April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2021
29

*ଅସ୍ମିତାର ଅବଶୋଷ — ରଞ୍ଜନ କୁମାର ମହାନ୍ତି* 

ଅସ୍ମିତାର ଅବଶୋଷ ସ୍ୱାଭିମାନ ଦେହେ ଯହିଁ ଧୂଳି ବୋଳା ଶାସନେ ଶୋଷଣ ଗନ୍ଧ ସେଠି କେ ତୋଳିବ ତୁମ ପାଇଁ ଆଉ ସ୍ୱାଗତର ସଦ୍ୟ ଛନ୍ଦ ସଭିଏଁ ସ୍ୱାର୍ଥରେ ଅନ୍ଧ ଛାତି ଫଟା ଡାକେ ଡାକୁଛି ଜନନୀ ଫେରିଆସ କୁଳ ବୃଦ୍ଧ   ମଧୁସ୍ମୃତି କାଚ କାରାଗାର ଭାଙ୍ଗି ଉଠ ଉଠ ଜାତିସ୍ମର ଭରିଦିଅ ପୁଣି ଅସ୍ମିତାର ଦେହେ

Loading

Apr
2021
29

*ସଞ୍ଜ କାନ୍ଦୁଅଛି ବାଡ଼ି ପଟରେ…. – ରଞ୍ଜନ କୁମାର ମହାନ୍ତି* 

ସଞ୍ଜ କାନ୍ଦୁଅଛି ବାଡ଼ି ପଟରେ.…   କାହା ପାଦ ଚିହ୍ନେ ଧୂଷର ଗଗନେ ଗାରେଇ ହୁଅଇ ଅନ୍ଧାର କାଳି ସୂର୍ଯ୍ୟଗଲେ ବୁଡି ବେଳ ଯାଏ ଗଡି ଜହ୍ନ ହସୁଥାଏ ଜୋଛନା ବୋଳି…   କରି ହମ୍ବା ରଡି ଗାଈ ଧାଡି ଧାଡି ଆସୁଥାନ୍ତି ଯେବେ ଗୋଠରୁ ଫେରି ଡେଣା ଦୁଇ ଝଡି ଆସେ ଉଡି ଉଡି ଗଛେ ମାଆ

Loading

Dec
2020
26

ମୃତ୍ୟୁ ମହାତୀର୍ଥ —ରଞ୍ଜନ କୁମାର ମହାନ୍ତି

ମୃତ୍ୟୁ ମହାତୀର୍ଥ ଭାସି ଭାସି ଯାଏ ପ୍ରତ୍ୟାଶାର ପୋତ ଦୂର ଦିଗବଳୟ ଛୁଇଁ ହଜିଯାଏ ପୁଣି ପରିଚୟ ପତ୍ର ଅତୀତ ପଛରେ ଧାଇଁ ଲକ୍ଷ୍ମଣ ରେଖାକୁ ଡେଇଁ ଚାଲି ଯାଏ ପାଦ ନିୟତି ନାଟକେ ଚରିତ୍ରଟେ ହେବା ପାଇଁ ସମ୍ପର୍କ ପାଲଟେ ସମାପିକା କ୍ରିୟା ନିୟତିର ପୂର୍ଣ୍ଣଛେଦେ ଆଶା ପାଲଟଇ ବଲୁରୀର ବସା ଚତୁର୍ମାସ୍ୟା ଅବସାଦେ ଅଦେଖା ଅମୃତ

Loading

Dec
2020
3

ମୃତ୍ୟୁ ମହାତୀର୍ଥ — ରଞ୍ଜନ କୁମାର ମହାନ୍ତି

ମୃତ୍ୟୁ ମହାତୀର୍ଥ   ଜୀବନ ଯେଉଁଠି ପ୍ରତାରଣା କରେ ମୃତ୍ୟୁ ସେଇଠି ପ୍ରେମିକା ଶବ୍ଦହୀନ ସେଇ ଶାନ୍ତିର ଶଯ୍ୟାରେ ଦେଖ କରିଛି ଅପେକ୍ଷା ନାହିଁ ସେଠି ମରୀଚିକା ଯନ୍ତ୍ରଣା ଯାତନା କୁଟିଳ କଳ୍ପନା ସବୁର ସେ ଯବନିକା….   ଜୀବନ ଯେଉଁଠି ଅନୁତପ୍ତ ଅଗ୍ନି ମୃତ୍ୟୁ ସେଇଠି ସୁନ୍ଦର ନିଃସ୍ଵାର୍ଥପର ସେ ନିର୍ବାଚିତ ନେତା ନାହିଁ ପାଖ ନାହିଁ

Loading

Nov
2020
24

ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

ରାତ୍ରି ଗୋ ତୁମେ ରାତ୍ରି ଗୋ ତୁମେ ନିଶବ୍ଦ ଉକ୍ତିର ଆଞ୍ଜୁଳାଏ ଅନୁସୂଚି ତୁମେ ପୁଣି କେବେ ପ୍ରକୃତି ପୁସ୍ତକେ ପ୍ରତ୍ୟାଶାର ପ୍ରଶ୍ନବାଚୀ ସୁଷମା ସାଗରୁ ବାଛି ସରଗର ଶିରୀ ମରତର କୋଳେ ଆପେ ଆପେ ଦିଅ ଯାଚି ରାତ୍ରି ତୁମେ କେବେ କୃଷ୍ଣପଟ ସାଜ ଅଙ୍ଗେ ଧରି କେତେ ଚିହ୍ନ ଧ୍ୟାନମୟୀ ତୁମେ ସମୟ ସାରଥୀ ସାଧନାର

Loading

Nov
2020
20

ଧନ୍ୟ ଧନ୍ୟ ତୁ ଗୋମାତା — ରଞ୍ଜନ କୁମାର ମହାନ୍ତି

ଧନ୍ୟ ଧନ୍ୟ ତୁ ଗୋମାତା ସାଗର ସମ୍ଭୁତା ତୁ ଜଗତମାତା ସର୍ବଦେବ ତୋର ଦେହେ ତୋ ବତ୍ସା ଅଇଁଠା ଖାଉଥାନ୍ତି ପ୍ରଭୁ ତୋଠାରୁ ବଡ଼ କେ ନୁହେଁ ବିଶ୍ୱକୁ ବାତ୍ସଲ୍ୟ ସ୍ନେହେ କରିଅଛୁ ତୁହି ଅତି ଆପଣାର ଅତୁଟ ସମ୍ପର୍କ ମୋହେ ଶୁଦ୍ଧିକରଣରେ ଗୋମୟ ଗୋମୂତ୍ର ଲୋଡ଼ା ହୋଇଥାଏ ପୁଣି ମଳ ମୂତ୍ର ନୁହେଁ ଆୟୁର୍ବେଦ କହେ ସେତ

Loading

Jun
2020
27

ପଢନ୍ତୁ ରଞ୍ଜନ କୁମାର ମହାନ୍ତି ଙ୍କ ଗଳ୍ପ ଅନୁଭୂତିରେ ଶ୍ରୀ ଜଗନ୍ନାଥ

ଅନୁଭୂତିରେ ଶ୍ରୀ ଜଗନ୍ନାଥ ସେ ତ ଭାବ ବିନୋଦିଆ l ଭକ୍ତର ଗାଳି ତା ପାଇଁ ତାଳି l ଭକ୍ତ ଅଇଁଠା ଭକ୍ତ ଗୋଇଠା ଭକ୍ତର ମାଡ଼ ଏତେ ସବୁ ପରେ ବି ଭକ୍ତ ତାର ଅତି ନିଜର l ଭକ୍ତ ଯେଉଁଠି ଯେତେବେଳେ ଯେଉଁପରି ଭାବରେ ଡାକେ ଭାବ ରଂକୁଣା ହେଇ ଦଉଡି ଯାଏ ସେ ସ୍ୱର୍ଗ

Loading