କବିତା ସମୀକ୍ଷା -2023 ୧)ସୋପାନ – କ ଶୀର୍ଷକ – “ବାତ୍ସଲ୍ୟମୟୀ ଯଶୋବନ୍ତୀ” କବି ପରିଚୟ – ଉତ୍କଳ ସାହିତ୍ୟ ଜଗତରେ ଯେଉଁ କେତେଜଣ ମହାନ୍ ସ୍ରଷ୍ଟା ଙ୍କ ପାଇଁ ଆଜି ଏ ଭୂମି ଧନ୍ୟା ହୋଇଛି ସେମାନଙ୍କ ମଧ୍ୟରେ ରୀତିଯୁଗ ଅଥବା ମଧ୍ୟଯୁଗର ସ୍ରଷ୍ଟା ଅଭିମନ୍ୟୁ ସାମନ୍ତସିଂହାର ଅନ୍ୟତମ। କବିଙ୍କ ଜନ୍ମ ବୃତ୍ତାନ୍ତ – କବି ଅଭିମନ୍ୟୁ
Read More
ସହିଦ ର ଚିଠି *” ପ୍ରିୟ, ମାଧବ ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ
Read More
କବିତା,, “ମୋ ପ୍ରେମ ଆଉ ତୁମ ପ୍ରେମ” ମୋ ପାଇଁ ପ୍ରେମ ଦୁଃସ୍ଵପ୍ନ ଫଗୁଣ ମୋ ପାଇଁ ମରୀଚିକା ଅମାବାସ୍ୟା ର ଗାଢ଼ ଅନ୍ଧାର ଭିତରେ ଜହ୍ନ ର କଳ୍ପନା ମୋ ପ୍ରେମ ପ୍ରେମ କାହା ପାଇଁ ମିଳନ ର ପଥ ପ୍ରେରଣା ର ପ୍ରଥମ ସୋପାନ ହେଲେ ମୋ ପାଇଁ! ମୋ ପାଇଁ ପ୍ରେମ ଗୋଟେ ଝଡ
Read More