April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
11

ଦିଗହରା ପଥିକ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ଦିଗହରା ପଥିକ ଜୀବନ ମୋର ହୋଇଛି ଦିଗହରା ପଥିକ ମୁଁ ସେ ପଥ ର, ଅନ୍ଧକାର ଖାଲି ମାଡ଼ି ଆସଇ ଯେ ମିଳେନି ଆଲୁଅ ଦ୍ୱାର। ଲକ୍ଷ୍ୟ ମୋର କେବେ ପୁରଣ ହୋଇବ ଭାବୁଛି ଦିବା ଓ ନିଶି, ବହୁ ପରିଶ୍ରମ କରି ସାରିଲିଣି ଯାଇଛି ଆଜି ମୁଁ ଥକି। ଚାଲିବାର ସାହସ ପାଉନି ମୁଁ ଯେ ଏହି

Loading

Jan
2023
11

 ତୁ ଖାଲି ମୋର -ଅଭିପସା ଧଳ

ତୁ ଖାଲି ମୋର ମନ ଖୋଜେ ଯେବେ ମନକୁ ତୋର ସ୍ମୃତି ମିଳେ ମେଞ୍ଚେ ଖାଲି ତୋହର ମରିଗଲା ସ୍ୱପ୍ନ ଆଖିରୁ ମୋର ଯେବେ କଲୁ ନିଦ ମୋ ଛାରଖାର ଭାଙ୍ଗିଦେଲୁ ଆମ ସ୍ୱପ୍ନର ଘର ଯାହା ଗଢ଼ିଥିଲେ ଯତ୍ନ ସହକାର ଦଣ୍ଡ ଦେଇଦେଲୁ ବିନା ଦୋଷର ଏକା ହେଇଗଲା ହୃଦୟ ମୋର କାହିଁକି ହେଲୁରେ ଏତେ ନିଷ୍ଠୁର

Loading

Jan
2023
11

ଟିକିଏ ଖୁସି ପାଇଁ — ମନସ୍ମିତା ବିଶ୍ୱାଳ

ଟିକିଏ ଖୁସି ପାଇଁ   ଥରେ ସେ ଆକ୍ୱଆରିଅମରେ ଥିବା ମାଛମାନଙ୍କୁ ଦେଖ ସେମାନେ ଖୁସିରେ ପହଁରୁଛନ୍ତି କି ? ମଣିଷ ନିଜର ଟିକିଏ ଖୁସି ପାଇଁ…. ସେମାନଙ୍କୁ ଆଣି ନିଜ ପାଖରେ ରଖିଛି । ଯଦି ସେମାନଙ୍କୁ ନେଇ ତାଙ୍କ ନିଜ ପରିବେଶରେ ରଖାଯାଏ ତେବେ ସେମାନେ କେତେ ଖୁସି ହେବେ । ସତରେ ଏ ମଣିଷ

Loading

Jan
2023
11

ସବୁ କିଛି ଭୁଲ୍ ହୋଇଗଲା — କଳ୍ପନା ରାୟ

ଶୀର୍ଷକ – ସବୁ କିଛି ଭୁଲ୍ ହୋଇଗଲା     ପାଦପ ଉପରେ କୁହୁଡି ଚାଦର ଵ୍ରୀଡାଵତୀ ନାରୀ ମୋହିବ ନର ଲଜ୍ଜା ସରମ ଆଜି ନାରୀ ଛାଡିଦେଲା ହିସାବ ସବୁକିଛି ଭୁଲ୍ ହୋଇଗଲା   ସହିଵା ପାଇଁ ମୁଁ ଯେତେ ଚେଷ୍ଟା କଲି ଧୈର୍ଯ୍ୟର ପରୀକ୍ଷା ଦେଇ ଦେଇ ମଲି ଦୃରେଇବାକୁ ନ ଚାହିଁ ବି ଦୂରେଇଲା

Loading

Jan
2023
11

ଦିନେ ମକର ସଙ୍କ୍ରାନ୍ତିରେ — ମମତା ଶତପଥୀ

ଦିନେ ମକର ସଙ୍କ୍ରାନ୍ତିରେ     ଆସିଲା ଯେବେ ସେ ମକର। ହୋଇଲା ଦିନ ଯେ ଵକର।। ଉତ୍ତରାୟଣ ସୂର୍ଯ୍ୟ ହେଲେ। ଉତ୍ତାପ ବଢିଲା ସଧୀରେ।। ଉତ୍ତରାୟଣେ ସର୍ବ ଶୁଭ। ପୂର୍ବରୁ ଅଛି ଏହି ଭାବ।। ଏମିତି ଗୁଣୁ ଗୁଣୁ ଗୀତ ଗାଇ ମକର ସଂକ୍ରାନ୍ତି ଦିନ ବୋଉର ସମବୟସୀ ଜଣେ ମହିଳା ବୋଉକୁ କହିଲେ,” ତୋର ମନେ

Loading

Jan
2023
11

କବି — ନଳିନୀ ପ୍ରଭା ମିଶ୍ର

କବି   ତୃତୀୟ ନୟନେ କବି ତୁମେ! ହୋଇ ସ୍ରଷ୍ଟା ଦ୍ବିତୀୟ ଈଶ୍ବର ସୃଷ୍ଟି କରି ଥାଅ କାବ୍ୟ, ଗଳପ କବିତାର ସମାହାର। ପ୍ରକୃତି ଚିତ୍ର ଣେ ହୋଇ ଅଦ୍ୱିତୀୟ ବିଭୁଙ୍କ ଦତ୍ତ ପ୍ରତିଭା ଲେଖନୀ ମୁନରେ ଚିତ୍ରଣ କର ପ୍ରକୃତି ଅପୂର୍ବ ଶୋଭା। ତୁମେ ଆଣିପାର ଦୂର ଆକାଶରୁ ତୋଳି ଲକ୍ଷେ ତାରା ଫୁଲ ଶବ୍ଦ ସମ୍ଭାର

Loading

Jan
2023
11

ଖୋଜିଲେ ମିଳୁନି ଟିକିଏ ସୁଖ — କଳ୍ପନା ରାୟ

ଶୀର୍ଷକ – ଖୋଜିଲେ ମିଳୁନି ଟିକିଏ ସୁଖ                     ଯୁଗ ପରେ ଯୁଗ ଚାଲୁଛି ଚାଲିବ ଲୋକେ ଖୋଜୁଛନ୍ତି ସୁଖ ଚାଳ ଘରେ ଦିନେ ଥିଲା ବହୁସୁଖ ଆଜି ଯେହ୍ନେ ସୁଖ ହୋଇଛି ବିମୁଖ   ବନ୍ଦୀଘରେ ଥିଲେ ରାଜନନ୍ଦିନୀ ଦେବକୀ ତଥାପି ସୁଖ ଥିଲା

Loading

Jan
2023
11

ପରିହାସ — ମିନତି

ପରିହାସ   ଆଚରଣ ନ କାରାତ୍ମକ ଯେ କରେ ସ୍ଵଭାବେ ଉନ୍ମତ୍ତ, ବୟସ ଧନ ଅଭିମାନେ ଅନ୍ୟ କୁ ହୀନ ସେ ପ୍ରମାଣେ. ହେଊ ସରଳ ନିଷ୍କପଟ ସାଧୁ ସୁଜନ ଇଷ୍ଟ ଶିଷ୍ଟ ସଭିଙ୍କ ହୃଦେ ଆଙ୍କେ ଗାର ପ୍ରତିଫଳ ଭିନ୍ନ ପ୍ରକାର. ନାଚାର କେହି ଢାଳେ ଲୁହ ଅନ୍ତରୁ ଉଦ୍ଗାରଇ କୋହ. କା ମନ ସୃଜେ ପ୍ରତିହିଂସା

Loading

Jan
2023
11

କିଏ ମୁଁ ଆସିଛି ଧରା — ବିନୋଦିନୀ ଦାଶ

କିଏ ମୁଁ ଆସିଛି ଧରା     କିଏ ମୁଁ ଆସିଛି ଧରା କେଉଁଠାରୁ କାହିଁ ପାଇଁ ବାରବାର ପୁଚ୍ଛି ମନ କେଉଁ ଲାଭ ଅବା ଥାଇ ସିଏ କି ଦେବ ଉତ୍ତର ଅଜ୍ଞାନତା ଗୁଣ ବହି ହେ ପ୍ରଭୁ ସୃଷ୍ଟି କରତା ଦିଅ ମୋ କାନେ ବତାଇ ।   ଅଜ୍ଞାନାନ୍ଧକାରେ ନିତି ନିତି ଭ୍ରମେ ଭ୍ରମୁଥାଇ

Loading

Jan
2023
11

ସର୍ବଗିଳା ହୂତାଶନ — ସୌଦାମିନୀ ତ୍ରିପାଠୀ

ସର୍ବଗିଳା ହୂତାଶନ     ସବୁଠି ଆଦର ଲୋଡ଼ା ଶ୍ୱଶୁର ପୁଅ ସର୍ବଗିଳା ସ୍ତ୍ରୀର ଭାଇ ପୋତାକିଳା ରାସ୍ତା ତେଲରେ ଖସଡା ପିଲାଙ୍କ ମାମୁଁ ବାପାର ଶଳା ପର ଧନରେ ପେଟ ଭରା ମିଠା ବନ୍ଧୁ ବାର ଗାଁ ବୁଲା ମାଡି ଚାଲେ ବାଟ ଅମଡ଼ା ସବୁରି କାମରେ ଲୋଡ଼ା ପିଠିରେ ବାଂଧି ଗୋଧି ଚମଡା ମାମୁଁ ଘରର

Loading

Jan
2023
11

ହୃଦୟ ସ୍ୱରରେ — ସୁଜାତା ରାଉତ

ହୃଦୟ ସ୍ୱରରେ   କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ, ତୋଭିତରେ ଥାଇ ତତେ କହୁଥାନ୍ତି ଆସିଥାନ୍ତି ଅନୁଭବେ l କେଉଁଠି ରୁହନ୍ତି ମନ ଖୋଜୁଥାଏ ଖୋଜନ୍ତି ସାଧକ ଗଣ, ଭେଟ ହୁଏନାହିଁ ଏମିତି ଖୋଜିଲେ ସରିସରି ଯାଏଦିନ l ତପ ସାଧିଛନ୍ତି ଅନେକ ସାଧକ ବାଧକ ହୋଇଛି ମନ, ହୃଦୟ ତଟରେ ଭେଟି ପାରିଛନ୍ତି

Loading

Jan
2023
11

ମୁଁ ଓ ସେ–ରୂପାଲୀ ଭୋଇ

ମୁଁ ଓ ସେ (୧) ❤️ ~~~~~~~~~ ମୁଁଚାରି ଫର୍ଦ୍ଦର ପ୍ରଶ୍ନ,ସେ ଦୁଇଧାଡ଼ିରେ ଉତ୍ତର ମୁଁ ଲେଖେ ପ୍ରେମ କବିତା,ସେ ସଂଜ୍ଞା ବିରହ ଦାଗର। ମୁଁ ଜଟିଳ ଏକ ଅଙ୍କ,ସେ ପ୍ରଥମ ଶ୍ରେଣୀ ମାନସାଙ୍କ ମୁଁ ପଦାର୍ଥ ବିଜ୍ଞାନ ଜଡ଼ିତ,ସେ କଳା ପ୍ରେମରେ ସୀମିତ। ମୁଁ ଉପନ୍ୟାସ ଛ’ମାଣେ ଆଠ ଗୁଣ୍ଠ,ସେ ସରୁ ନଥିବା ନାଟକ ମୁଁ ଖୋକା

Loading

Jan
2023
11

କବିତା–ବିଶ୍ୱଜିତ୍ ନାଥ

କବିତା,, “ମୋ ପ୍ରେମ ଆଉ ତୁମ ପ୍ରେମ” ମୋ ପାଇଁ ପ୍ରେମ ଦୁଃସ୍ଵପ୍ନ ଫଗୁଣ ମୋ ପାଇଁ ମରୀଚିକା ଅମାବାସ୍ୟା ର ଗାଢ଼ ଅନ୍ଧାର ଭିତରେ ଜହ୍ନ ର କଳ୍ପନା ମୋ ପ୍ରେମ ପ୍ରେମ କାହା ପାଇଁ ମିଳନ ର ପଥ ପ୍ରେରଣା ର ପ୍ରଥମ ସୋପାନ ହେଲେ ମୋ ପାଇଁ! ମୋ ପାଇଁ ପ୍ରେମ ଗୋଟେ ଝଡ

Loading

Jan
2023
10

କବୀ ଟିଏ ମୁଁ କବୀ ଟିଏ — ଜାନକୀ ମହାନ୍ତ

କବୀ ଟିଏ ମୁଁ କବୀ ଟିଏ   ମୁଁ ଶୁଦ୍ଧ ସୁଧା ଝର ଟିଏ, ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ, ବୀଣାପାଣି ଙ୍କର ପୁତ୍ରୀ ଟିଏ ସୁନ୍ଦର ମନର ମୁଗ୍ଧ ଛବି ଟିଏ ।। କବୀ ଟିଏ ମୁଁ କବୀ ଟିଏ…   ପଙ୍କରେ ପଙ୍କଜିନୀ ଟିଏ, ମନ କଲମରେ ପ୍ରୀତିର କାଳିରେ ଶବ୍ଦର କୁଞ୍ଜରେ ଲେଖିଯାଏ କଳ୍ପନାର

Loading

Jan
2023
10

ଆରାଧନା — ଡଃ ପ୍ରିୟମ୍ବଦା ସାମଲ

ଆରାଧନା   ଜଗତ ଈଶ୍ୱର ଦୟାର ସାଗର ବିରାଜ ମୋର ହୃଦୟେ ଚିନ୍ତଇ ମଗନେ ହୃଦ ନିମଗନେ କରୁଣା କର ସଦୟେ। ବିଶ୍ୱାସ ଦୀପରେ ପ୍ରେମର ସଳିତା ଭରସାର ତେଲ ଢ଼ାଳି ଅବିରତ ଆରାଧନା କରୁଅଛି ମନରେ ପ୍ରଦୀପ ଜାଳି। ଦିବ୍ୟ ଦରଶନେ ଅଶ୍ରୁଳ ନୟନେ ଚାହିଁ ଅଛି ଅପଲକେ ନାମ ଶ୍ରାବଣରେ ହୃଦରେ କମ୍ପନ ବହୁଅଛି ନିମିଷକେ।

Loading

Jan
2023
10

ମିଛ ପ୍ରତିଶ୍ରୁତି — ନଳିନୀ ପ୍ରଭା ମିଶ୍ର

ମିଛ ପ୍ରତିଶ୍ରୁତି   ପ୍ରତିଶ୍ରୁତି ଆଜି ନେଇଛି କବର ପ୍ରତାରଣା ରୂପ ଦେଇ କଳଙ୍କ ର ଟୀକା ନାହିଁଛି ନାୟିକା ପ୍ରତୀକ୍ଷାରେ ପଥ ଚାହିଁ। ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା ଥିଲା ମନ୍ଦିର ଟି ସାକ୍ଷୀ ମନ ଦିଆନିଆ ପ୍ରେମର ଅକ୍ଷର ହୃଦୟ ରେ ଦେଇ ଲେଖି। ପ୍ରେମିକ ପ୍ରବର ଦେଇଥିଲା କଥା ବିବାହ କରିବି ବୋଲି

Loading

Jan
2023
10

ଭୁଲିଗଲାଣି ପ୍ରତିବଦ୍ଧତା — କଳ୍ପନା ରାୟ

ଭୁଲିଗଲାଣି ପ୍ରତିବଦ୍ଧତା   ଲୋକ ଭୁଲିଗଲାଣି ପ୍ରତିବଦ୍ଧତା ସେଥିପାଇଁ ହୁଏ ଅସୁବିଧା ଯେଉଁ ଗୁଣ ଯୋଗୁଁ ମାନବିକତା ତାହା ପଡ଼ିଯାଏ ଵନ୍ଧା   ଭୁଲନ୍ତେ ନାହିଁ ପ୍ରତିବଦ୍ଧତା ହୁଅନ୍ତେ ସିଏ ମହାନ୍ ଭୁଲନ୍ତି କିନ୍ତୁ କଥାଟି ସିନା ହୁଅନ୍ତି ହିନୀମାନ୍   ଭାବନ୍ତେ ଯଦି, ଟିକିଏ କଷ୍ଟ ହୁଅନ୍ତା ସିନା ଭାଇ କଷ୍ଟ ସହିଲେ ମିଳନ୍ତି କୃଷ୍ଣ ଜାଣନ୍ତି

Loading

Jan
2023
10

ନୀଳକଇଁ-ଶ୍ରୀମତୀ କୃଷ୍ଣା ଦାସ

ନୀଳକଇଁ ଆକାଶର ସୀମା ନିଅଣ୍ଟ ପଡିବ ମୋ ପ୍ରେମ ପାଖରେ ସାଥି, ସିନ୍ଧୁ ଗଭୀରତା ମାପି ହୋଇଯିବ ମୋ ପ୍ରେମ ହେବନି ମାପି. ଯେତେ ଅଣଦେଖା କର ପଛେ ମତେ ମୁଁ ସେମିତି ଭଲ ପାଉଥିବି, ପାଇବାର ଆଶା ରଖିନି କେବେ ତ ଦୂରରୁ ଦେଖି ମୁଁ ଖୁସି ହେବି. ତୁମେ ତ ଦେବତା ମୁଁ ପୁଜାରିଣୀ ମନ

Loading