ଶ୍ରୀ ଗୁରୁ
ବନଲତା ଜାଲି
ଗୁରୁ ପୂଜ୍ୟଦେବ
ଘନିଷ୍ଠ ବାନ୍ଧବ
ଶ୍ରେଷ୍ଠ ପଥପ୍ରଦର୍ଶକ
ଜ୍ଞାନ ନେତ୍ର ଖୋଲି
ଅଜ୍ଞାନ ଦୁରେଇ
ଦେଖନ୍ତି ଦିବ୍ୟ ଆଲୋକ ll
ଗୁରୁ ବିନା ଶିକ୍ଷା
ହୁଏନି ପୂରଣ
ସେତ ସାଧନାର ଉତ୍ସ
ମନେଭରି ଶକ୍ତି
ଆଗକୁ ବଢାନ୍ତି
ରଖନ୍ତି ଆତ୍ମାକୁ ସ୍ୱଚ୍ଛ ll
ଜ୍ଞାନଗନ୍ତାଘର
ସଂସ୍କାର ଭଣ୍ଡାର
ପ୍ରେରଣାର ସେ ସମ୍ଭାର
ଆଦର୍ଶ ଚେତନା
ପବିତ୍ର ଭାବନା
ଭରନ୍ତି ସେ ନିରନ୍ତର ll
ଅଜ୍ଞତା ମରୂରେ
ଜ୍ଞାନ ନୀର ଛିଞ୍ଚି
ବଢ଼ାନ୍ତି ଆତ୍ମବିଶ୍ୱାସ
ସୃଷ୍ଟି କରି ମନେ
ନବ ଉନ୍ମାଦନା
କରାନ୍ତି ପରିପ୍ରକାଶ ll
ଜ୍ଞାନ ବିତରଣେ
ନୁହଁନ୍ତି କୃପଣ
ବଦାନ୍ୟତାର ଶ୍ରାବଣ
ଆତ୍ମବିଶ୍ୱାସର
ସିଏ ମୁଳଖମ୍ବ
ସମାଜର ସେ ଦର୍ପଣ ll
ଗୁରୁ ଜ୍ଞାନ ସିନ୍ଧୁ
ପୂର୍ଣ୍ଣିମାର ଇନ୍ଦୁ
ଅମୃତର ସୁଧାବାଣୀ
ଲାଗି ତାଙ୍କ ସ୍ପର୍ଶ
ମୂର୍ଖତାର ନାଶ
ସେ ପରା ପରଶମଣି ll
ଚରିତ୍ର ଗଠନ
କୁଶଳୀ ବିନ୍ଧାଣୀ
ଆକାଶ ପରି ଉଦାର
ଶ୍ରଦ୍ଧା ସାଗରର
ଗଭୀରତା ସିଏ
ଆଶୀଷର ଗଙ୍ଗାଧାର ll
ଜ୍ଞାନ ଫଲଗୁର
ନାନା ବର୍ଣ୍ଣ ରଙ୍ଗ
ଦକ୍ଷତା ଭରା ଫଗୁଣ
ଦୟାକରୁଣାର
ଅମାନିଆ ଝଡ଼
ଚରିତ୍ରର ନବପ୍ରାଣ ll
ଗୁରୁ ବ୍ରହ୍ମା, ବିଷ୍ଣୁ
ଗୁରୁ ମହେଶ୍ୱର
ଗୁରୁ ଶ୍ରେଷ୍ଠ ଯାଦୁକର
ଗୁରୁ ସଂସାରରେ
ନମସ୍ୟ, ପୂଜିତ
ମଣିଷ ଗଢ଼ା କୁମ୍ଭାର ll
ସେ ନୁହଁନ୍ତି ନର
ସେ ପରମେଶ୍ୱର
ସହୋଦର ଭଗବାନ
ତାଙ୍କ କୃପା ବଳେ
ଲଂଘିଣ ସାଗର
ପହଞ୍ଚିବ ଲକ୍ଷ୍ୟ ସ୍ଥାନ ll
କୃଷ୍ଣପ୍ରସାଦ, ପୁରୀ
This web site was… How will you say it? Relevant!! At last I have discovered some thing which helped me. Numerous thanks!
Your technique for detailing almost everything inside of this paragraph is the reality is sweet, all be effective at effortlessly know it, Thanks a terrific offer.
Howdy just wanted to provide you with A fast heads up. The phrases in the articles seem to be managing off the display screen in Opera. I’m undecided if this can be a structure concern or one thing to carry out with browser compatibility but I assumed I’d article to Enable you recognize. The structure glance excellent nevertheless! Hope you can get the challenge settled before long. Many thanks
Quite good short article. I definitely like this Site. Thanks!
I’m now not constructive the location you’re getting your info, but good matter. I wants to spend some time finding out far more or figuring out a lot more. Many thanks for excellent details I used to be looking for this details for my mission.
Your manner of describing all the things With this paragraph is really nice, Each one can simply pay attention to it, Many thanks a good deal. asla.munhea.se/map10.php mat och h?¤lsa
An excellent share! I’ve just forwarded this on to a colleague who was conducting a bit research on this. And he the truth is acquired me dinner simply because I found it for him… lol. So allow me to reword this…. Thank YOU for that food!! But yeah, thanks for expending a while to debate this subject below on your Online site.
Hello There. I found your blog site the utilization of msn. That is a really neatly prepared report. I’ll be sure to bookmark it and return to go through far more within your practical information. Many thanks with the article. I’ll surely return.