April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2021
16

*ଆଖି ନଇଁ ଗଲେ–ସଞ୍ଜିତା ପ୍ରଧାନ*

ଆଖି ନଇଁ ଗଲେ ——————- ସମୟ ଗଡ଼ୁଛି….. ଘଣ୍ଟାରେ ଛୋଟ ବଡ଼ କଣ୍ଟା ତିନିଟା ବେଶ ଧାଁ ଧପଡ଼ କରୁଛନ୍ତି । ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କ ଲୁଚକାଳି ଖେଳରେ ଜୀବନ ବି ଛାତିର ସ୍ପନ୍ଦନ ସହ ନିଃଶ୍ୱାସକୁ ସାଥି କରି ସୁଖ ଦୁଃଖ ପଶାପାଲିରେ ଜିତୁଛି, ହାରୁଛି । ଏଇ ଛକାପଞ୍ଝା ଖେଳରେ ତୁମେ କେଉଁ କମ୍ କି

Loading

Sep
2021
3

*ଭୁଲିଗଲ ନା..?–ସଞ୍ଜିତା ପ୍ରଧାନ*

ଭୁଲିଗଲ ନା…….???? ———————— ଓୟେ !! ଶୁଣନା… ଓଃ !! ମୁଁ କିଏ ଯେ ଶୁଣିବ ? ନା ତୁମର ପ୍ରେମିକା ନା ବାନ୍ଧବୀ ନା ଅର୍ଦ୍ଧାଙ୍ଗିନୀ ନା କେହି ଆତ୍ମୀୟ କିଛି ବି ତ ନୁହେଁ ସମ୍ପର୍କରେ ଆସିବା ଆଗରୁ ସମ୍ପର୍କର ନାମକରଣ ହିଁ ଭୁଲିଗଲେ ଦୁହେଁ ।। କେବଳ ଗୋଟେ ମୋହ ଆକର୍ଷଣର କିଛି ମୁହୂର୍ତ୍ତ

Loading

Sep
2021
3

*ଅସ୍ପଷ୍ଟ–ସଞ୍ଜିତା ପ୍ରଧାନ*

#ଅସ୍ପଷ୍ଟ ମରୁଭୂମିର ଅନାମଧେୟ ବାଲୁକା ଶଯ୍ୟାରେ ତୁମର ଚିହ୍ନା ଚିହ୍ନା ପଦଚିହ୍ନ ଅନ୍ୱେଷଣର ପ୍ରୟାସ ମୋର କ୍ଷୀଣ ହେବାରେ ଲାଗିଛି ନୀରବତାର ଧୂଳିଝଡ଼ରେ ।। ଓଠର ହସ ଅଦୃଶ୍ୟ ଆଖିର ଚମକ ମଳିନ ଅସରନ୍ତି ଅକୁହା କଥାର ବିଳାପରେ ।। ଜାଣେ, ତୁମ ଇଲାକାରେ ମୋର ବିଚରଣ ନିଷିଦ୍ଧ, କିନ୍ତୁ ସେ ନିଷିଦ୍ଧ ସୀମାର ପ୍ରତିବନ୍ଧକ ଲଙ୍ଘି କାଣିଚାଏ

Loading

Aug
2021
31

*ଅପ୍ରାପ୍ୟ ମୁଁ– ସଞ୍ଜିତା ପ୍ରଧାନ*

#ଅପ୍ରାପ୍ୟ_ମୁଁ ମତେ ଖୋଜିନେବ କାଣିଚାଏ ସ୍ମୃତିର ଅଭେଦ୍ୟ ଉଆସର ଅଦୃଶ୍ୟ ଅନୁକୋଣେ ସୁପ୍ତଥିବା ସେଇ ବିଗଳିତ ବରଫାଶ୍ରୁର ପ୍ରତି କଣିକାରେ ଜାଣିଯିବ ବରଫ ବି ଉଷ୍ମ ହୋଇପାରେ ।। ମୁଁ ମଲ୍ଲିକା ରହସ୍ୟମୟ ସାମ୍ରାଜ୍ୟର ତୁମେ ବାଦଶାହା, ରହସ୍ୟକୁ ଚାଲ ସମାଧି ଦେଇଦେବା ଇତିହାସର ବେନାମୀ ଶ୍ମଶାନରେ, ବିଗତ ଆବେଗର ମୁହୂର୍ତ୍ତରେ ପରିସମାପ୍ତିର ପୂର୍ଣ୍ଣଛେଦ ଟାଣିଦେବା ।। କ୍ଷଣଭଙ୍ଗୁର

Loading

May
2021
4

*Lets Talk with Sanjita Pradhan for Suryodaya_Sambhranta_Saraswat_Samman – 2021*

ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି।

Loading

Apr
2021
20

*ଛାପ ସମ୍ପ୍ରତିର– ସଞ୍ଜିତା ପ୍ରଧାନ*

ଛାପ ସମ୍ପ୍ରତିର ସ୍ୱାର୍ଥର ସାରଥୀ ସବୁ ମହାରଥୀ ହୋଇଛନ୍ତି ଲୋଭେ ଛନ୍ଦି କାମନା ବାସନା ଧନ ଆଶେ ସିନା ଆତ୍ମା ବି ହୋଇଛି ବନ୍ଦୀ ।। ଆତ୍ମଜ୍ଞାନୀ ନର ଗଢୁଛି ସଂସାର ଚେତନାରେ ଭୁଲ କରେ ଚେଇଁ ଚେଇଁ ସିଏ ଶୋଇବାକୁ ଚାହେଁ ନୈତିକତା ସଦା ହାରେ ।। ଚୋରି ଡକାୟତି ଘୃଣ୍ୟ ପ୍ରତିଶୃତି ଏଇ ତ ଦୁନିଆ

Loading

Mar
2021
8

କିଛିକଥା — ସଞ୍ଜିତା ପ୍ରଧାନ

#କିଛିକଥା ନାରୀ ପାଇଁ ଏତେ ନିୟମ କରିଲା କିଏ ? ଉତ୍ତର ଆସେ ସମାଜ , ହେଲେ ଏ ସମାଜ ପୁଣି କିଏ ? ଆମେ ହିଁ ତ ସମାଜ , ତେବେ ଆମେ ରଚିଛୁ ସବୁ କୁସଂସ୍କାର ସବୁ କୁପ୍ରଥା , ସବୁ ଅନୀତି , ପୁଅକୁ ବଂଶ ରକ୍ଷକ ଆଉ ଝିଅକୁ ଦୁହିତା ଆଖ୍ୟା ଦେଇ

Loading

Dec
2020
5

ଜନନୀ ( ଛନ୍ଦ – ଚୋଖି ) – ଶ୍ରୀମତୀ ସଞ୍ଜିତା ପ୍ରଧାନ

ଜନନୀ ( ଛନ୍ଦ – ଚୋଖି ) — ✍️ ଶ୍ରୀମତୀ ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )         ଦଶ ମାସ ଦଶ ଦିନ ଗର୍ଭରେ ଦେଲା ସେ ସ୍ଥାନ ପ୍ରସବ ବେଦନା ହସି ସହିଲା ସିଏ । ପ୍ରଥମ କ୍ରନ୍ଦନ ଶୁଣି ନିଜେ ଭାଗ୍ୟବତୀ ମଣି ଜନନୀ ବେଶରେ ସିଏ ହୁଏ ସଜେଇ । ହାତର

Loading

Dec
2020
4

ବୁଝିଯା ରେ ମନ — ସଞ୍ଜିତା ପ୍ରଧାନ

ବୁଝିଯା ରେ ମନ…… —————————- ✍️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ ) ବହୁଛି ଉତ୍ତରା ବାଆ ମଙ୍ଗ ସଲଖି କି ଧରିଥା ରେ ମନ ଜୀବନ ପୁରୁଣା ନାଆ । ଅଧିର ହେଉଛୁ ତୁହି ଦୁଃଖରେ କାହିଁକି ଲୁହ ଝରାଉଛୁ ନାଆ ରଖି ମଝି ନଈ । ଦୁଃଖ ଢେଉରେ ଡରୁଛୁ ତାହା ଦିନେ ଟଳି ଯିବ ଧୀରେ

Loading

Dec
2020
3

“ପ୍ରାର୍ଥନା” — ସଞ୍ଜିତା ପ୍ରଧାନ

“ପ୍ରାର୍ଥନା” ———— ଜଗତର ସ୍ୱାମୀ ଆହେ ଅନ୍ତର୍ଯ୍ୟାମୀ ବିଶ୍ୱକର୍ତ୍ତା ଜଗନ୍ନାଥ, ତୁମେ କୃଷ୍ଣ ହରି ନୀଳାଚଳ ବିହାରୀ ଅଗତିର ଗତିପଥ । ପ୍ରଭୁ ତୁମଦାଣ୍ଡ ଅଟେ ବଡଦାଣ୍ଡ ଶ୍ରୀକ୍ଷେତ୍ର ଯେ ଶଙ୍ଖକ୍ଷେତ୍ର, ପତିତପାବନ ଦିଅଇ ଆହ୍ୱାନ ସଭିଙ୍କୁ କରଇ ମିତ୍ର । ଆନନ୍ଦ ବଜାର ସ୍ୱାଦ ଅବଢ଼ାର ଅଭୁଲା ସିଂହଦୁଆର , ବାଇଶି ପାହାଚ ଦେବଦାସୀ ନାଚ ଡାକୁଥାଏ

Loading

Nov
2020
26

ହୃଦୟ – ଶ୍ରୀମତୀ ସଞ୍ଜିତା ପ୍ରଧାନ

ହୃଦୟ ଶ୍ରୀମତୀ ସଞ୍ଜିତା ପ୍ରଧାନ ବୁଝିବା ଜଟିଳ ବନ୍ଧୁ ହୃଦୟର ପରିଭାଷା ଯେତେ ବୁଝିଲେ ବି ମନେ ରହେ ଖାଲି ଅଭିଳାଷା । ଜୀବନର ରଙ୍ଗମଞ୍ଚେ ମୁଖ୍ୟ ନାୟକ ସିଏ ତା’ର ଅଭିନୟେ ପ୍ରାଣୀ ନିଜକୁ ହଜେଇଦିଏ । କାନ୍ଦୁଥାଏ ଯେବେ ସିଏ ଦୁଃଖ ଆଉ ପରିତାପେ ନାୟନ ଯୁଗଳୁ ଲୁହ ଝରିଯାଏ ଆପେ ଆପେ । ଆନନ୍ଦରେ

Loading

Nov
2020
26

ଉପହାସ — ଶ୍ରୀମତୀ ସଞ୍ଜିତା ପ୍ରଧାନ

“ଉପହାସ” ରେଲୱେ ଷ୍ଟେସନରେ ଦଶ ବର୍ଷର ବାଳକଟେ କିଛି ଖବର କାଗଜ ଆଉ ପତ୍ରିକା ଧରି ବିକ୍ରି କରୁଥାଏ । ପିଲାଟିର ଭଦ୍ର ବ୍ୟବହାର , ମାର୍ଜିତ କଥା ବାର୍ତ୍ତା , ଖବର କାଗଜ ଓ ପତ୍ରିକାରେ ଥିବା ଘଟଣାର ଚମତ୍କାର ଉପସ୍ଥାପନା ଶୈଳୀରେ ଯାତ୍ରୀ ପ୍ରଭାବିତ ହେଉଥାନ୍ତି । ଷ୍ଟେସନରେ ଥିବା ଯାତ୍ରୀ କ୍ଷଣେ ଅଟକି ଯାଇ

Loading

Nov
2020
25

” ମୁଁ ଦ୍ଵନ୍ଦ” — ଶ୍ରୀମତୀ ସଞ୍ଜିତା ପ୍ରଧାନ

” ମୁଁ ଦ୍ଵନ୍ଦ” ————- କୁହେଲିକାମୟ ଆକାର ପ୍ରକାର ଝାପ୍ସା ମୋର ପ୍ରତିବିମ୍ବ କୁହୁକ ଜାଲରେ ସଦା ଦିଏ ଛନ୍ଦି ତତ୍ପରତାରେ ମୁଁ ବିଳମ୍ବ । ପ୍ରାଣୀର ସାମ୍ନାରେ ଥୋଇଦିଏ ମୁହିଁ ପସନ୍ଦର ଗନ୍ତାଘର ସେଇ ଗନ୍ତାଘରେ ନିଜକୁ ହଜାଇ ଖୋଜେ ପ୍ରଶ୍ନର ଉତ୍ତର । ମାନସିକ ତତ୍ତ୍ୱ ବିଶାଳ ମହତ୍ତ୍ୱ ଧରିଛି ମୋର ବୁକୁରେ ଭାବନା ସବୁକୁ

Loading