October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଭୁଲିଗଲ ନା..?–ସଞ୍ଜିତା ପ୍ରଧାନ*

ଭୁଲିଗଲ ନା…….????
————————

ଓୟେ !!
ଶୁଣନା…
ଓଃ !! ମୁଁ କିଏ ଯେ ଶୁଣିବ ?
ନା ତୁମର ପ୍ରେମିକା
ନା ବାନ୍ଧବୀ
ନା ଅର୍ଦ୍ଧାଙ୍ଗିନୀ
ନା କେହି ଆତ୍ମୀୟ
କିଛି ବି ତ ନୁହେଁ
ସମ୍ପର୍କରେ ଆସିବା ଆଗରୁ
ସମ୍ପର୍କର ନାମକରଣ ହିଁ ଭୁଲିଗଲେ ଦୁହେଁ ।।

କେବଳ ଗୋଟେ ମୋହ ଆକର୍ଷଣର
କିଛି ମୁହୂର୍ତ୍ତ ନିରୋଳା ସମୟର
ଆଖି ଆଖିରେ ବର୍ତ୍ତାଳାପ ନୀରବତାର
ବାସ୍ ଏତିକି ତ ।।

ଜାଣି ନ ଥିଲି ସେ ପ୍ରଥମ ଦେଖା
ସମ୍ପର୍କରେ ପୂର୍ଣ୍ଣଛେଦ ଟାଣିବ
କିଛି ଗଢ଼ିବା ପୂର୍ବରୁ
ଅଚାନକ ଭାଙ୍ଗିଯିବ
ମୋଠୁ ତୁମେ ଏମିତି ଦୂରେଇଯିବ ।।

ହମ୍ମ….
ତୁମେ ମତେ ଭୁଲିପାର
ଭୁଲିବାର ବାହାନା ନେଇ
ମୁଁ କେମିତି ଭୁଲିବି କହିଲ ?
ମୁଁ ତ ସମ୍ପୂର୍ଣ୍ଣ ନିଃଶ୍ବ
ତୁମ ବିନା ।।

ସମ୍ପର୍କର ନାମ ଖୋଜୁ ଖୋଜୁ
ତୁମ ଅସ୍ତିତ୍ବରେ କେବେ ନିଜର ସତ୍ତା
ହରେଇ ବସିଲି
ଜାଣି ହେଲା ନି ।।

ଏବେ ମୁଁ ତୁମକୁ ଖୋଜୁଛି
କିନ୍ତୁ ତୁମର ଜବାବ ଆସୁନି
ବିଶ୍ୱାସ କର
ତୁମ ବିନା ଏ ଦୁନିଆ
ମୋ ମନକୁ ପାଉନି ।।

ବ୍ୟସ୍ତତାରେ ନିଜକୁ ସାମିଲ କରି
ତୁମେ ସ୍ୱାର୍ଥପର ହୋଇଗଲ
ମୋର ଥିବା କିଛି ବି ତୁମର ନୁହେଁ
ମୋ ସମସ୍ୟା କେବଳ ମୋର
ମୋର ଭାବନା କଳ୍ପନା ସବୁ ମୋର
ତୁମକୁ କାହିଁକି ଫରକ ପଡ଼ିବ ???
ମୁଁ ଏକା
ଏକା ରହିବାକୁ ପଡ଼ିବ
ସମସ୍ତେ ଭୁଲିଯାନ୍ତି ମତେ
ଶେଷରେ
ତୁମେ ବି….
ଭୁଲିଗଲ ନା…….???

©️®️ସଞ୍ଜିତା ପ୍ରଧାନ
ସୁନ୍ଦରଗଡ଼

#

Loading

9 thoughts on “*ଭୁଲିଗଲ ନା..?–ସଞ୍ଜିତା ପ୍ରଧାନ*

  1. I’ve been exploring for a little for any high quality articles or weblog posts
    in this sort of house . Exploring in Yahoo I at last stumbled upon this website.
    Reading this information So i am glad to exhibit that
    I have an incredibly just right uncanny
    feeling I came upon just what I needed. I most indisputably will make certain to don?t fail
    to remember this website and provides it a look regularly.

  2. Greetings! I know this is kinda off topic however , I’d figured I’d ask.

    Would you be interested in exchanging links or maybe guest authoring a blog article or vice-versa?
    My website discusses a lot of the same topics as yours and I believe we could greatly
    benefit from each other. If you are interested feel free to shoot me an e-mail.

    I look forward to hearing from you! Fantastic blog by
    the way!

  3. For most recent information you have to pay a quick
    visit internet and on world-wide-web I found this web site as a
    finest web page for latest updates.

  4. Please let me know if you’re looking for a writer for your site.
    You have some really good posts and I feel I would be
    a good asset. If you ever want to take some of the load off, I’d
    really like to write some articles for your blog in exchange for a link back
    to mine. Please send me an email if interested.
    Thanks!

  5. Spot on using this type of write-up, I really suppose this Website wishes way more thought. I’ll most certainly be once more to study a great deal more, thanks for that data.

Leave a Reply

Your email address will not be published. Required fields are marked *