🌸🌷ନାରୀ 🌷🌸
✍️”ନାରୀ ଶବ୍ଦ ଟି କ୍ଷୁଦ୍ର ମନେ ହୁଏ । କିନ୍ତୁ ନାରୀ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ।ଜଣେ ନାରୀ ଯେ ଦୃଵଳା ତାହା ଭାବିବା ସମ୍ପର୍ଣ୍ଣ ଭୂଲ୍ । ଆଜି ର ସମାଜରେ ପୁରୁଷ ଙ୍କ ପରି ନାରୀ ମଧ୍ୟ ସବଳା ସବୁ କାମ ନାରୀ ମଧ୍ୟ କରିପାରେ ।ନାରୀ ସମୟ କ୍ରମେ ପରିବର୍ତ୍ତନ ଶୀଳ କାରଣ ଗୋଟେ ନାରୀ କେତେବେଳେ ଗୋଟେ ଝିଅ ,କେତେ ବେଳେ ବୋହୂ ,କାହାର ସ୍ତ୍ରୀ,ଘରର ମାନ ସମ୍ମାନ ,ଜନନୀ ,ପୁଣି ଦରକାର ପଡିଲେ ମା ଦୁର୍ଗାଙ୍କ ରୂପ ଧାରଣ କରିପାରେ ।ପ୍ରାଚୀନ କାଳରେ ନାରୀ ମାନେ କେବଳ ଘରେ ରହିବେ କିନ୍ତୁ ଆଜି ର ସମାଜରେ ସବୁ କିଛି ଜଣେ ନାରୀ ପକ୍ଷରେ ସମ୍ଭବ ହୋଇଥାଏ ।ଜଣେ ନାରୀ ଚାହିଁଲେ ପରିବାର ଯାହା ଏକ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ ।ସେ ଘରକୁ ଯେତେବେଳେ ସେ ପ୍ରଥମ କରି ପାଦଦିଏ ସେ ଚାହିଁଲେ ପୁରା ଘରକୁ ନିଜ ଭଲ ପାଇବା ଦ୍ଵାରା ରଖିପାରେ ନହେଲେ ସେ ଘର ସ୍ବର୍ଗ ରୁ ନର୍କ ପାଲଟି ଯାଏ ।ସମାଜରେ ନାରୀର ଭୂମିକା ଖୁବ୍ ଉଚ୍ଚରେ ।ତେଣୁ ନାରୀକୁ ସମାଜରେ ଉଚିତ୍ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ ।
ନାମ_ଅନିତା ବିଶ୍ଵାଳ ।
ସହର _ରାଉରକେଲା ।🌷
325 total views, 1 views today
ନାରୀ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏ ସମାଜ ରେ । ଖୁବ୍ ସୁନ୍ଦର ବର୍ଣ୍ଣନା ହୋଇଛି , ଅନେକ ଅନେକ ଶୁଭେଚ୍ଛା ଭଉଣୀ