନକୁ ପ୍ରଶ୍ୱାସରୁ ନିଃଶ୍ୱାସକୁ ପ୍ରୀତିରୁ ପ୍ରତାରଣାକୁ ବନ୍ଧନରୁ ବିଚ୍ଛେଦକୁ ଅପେକ୍ଷାରୁ ଉପେକ୍ଷାକୁ ବିଶ୍ୱାସରୁ ବିବଶତାକୁ ଆତ୍ମୀୟତାରୁ ଅଜଣା ଅଚିହ୍ନାକୁ ଗହଳିରୁ ଗଭୀର ଏକ୍ଲାପଣକୁ କେମିତି ମାପିବି ମୁଁ ପ୍ରଲମ୍ବିତ ଏଇ ବ୍ୟବଧାନକୁ…… ସମ୍ପର୍କ ରୁ ସ୍ମୃତି ଆଉ ସେଇ ସ୍ମୃତିର ହୋମରେ ନିଜକୁ ଆହୂତି ଦେବାପରେ ବ୍ୟବଧାନର