April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
15

ଅଦୃଶ୍ୟ ଡୋରି-ରଶ୍ମୀରେଖା ଦାସ

ଅଦୃଶ୍ୟ ଡୋରି . . . ଆଦି ବ୍ରହ୍ମା ପରମେଶ୍ଵର ଗଢିଲେ ସ୍ଵର୍ଗ, ପାତାଳ ,ଏହି ସଂସାର, . ବିହିଲେ ବିଧି କୀଟପତଙ୍ଗ ଜୀବନ ସୂର୍ଯ୍ୟ ଚନ୍ଦ୍ର ରାତି ଦିନ, . ସବୁରି ଜୀବଙ୍କ ଦେହେ ଭିଡ଼ିଲେ ଅଦୃଶ୍ୟ ଡୋରି ସେ ପିତା ପରମାତ୍ମା ଆମେ ସବୁ ସନ୍ତାନ ତାଙ୍କରି .. ଅଦୃଶ୍ୟ ଡୋରି ଟି ବୁଲଉଥାଏ କେବେ

Loading

Jan
2023
15

ଅଦୃଶ୍ୟର ଇଙ୍ଗିତ-ମମତା ବାରିକ୍

ଅଦୃଶ୍ୟର ଇଙ୍ଗିତ✍️ ****************** ଜୀବନର ଡୋରି ହାତରେ ଧରି, ସଭିଙ୍କୁ ନଚାଏ କଣ୍ଢେଇ ପରି । ତା ଇଙ୍ଗିତରେ ଚାଲେ ଜଗତ, ଦେଖିହୁଏ ନାହିଁ ଥାଏ ସର୍ବତ୍ର । କର୍ମ ଦେଖିଣ ସେ ଦିଅଇ ଫଳ, ବୁଡାଏ କାହାକୁ କାହାକୁ ଦେଖାଏ କୂଳ । ଦିନ,ରାତି ସବୁ ତାହାର ସୃଷ୍ଟି, ଖରା,ଶୀତ ବାୟୁ ଫଗୁଣ,ବୃଷ୍ଟି । ସଭିଏଁ କହନ୍ତି

Loading

Jan
2023
15

ଜୀବନ-ଶୁଭସ୍ମିତା ମହାନ୍ତି

ଜୀବନ ******* ଜୀବନ ନୁହେଁ କେବେ ସହଜ ପଥ ଲାଗିଥାଏ ଦୁଃଖ ସୁଖ, ସମୟ ଇସାରା ରେ ଚାଲନ୍ତି ସର୍ବେ ନର ସମୟ ର ଦାସ। ଚାହେଁ ସେ ଅନେକ ପାଏ ବହୁ ସ୍ୱଳ୍ପ ଇଛା ହୁଏ ନାହିଁ ପୂର୍ଣ୍ଣ, ମନ କୁ ତା’ର ରଖେ ନାହିଁ ଆୟତ୍ତେ ଦୁଃଖଦ ହୁଏ ଜୀବନ। ଅତୀତ କୁ ଭାବି ବହୁ

Loading

Jan
2023
15

ଆତ୍ମା କହେ ମନକୁ-ରୁଦ୍ର ନାରାୟଣ ଦାଶ,

ଆତ୍ମା କହେ ମନକୁ କି ଭାବେ ବର୍ଣ୍ଣିବି ମୋର ସ୍ଥିତି ଆଜ ଆତ୍ମା କହେ ମନ ଆଳସ୍ଯ ତୁ ତେଜ, ପଞ୍ଚନ୍ଦ୍ରିୟ ତୋର ବଶ ନମାନନ୍ତି ଷଡରିପୁ ତାଙ୍କ ଇଙ୍ଗିତେ ନଚାନ୍ତି।। କୁରଙ୍ଗ କୁରଙ୍ଗୀ ପ୍ରାୟ ନହୋଇଣ ସଂସାର ସାଗରେ ତପସ୍ବୀ ହୋଇଣ, ରାଧାନାଥ ପଦ କର ତୁ ସ୍ମରଣ ବେଳ ଥାଉ ଥାଉ ଅରଜ ଧରମ।। ଧନ

Loading

Jan
2023
15

ତୁମେ ଆଉ ମୁଁ–ସୁମିତ୍ରା ନାୟକ

**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ

Loading

Jan
2023
15

ତୁମେ ମୋ ଆଖିର ସତ ସପନ – ଭାସ୍କର ରାଉତ                    

ତୁମେ ମୋ ଆଖିର ସତ ସପନ   ଜୀବନ ଦାଣ୍ଡରେ ଚଲିବା ବେଳରେ ଦେଖିଛି କେତେ ସପନ ସେ ସବୁ ସପନ ନହୁଏ ପୁରଣ ବିଳାପ କରଇ ମନ। ଦିନର ସପନ କୁହୁଡ଼ି ସମାନ ରାତିରେ ଯାଏ ଉଭେଇ ରାତିର ସପନ ଝୁରୁଥାଏ ମନ କାଳେ ସତ ହେବ ସେହି। ସପନ ବଣିକ ସାଜିଛି ମୁଁ ଦେଖ ସପନ

Loading

Jan
2023
15

ଜିଅଁନ୍ତେ ନଦେଲି ତୁଣ୍ଡେ–ସୁଧାଂଶୁ ତ୍ରିପାଠୀ

ଜିଅଁନ୍ତେ ନଦେଲି ତୁଣ୍ଡେ ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ, ଭେଣ୍ଡାହେଲା ଦିନୁ ଭଣ୍ଡାଇ ମୁଁ’ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ, ପାସୋରିଲି ମାଆ ପାଳିଥିଲା ପୁଅ ଅନ୍ତ ରୁ ନିଗାଡି ବଳ।। ବାସହରା କଲି ବାପାଙ୍କୁ ମୋ’ହର ବିକଳେ କାନ୍ଦିଲେ ଦାଣ୍ଡେ, ବୁଦ୍ଧିଶୁଦ୍ଧି ସବୁ

Loading

Jan
2023
15

ହେ ବୀର ଯବାନ – ପ୍ରସନ୍ନ କୁମାର ମେହେର

ହେ ବୀର ଯବାନ    ଭାରତ ମାତାର ଯୋଗ୍ୟତମ ସୁତ ତୁମ୍ଭକୁ କୋଟି ନମନ ହେ ବୀର ଯବାନ ଦେଶର ରକ୍ଷକ ଦେଶ ପାଇଁ ବଳିଦାନ ।।   ଦେଶର ସୁରକ୍ଷା ଜାତି ପ୍ରତିରକ୍ଷା ଆତ୍ମ ଜଳାଞ୍ଜଳି ଦେଇ ଦେଶର ବଇରି ସଭିଙ୍କ ଅଇରି ଦେଶରୁ ହଟିବା ପାଇଁ ।।   ପରିବାର ମୋହ ଛାଡି କରି ରୁହ

Loading

Jan
2023
15

ନିୟତିର ଖେଳ – ଧର୍ମାନନ୍ଦ ମହାରଣା

ନିୟତିର ଖେଳ   ମାନବ ହାତରେ କିଛି ବି ନଥାଏ ସବୁ ନିୟତିର ଖେଳ ଅସ୍ତ ହେବ ଦିନେ କାଳର ସୂରୁଜ ହୋଇବ କାୟା ଦୂର୍ବଳ ।   କେତେ ରାଗ, ଦ୍ଵେଷ,ହିଁସାନଳ ଭାବ ରଖିଛ ମନେ ସାଇତି ତୁଚ୍ଛ ଭାବନାର ସ୍ମାରକୀ ରହିବ ମୃତ୍ୟୁ ଶେଷ ପରିଣତି କେତେ ସତ ମିଛ ବିଚାର ପାଇଁକି ନଥିବ ପାଶରେ

Loading

Jan
2023
15

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ – ସୀମାଞ୍ଚଳ ପଣ୍ଡା

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ   କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା!   ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,

Loading

Jan
2023
15

ବିବେକ ବାଣୀ – ସନାତନ ମହାକୁଡ଼ 

ବିବେକ ବାଣୀ   (୧) ଆଜିରେ…. ବିବେକବାଣୀ କହେ ବିବେକବୀଣାର ସୁର ତାଳେ ତାଳେ ଲଳିତ କଣ୍ଠରେ ଗାଏ। ବିବେକାନନ୍ଦଙ୍କ ଏକେଶ୍ଵର ବାଦ ଜାଗରିତ ହେଉ ମନେ ନ ଆସୁ ପ୍ରମାଦ ‘ଅଭିଃ’ ମନ୍ତ୍ରରେ ଦୀକ୍ଷିତ ହେଉ ମୋ ମାନବ ଜାତି ସମାଜ। ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ ଆସିଯାଏ ସନ୍ଧ୍ୟାବେଳ ସେହି ସନ୍ଧ୍ୟା ଖାଲି ଅନ୍ଧାର

Loading

Jan
2023
15

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ – ଡଃ ପ୍ରିୟମ୍ବଦା ସାମଲ

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ “ସଃ ଜାତୁ ଜେନ ଜାତେନ ଜାତିବଂଶମ୍ ସମୁନ୍ନତିମ୍” -ଯିଏ ନିଜପାଇଁ ନୁହେଁ ଦେଶ ଜାତି ପାଇଁ ନିଜକୁ ଉତ୍ସର୍ଗ କରିଥାଏ ତାଙ୍କର ଜନ୍ମରେ ସେହି ଦେଶ ଓ ଜାତିର ଉନ୍ନତି ହୋଇଥାଏ। ସେପରି ଏକ ଯୋଗଜନ୍ମା ସନ୍ତାନ ବିଶ୍ବପ୍ରସିଦ୍ଧ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇ ଦେଶର ସନ୍ଧିକ୍ଷଣରେ ଦିଗ୍ ଦର୍ଶନ

Loading

Jan
2023
15

ଆଜେ ବାଜେ ଚିନ୍ତା – ଜୟ କୁମାର ମିଶ୍ର

ଆଜେ ବାଜେ ଚିନ୍ତା   ଆଜେବାଜେ ଚିନ୍ତା, ବେକାରଙ୍କ ପନ୍ଥା କରୁଥିବେ ଦିନ ରାତି, ହୋଇ ଅଳସୁଆ, ହୋଇ କେ ନିକମା ବେକାର କଥାରେ ମାତି ll ଗଢ଼ି ଦଳ, ମେଳ, ସରି ପଙ୍ଗପାଳ ଘୁରି ବୁଲୁଥିବେ କେତେ, ଅଯଥା ଆଳାପ, ବୃଥାରେ ପ୍ରଳାପ ପର ଚରଚାଟି ପଥେ ll କିଏ ଖାଇଦେଲା, କିଏ ବୋହିନେଲା ରାତାରାତି ହେଲା

Loading

Jan
2023
15

କାଟନାଇଁ ମତେ କାଟନାଇଁ–ମନ୍ମୟୀ ମହାପାତ୍ର

କାଟନାଇଁ ମତେ କାଟନାଇଁ 🙏 ମନ୍ମୟୀ ମହାପାତ୍ର- ଯାଜପୁର -କମଳପୁର ଗ୍ରା ମଣିଷ ଭାଇ ମଣିଷ ଭାଇ କାଟ ନାଇଁ ମତେ କାଟ ନାଇଁ କେମିତି ବଞ୍ଚିବ ମୋହରି ବିନା ଅମ୍ଳଜାନ ଦେଉଛି ସିନା ।। ମୁଁ ଅଛି ବୋଲି ତୁମକୁ ଦେଉଛି ଛାଇ ଛାଇ ବିନା କେମିତି ରହିବ ଭାଇ ।। ମୋ ପାଇଁ ହେଉଛି ସୁଲୁସୁଲିଆ

Loading

Jan
2023
15

ଟୁଉକୁ ମୂଷି – ଜ୍ୟୋତ୍ସ୍ନା ରାଣୀ ଦେବୀ

ଟୁଉକୁ ମୂଷି   ଟୁଉକୁ ମୂଷି ଲୋ ଟୁଉକୁ ମୂଷି ଆଜି କିଆଁ ତୁ ଲୋ ବସିଛୁ ରୁଷି ।   ଖାଉନାହୁଁ ଧାନ ଚାଉଳ ପେଷି ମନମାରି କିଆଁ ରହିଛୁ ବସି । ତୋ ମାଆ ଯାଇଛି ଗହୀର ବିଲ ବାଟରୁ ଆଣିବ ପାଚିଲା ବେଲ । ଆଣିଲେ ଖାଇବୁ ହୋଇବୁ ଖୁସି । ଟୁଉକୁ ମୂଷି

Loading

Jan
2023
15

ସ୍ବାମୀଜୀ ବିବେକାନନ୍ଦ – ବେଦବ୍ୟାସ ମେହେର

    ସ୍ବାମୀଜୀ ବିବେକାନନ୍ଦ   ‍‍‍‍‍‍‍‍‍‍‍‍ଅଠର ଶହ ଯେ ତେଷଠି ମସିହା ଜାନୁଆରୀ ବାର ଦିନ ଭାରତ ମାତାର ସୁଯୋଗ୍ଯ ସନ୍ତାନ ବିବେକାନନ୍ଦଙ୍କ ଜନ୍ମ  ।   ପିତା ବିଶ୍ବନାଥ ମାଁ ଭୂବନେଶ୍ବରୀ କୋଳକୁ କରି ମଣ୍ଡନ କଳିକତା ଠାରେ ଜନମ ହୋଇଲେ ବିଶ୍ୱ ମଙ୍ଗଳ କାରଣ  ।   କାଶୀ ବିରେଶ୍ବର ଦେବଙ୍କୁ ପୂଜିଣ ପୁଅଟିଏ

Loading

Jan
2023
15

ରଖ ହେ ଚକାନୟନ – ଅଶୋକ କୁମାର ପତି

ରଖ ହେ ଚକାନୟନ   କି ଦୁଃଖ କହିବି, ତୋତେ ରେ କାଳିଆ ଜାଣିନୁ କି ଦେବି ବାର୍ତ୍ତା, କେଉଁ କଥା ଅବା,ଅଛପାରେ ତୋତେ ତୁ ପରା ଜଗତ କର୍ତ୍ତା।1   ଦରିଦ୍ର ସଂସାରେ,ଜନମ ତ ଦେଲୁ ଭାଵି ନେଲି କର୍ମ ଫଳ, ସଦା ଦରିଦ୍ରତା, ଲାଗି ରହିଅଛି ତୁଟୁନି କେବେ ଜଞ୍ଜାଳ।2   ଯାହା ତ ଦେଇଛୁ,

Loading

Jan
2023
15

ଶୁଭ ସକାଳ – ହେମନ୍ତ କୁମାର ସାହୁ

ଶୁଭ ସକାଳ   ଉଠ ଉଠ ଭାଇ ଭଉଣୀ ଆସି ପାହିଲା ରାତି ପିତା ମାତା ପାଦେ ପଡ଼ିବ ତୁମ ମନେ ଅଛିଟି ? ଲକ୍ଷ୍ମୀଙ୍କର ବାର ଆଜିଟି ଶଯ୍ୟା ତ୍ୟାଗ ସଅଳ ଲକ୍ଷ୍ମୀ ମାତା କୋପ କରିବେ ହୋଇବ ଅମଙ୍ଗଳ।। ସୁନ୍ଦର ଦୁନିଆ ଦେଇଛି ଆମକୁ ଯେ ଈଶ୍ବର ସୁନ୍ଦରତା ରଖି ଚଳିବା କରତବ୍ୟ ଆମର ।।

Loading

Jan
2023
15

କପି–ସୌମ୍ୟ ରଞ୍ଜନ ସାହୁ

କପି ତୁହି ଅଟୁ ମୋର ସାଥି ପରୀକ୍ଷା ସମୟ ର ସାଇତି ରଖେ ମୁ ତତେ ପକେଟ ରେ ମୋର ମୋଡି, ମାଡି ଭାଙ୍ଗି ତତେ ଅତି ଯତନ ରେ ନେଇଥାଏ ତତେ ମୁଁହି ମୋହରି ସାଙ୍ଗ ରେ ନବା ପାଇଁ ତତେ ମୁଁହି କରୁଥାଏ କଷ୍ଟ ଖାତା ବହି ଚିରି ମୁଁ ଯେ କରିଦିଏ ନଷ୍ଟ ଜେରକ୍ସ

Loading

Jan
2023
15

ମୋ କଥା–ସୌମ୍ୟରଞ୍ଜନ ମହାନ୍ତି

#ମୋ_କଥା। ଇଛା ହୁଏ ପାଖେ ବସି ତୁମ ସହ ଅହ ରହ କଥାହେବା ପାଇଁ ତୁମେ ମୋ ପାଖକୁ ଚାଲି ଆସନ୍ତ କି। ତୁମେ ଯେବେ ଚାଲି ଆସ ନିଇତି ମୋ ସପନ ରେ ସେ ରାତି କେବେ ନ ପାହାନ୍ତା କି। ତୁମ ଫୁଲ ଭଳି ବାସ୍ନା ମୋତେ ଯେବେ ପ୍ରତିକ୍ଷଣ କରେ ବିମୋହିତ ମୋ ବଗିଚାର

Loading