–ଜନନୀ ମୋ ଜନ୍ମଭୂମି
*************************
ଜନ୍ମ ଭୂମିଁ ମୋ ଭାରତ ମାଟିତୁଁ
ସରଗ ପୁର ଯେ ତୁହିଁ
ତୋ ପରି କେହି ନାହିଁଏ ଜଗତେ
ହେବ କିଏ ତୋର ସରି ॥
ଶ୍ୟାମ ବର୍ଣେ ଯେ ପାଟ ପରିଧାନେ
ବିରାଜିତ ତୋର ଦେହୀ
ଜାତୀୟ ସଙ୍ଗୀତ ଜନ ଗଣ ମନ
ତରଙ୍ଗେ ସମୂଦ୍ର ଭାଶୀ
ଗଙ୍ଗାଁ ଯମୁଁନା ଗୋଦାବରୀ ଆଦୀ
ପୂର୍ଣ୳ ତୀର୍ଥ ନଦୀ ଯହିଁ
ଭାରତ ମାଁର ପାଦ ଧୋଇ ଦେଇ
ନିତ୳ ଶେ ଯାଉଛି ବହି
ସେଇ ମାଟିରେ ମୁଁ ଜନମ ଲଭି
କେଡେ ଭାଗ୳ବାନ ମୁହିଁ
କେତେଯେ ତୀର୍ଥ ତୋଦେହେ ନିର୍ମିତ
ରହିଛନ୍ତି ତୋ ବକ୍ଷରେ
ତ୍ରିରଙ୍ଗା ପତାକା ଲହରି ଉଠେ
ଏହି ପୂର୍ଣ୳ ଭୁମି ତଲେ
ଏ ସାରା ଜଗତେ ତୋପରି କିଏ
ହୋଇକେ ପାରିବ କହ
ତୋକୋଳେଜନମି ମୁଁ ଗୋ ଜନନି
ରଖିବି ତୋହରି ଟେକ
ବୀର ପୁତ୍ର ଙ୍କଁ ଜୀବନ କାହାଣୀ
ରହିଅଛି ବିଦ୳ମାନ
ତୋ ମାନସମ୍ମାନ ତୋ ସ୍ବାଭିମାନ
ପକାଇ ଦେବୁନିଁ ତଳେ
ହିମାଳୟ ଜା ମୁଁକୁଟ ସ୍ବରୁପେ
ପିନ୍ଧିଣ ବୋହିଛ ଶିରେ
ସେହି ଭାରା ବୋହି ପୃଥିବୀ ପୃଷ୍ଟେ
ଅଛୁଗୋ ଜନନି ସ୍ଥିରେ
ଏ ତୋ ମାଟିରେ କେତେ ସୁରନର
ହେଉଛନ୍ତି ଆତଜାତ
କାହାକୁ କେବେ ବାଧାତୁ ଦେଇନୁଁ
ସହିବା ଶକ୍ତି ବିଖ୍ୟାତ
ଜେତେଯେ ବର୍ଣିଲେ ତୋ ଗୁଣଗାଥା
ତୋ ସ୍ନେହେଅଛି ମୁଁ ବନ୍ଧା
ଭୁଲି ହେବନି କି ଛାଡି ହେବନି
ଏହାହିଁ ଅନ୍ତିମଁ ଇଚ୍ଛା
ମୋ ପ୍ରିୟ ଜନନୀ ତୁ ଜନ୍ମଭୂମିଁ
ଜୀବନଯାଉ ତୋ କୋଳେ।
[ସରୋଜ କୁମାର ଆଚାର୍ଯ୳ ,]
(ବୁରୋମାଲ,ବିଜେପୁର,ବରଗଡ )
ମୋ-ନ-୮୦୧୮୬୪୭୦୪୫