February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

ଲେଖେ ମୁଁ ଅଳପ — ଦିନେଶ ନନ୍ଦିନୀ

*ଲେଖେ ମୁଁ ଅଳପ*

————————

ଲେଖେ ମୁଁ ଅଳପ

ଭାବୁଥାଏ ବେଶୀ,

ରବି ହଜି ଯେବେ

ଆସିଯାଏ ଶଶୀ।।

 

ଲେଖିବି ଲେଖିବି ଭାବିବା ବେଳକୁ

କାମ କିଛି ଗୋଟେ ଆସିଯାଏ ଭାସି,

ସବୁ କିଛି ସାରି ଆସିବା ବେଳକୁ

ଅବୁଝା ସମୟ ପରା ଯାଏ ରୁଷି।।

 

ସମୟ ସୁଅରେ

ଜୀବନ ଡଙ୍ଗାରେ,

ପ୍ରାଣ ପକ୍ଷୀ ଧୀରେ

କାନ୍ଦି କାନ୍ଦି ମରେ।।

 

ତଥାପି ନ ହାରି କଲମ ଚଳାଏ

କୁନି କବିତାଟେ ଲେଖେ କାଗଜରେ

ନହେଲେ ପ୍ରବନ୍ଧ ଅବା ଗଳ୍ପ ଟିଏ

ଲେଖିବସେ ତତ୍ପରତା ସହକାରେ।।

 

ଦିନେଶ ନନ୍ଦିନୀ

                                କଟକ, ଓଡ଼ିଶା

 7,747 total views,  1 views today

22 thoughts on “ଲେଖେ ମୁଁ ଅଳପ — ଦିନେଶ ନନ୍ଦିନୀ

  1. Thank you ffor this very golod posts. I was
    wanting to know whetjer you were planning of publishing similar podts to this.
    Keep up writing superb content articles!

  2. This is the perfect blog for anybody who hopes to find out about this topic.
    You definitely put a brand new spin onn a topic which has been discussed
    for decades.Wonderful stuff, just excellent!

  3. I got this site from my pal who shared with me concerning this website and noww this time I am browsing this website and reading very informative
    articles or reviews at ths place.

  4. I think this is one of the most important information for me.
    And i am glad reading your article. But wanna remark on few general things,
    Thee web site tyle is perfect, the articles is really great!

  5. Hello there! Would you mind if I share your blog with my twitter group?
    There’s a lot of people that I think would really appreciate your
    content.Please let me know. Thanks!

  6. I got this site from my pal who shared wiith me concerning this website and now this time I amm browsing this websitee and reading
    very informative articles or reviews at this place.

Leave a Reply

Your email address will not be published. Required fields are marked *