April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଭୋକ — ନୀହାରିକା ପଣ୍ଡା

*ଭୋକ*

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ଭୋକ ନୁହେଁ ଅପରିଚିତ ଶବ୍ଦଟିଏ
ଯାହାକୁ ଖୋଜିବାକୁ ହେବ
କେଉଁ ଏକ ଅଜଣା ଅଭିଧାନରୁ;
ଭୋକ ତ ଶବ୍ଦଟିଏ ମାତ୍ର
ବୁଝିବାକୁ ଲୋଡା ଯା’ରେ
ହୃଦୟାନୁଭବ ଛୋଟ ଏକ ମନରୁ ।
ଭୋକ ହିଁ କେବଳ ଭୋକ ;
ହେଲେ ଭୋକିଲା ଅନେକ
କିଏ ପେଟ ଚାଖଣ୍ଡକ ପାଇଁ
କିଏ କାମନା ବାସନାକୁ ନେଇ
ମରେ କିଏ ପେଟ ପାଇଁ,
ହାରେ କିଏ ପେଟ ପାଇଁ,
ମାରେ ପୁଣି କିଏ ବି ସେହି ପେଟପାଇଁ
ମିଛ ନୁହଁ ସତ ଏହି।
ଭୋକର ସଂଜ୍ଞା ନିରୁପଣ କରେ
ବିଚାର ବିବେକ
କେବେ ସରଳରୁ ଜଟିଳ
କେବେ ଜଟିଳରୁ ସରଳ ଏ ଭୋକ ।
ପ୍ରତିଟି ଜୀବନ ସଂପ୍ରତି
ଭୋକର ପ୍ରସ୍ତ ପ୍ରସ୍ତ ଶୋକ ଗୀତି,
ସସାଗରା ପୃଥିବୀକୁ
ଗିଳିବାର ଦୁର୍ବାର ଇଛା ଶକ୍ତି ।
ସାରା ଦୁନିଆଟା ଭୋକ ପାଇଁ ଭାରାକ୍ରାନ୍ତ
ତତ୍ପର ଓ ଅବିଶ୍ରାନ୍ତ ।
ଚାରିକାନ୍ଥର ଆବଦ୍ଧ ଜୀବନ
କିଏ ଜାଣେ କେତେବେଳେ
ସଂକ୍ରମିତ ଭୋକମାନେ
ଆଙ୍କିବସିବେ ନୀରିହ ପ୍ରାଣର
ଛବିରେ ରକ୍ତ ଛିଟା ଚିହ୍ନ?

 

ରାକମା ,ନୟାଗଡ଼

 628 total views,  1 views today

15 thoughts on “ଭୋକ — ନୀହାରିକା ପଣ୍ଡା

  1. I’m truly enjoying the design and layout of your blog.It’s a very easy on the eyes which makes it much morepleasant for me to come here and visit more often. Did you hire out a designerto create your theme? Superb work!

  2. Great post however , I was wanting to know if you could write a litte more on this topic?I’d be very thankful if you could elaborate a little bit further.Appreciate it!

  3. Oh my goodness! Impressive article dude! Many thanks, However I am encountering issues with your RSS.I don’t understand why I cannot join it. Is there anybody having the same RSS issues?Anybody who knows the solution can you kindly respond?Thanx!!

Leave a Reply

Your email address will not be published. Required fields are marked *