Dec
2020
5
ଜନନୀ ମୋ ଜନ୍ମଭୂମି –ସରୋଜ କୁମାର ଆଚାର୍ଯ
–ଜନନୀ ମୋ ଜନ୍ମଭୂମି ************************* ଜନ୍ମ ଭୂମିଁ ମୋ ଭାରତ ମାଟିତୁଁ ସରଗ ପୁର ଯେ ତୁହିଁ ତୋ ପରି କେହି ନାହିଁଏ ଜଗତେ ହେବ କିଏ ତୋର ସରି ॥ ଶ୍ୟାମ ବର୍ଣେ ଯେ ପାଟ ପରିଧାନେ ବିରାଜିତ ତୋର ଦେହୀ ଜାତୀୟ ସଙ୍ଗୀତ ଜନ ଗଣ ମନ ତରଙ୍ଗେ ସମୂଦ୍ର ଭାଶୀ ଗଙ୍ଗାଁ ଯମୁଁନା ଗୋଦାବରୀ