February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

ବିଶ୍ୱ ପ୍ରେମ –ଚୁମ୍କି ଦାଶ

ବିଶ୍ୱ ପ୍ରେମ
———–… ଚୁମ୍କି ଦାଶ (ମିଶ୍ର )

ଏ ଦେଶ ଏ ମାଟି ଏ ବିଶ୍ୱ
ସଭିଏଁ ତ ଆପଣାର,
ଜାତି ଧର୍ମ ବର୍ଣ୍ଣ ଭୁଲି ଯାଇ ଆମେ
ଗୁଣକୁ କରିବା ଆଦର |

ସ୍ନେହ ପ୍ରେମ ଶାନ୍ତି ଶ୍ରେଷ୍ଠ ଉପହାର
ମଣିଷ ମଣିଷଙ୍କର,
କଟୁକ୍ତି ବଚନେ ନୁହଇଁ କେ ବସ
ଅସ୍ତ୍ରଶସ୍ତ୍ର ନୁହେଁ ସାର ||

ବିଶ୍ୱ ମାତୃକାର ସେବା କରି ଆମେ
କରିବା ବିଶ୍ୱ କୁ ପ୍ରେମ
ଜ୍ଞାନୀ ଗୁଣିଙ୍କୁ ଯେ ଆଦର କରିବା |
ଦେଇଣ ତାଙ୍କୁ ସମ୍ମାନ |

ମଧୁ ପ୍ରୀତି ବାକ୍ୟ କହିବା ସଭିଙ୍କୁ,
ହୃଦୟେ ଭାବି ନିଜର,
ବଇରୀ ହୋଇବ ଅତି ଆପଣାର
ପାଖେ ନ ଥିବ ତା ଉତ୍ତର |

ନାନା ପୁଷ୍ପ ମିଶି ଏକ ଏକ ହୋଇ
ପୁଷ୍ପମାଲ୍ୟ ଟିଏ ହେବା
ଏକତାର ସୂତ୍ରେ ଏକତାର ମନ୍ତ୍ରେ
ବିଶ୍ୱ କୁ ଆମେ ବାନ୍ଧିବା |

ଦେଶ ଦେଶ ମଧ୍ୟେ ଦ୍ଵନ୍ଦ ଯୁଦ୍ଧ ଛାଡି
ହୋଇବା ଶାନ୍ତିର ଦୂତ,
ହିଂସା ଦ୍ୱେଷ ଭୁଲି ଅହିଂସା ର ମନ୍ତ୍ରେ
ବିଶ୍ୱ କୁ କରିବା ଆୟତ୍ତ |

ଚୁମ୍କି ଦାଶ (ମିଶ୍ର )
ଶାନ୍ତିପଡ଼ା, ବଲାଙ୍ଗିର

 346 total views,  1 views today

14 thoughts on “ବିଶ୍ୱ ପ୍ରେମ –ଚୁମ୍କି ଦାଶ

  1. Greetings! Fast question that’s entirely off matter. Do you understand how for making your internet site mobile pleasant? My weblog appears to be like Odd when searching from my iphone. I’m seeking to locate a template or plugin that might have the capacity to correct this concern. If you have any recommendations, be sure to share. With thanks!

  2. Howdy I am so grateful I found your Website, I really discovered you by mistake, whilst I used to be looking on Bing for another thing, In any case I’m below now and would much like to say quite a few thanks for a tremendous article in addition to a all round thrilling website (I also really like the topic/style), I don’t have time to go through it all in the meanwhile but I’ve bookmarked it and in addition involved your RSS feeds, so Once i have time I is going to be back again to go through a great deal far more, You should do keep up The nice task

  3. What’s Happening i am new to this, I stumbled upon this I have found It positively useful and it has helped me out loads. I hope to contribute & assist other users like its helped me. Good job.

Leave a Reply

Your email address will not be published. Required fields are marked *