ଅଦୃଶ୍ୟ ଡୋର ********* ସ୍ରଷ୍ଟାଙ୍କ ଦ୍ବାରା ପରିଚାଳିତ ଏ ସଂସାର, ମନୁଷ୍ୟଙ୍କୁ ବି ବାନ୍ଧି ରଖେ ଅଦୃଶ୍ୟ ଡୋର।। ସଭିଁଙ୍କ ଆଗମନ ଅଭିନୟ ନିମନ୍ତେ, ପୁଣି ବାହୁଡି ଯାନ୍ତି ଅଭିନୟର ଅନ୍ତେ।। ମଣିଷ ଜୀବନ ସତେ ଜଉର କଣ୍ଢେଇ, ନୃତ୍ୟ କରୁଥାଏ ସଦା ସବୁକୁ ମୁଣ୍ଡେଇ।। ଶରୀରରେ ପ୍ରାଣ ତଥା ମସ୍ତିଷ୍କରେ ଜ୍ଞାନ, ସ୍ରଷ୍ଟାଙ୍କ ଇଙ୍ଗିତ ସଦା କରୁଥାଉ
Read More
ଅଦୃଶ୍ୟ ଡୋରି . . . ଆଦି ବ୍ରହ୍ମା ପରମେଶ୍ଵର ଗଢିଲେ ସ୍ଵର୍ଗ, ପାତାଳ ,ଏହି ସଂସାର, . ବିହିଲେ ବିଧି କୀଟପତଙ୍ଗ ଜୀବନ ସୂର୍ଯ୍ୟ ଚନ୍ଦ୍ର ରାତି ଦିନ, . ସବୁରି ଜୀବଙ୍କ ଦେହେ ଭିଡ଼ିଲେ ଅଦୃଶ୍ୟ ଡୋରି ସେ ପିତା ପରମାତ୍ମା ଆମେ ସବୁ ସନ୍ତାନ ତାଙ୍କରି .. ଅଦୃଶ୍ୟ ଡୋରି ଟି ବୁଲଉଥାଏ କେବେ
Read More
ଅଦୃଶ୍ୟର ଇଙ୍ଗିତ✍️ ****************** ଜୀବନର ଡୋରି ହାତରେ ଧରି, ସଭିଙ୍କୁ ନଚାଏ କଣ୍ଢେଇ ପରି । ତା ଇଙ୍ଗିତରେ ଚାଲେ ଜଗତ, ଦେଖିହୁଏ ନାହିଁ ଥାଏ ସର୍ବତ୍ର । କର୍ମ ଦେଖିଣ ସେ ଦିଅଇ ଫଳ, ବୁଡାଏ କାହାକୁ କାହାକୁ ଦେଖାଏ କୂଳ । ଦିନ,ରାତି ସବୁ ତାହାର ସୃଷ୍ଟି, ଖରା,ଶୀତ ବାୟୁ ଫଗୁଣ,ବୃଷ୍ଟି । ସଭିଏଁ କହନ୍ତି
Read More
ଜୀବନ ******* ଜୀବନ ନୁହେଁ କେବେ ସହଜ ପଥ ଲାଗିଥାଏ ଦୁଃଖ ସୁଖ, ସମୟ ଇସାରା ରେ ଚାଲନ୍ତି ସର୍ବେ ନର ସମୟ ର ଦାସ। ଚାହେଁ ସେ ଅନେକ ପାଏ ବହୁ ସ୍ୱଳ୍ପ ଇଛା ହୁଏ ନାହିଁ ପୂର୍ଣ୍ଣ, ମନ କୁ ତା’ର ରଖେ ନାହିଁ ଆୟତ୍ତେ ଦୁଃଖଦ ହୁଏ ଜୀବନ। ଅତୀତ କୁ ଭାବି ବହୁ
Read More
ଆତ୍ମା କହେ ମନକୁ କି ଭାବେ ବର୍ଣ୍ଣିବି ମୋର ସ୍ଥିତି ଆଜ ଆତ୍ମା କହେ ମନ ଆଳସ୍ଯ ତୁ ତେଜ, ପଞ୍ଚନ୍ଦ୍ରିୟ ତୋର ବଶ ନମାନନ୍ତି ଷଡରିପୁ ତାଙ୍କ ଇଙ୍ଗିତେ ନଚାନ୍ତି।। କୁରଙ୍ଗ କୁରଙ୍ଗୀ ପ୍ରାୟ ନହୋଇଣ ସଂସାର ସାଗରେ ତପସ୍ବୀ ହୋଇଣ, ରାଧାନାଥ ପଦ କର ତୁ ସ୍ମରଣ ବେଳ ଥାଉ ଥାଉ ଅରଜ ଧରମ।। ଧନ
Read More
**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
Read More
ତୁମେ ମୋ ଆଖିର ସତ ସପନ ଜୀବନ ଦାଣ୍ଡରେ ଚଲିବା ବେଳରେ ଦେଖିଛି କେତେ ସପନ ସେ ସବୁ ସପନ ନହୁଏ ପୁରଣ ବିଳାପ କରଇ ମନ। ଦିନର ସପନ କୁହୁଡ଼ି ସମାନ ରାତିରେ ଯାଏ ଉଭେଇ ରାତିର ସପନ ଝୁରୁଥାଏ ମନ କାଳେ ସତ ହେବ ସେହି। ସପନ ବଣିକ ସାଜିଛି ମୁଁ ଦେଖ ସପନ
Read More
ହେ ବୀର ଯବାନ ଭାରତ ମାତାର ଯୋଗ୍ୟତମ ସୁତ ତୁମ୍ଭକୁ କୋଟି ନମନ ହେ ବୀର ଯବାନ ଦେଶର ରକ୍ଷକ ଦେଶ ପାଇଁ ବଳିଦାନ ।। ଦେଶର ସୁରକ୍ଷା ଜାତି ପ୍ରତିରକ୍ଷା ଆତ୍ମ ଜଳାଞ୍ଜଳି ଦେଇ ଦେଶର ବଇରି ସଭିଙ୍କ ଅଇରି ଦେଶରୁ ହଟିବା ପାଇଁ ।। ପରିବାର ମୋହ ଛାଡି କରି ରୁହ
Read More
ନିୟତିର ଖେଳ ମାନବ ହାତରେ କିଛି ବି ନଥାଏ ସବୁ ନିୟତିର ଖେଳ ଅସ୍ତ ହେବ ଦିନେ କାଳର ସୂରୁଜ ହୋଇବ କାୟା ଦୂର୍ବଳ । କେତେ ରାଗ, ଦ୍ଵେଷ,ହିଁସାନଳ ଭାବ ରଖିଛ ମନେ ସାଇତି ତୁଚ୍ଛ ଭାବନାର ସ୍ମାରକୀ ରହିବ ମୃତ୍ୟୁ ଶେଷ ପରିଣତି କେତେ ସତ ମିଛ ବିଚାର ପାଇଁକି ନଥିବ ପାଶରେ
Read More
କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା! ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,
Read More
ବିବେକ ବାଣୀ (୧) ଆଜିରେ…. ବିବେକବାଣୀ କହେ ବିବେକବୀଣାର ସୁର ତାଳେ ତାଳେ ଲଳିତ କଣ୍ଠରେ ଗାଏ। ବିବେକାନନ୍ଦଙ୍କ ଏକେଶ୍ଵର ବାଦ ଜାଗରିତ ହେଉ ମନେ ନ ଆସୁ ପ୍ରମାଦ ‘ଅଭିଃ’ ମନ୍ତ୍ରରେ ଦୀକ୍ଷିତ ହେଉ ମୋ ମାନବ ଜାତି ସମାଜ। ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ ଆସିଯାଏ ସନ୍ଧ୍ୟାବେଳ ସେହି ସନ୍ଧ୍ୟା ଖାଲି ଅନ୍ଧାର
Read More
ଆଜେ ବାଜେ ଚିନ୍ତା ଆଜେବାଜେ ଚିନ୍ତା, ବେକାରଙ୍କ ପନ୍ଥା କରୁଥିବେ ଦିନ ରାତି, ହୋଇ ଅଳସୁଆ, ହୋଇ କେ ନିକମା ବେକାର କଥାରେ ମାତି ll ଗଢ଼ି ଦଳ, ମେଳ, ସରି ପଙ୍ଗପାଳ ଘୁରି ବୁଲୁଥିବେ କେତେ, ଅଯଥା ଆଳାପ, ବୃଥାରେ ପ୍ରଳାପ ପର ଚରଚାଟି ପଥେ ll କିଏ ଖାଇଦେଲା, କିଏ ବୋହିନେଲା ରାତାରାତି ହେଲା
Read More
ଟୁଉକୁ ମୂଷି ଟୁଉକୁ ମୂଷି ଲୋ ଟୁଉକୁ ମୂଷି ଆଜି କିଆଁ ତୁ ଲୋ ବସିଛୁ ରୁଷି । ଖାଉନାହୁଁ ଧାନ ଚାଉଳ ପେଷି ମନମାରି କିଆଁ ରହିଛୁ ବସି । ତୋ ମାଆ ଯାଇଛି ଗହୀର ବିଲ ବାଟରୁ ଆଣିବ ପାଚିଲା ବେଲ । ଆଣିଲେ ଖାଇବୁ ହୋଇବୁ ଖୁସି । ଟୁଉକୁ ମୂଷି
Read More
ସ୍ବାମୀଜୀ ବିବେକାନନ୍ଦ ଅଠର ଶହ ଯେ ତେଷଠି ମସିହା ଜାନୁଆରୀ ବାର ଦିନ ଭାରତ ମାତାର ସୁଯୋଗ୍ଯ ସନ୍ତାନ ବିବେକାନନ୍ଦଙ୍କ ଜନ୍ମ । ପିତା ବିଶ୍ବନାଥ ମାଁ ଭୂବନେଶ୍ବରୀ କୋଳକୁ କରି ମଣ୍ଡନ କଳିକତା ଠାରେ ଜନମ ହୋଇଲେ ବିଶ୍ୱ ମଙ୍ଗଳ କାରଣ । କାଶୀ ବିରେଶ୍ବର ଦେବଙ୍କୁ ପୂଜିଣ ପୁଅଟିଏ
Read More
ରଖ ହେ ଚକାନୟନ କି ଦୁଃଖ କହିବି, ତୋତେ ରେ କାଳିଆ ଜାଣିନୁ କି ଦେବି ବାର୍ତ୍ତା, କେଉଁ କଥା ଅବା,ଅଛପାରେ ତୋତେ ତୁ ପରା ଜଗତ କର୍ତ୍ତା।1 ଦରିଦ୍ର ସଂସାରେ,ଜନମ ତ ଦେଲୁ ଭାଵି ନେଲି କର୍ମ ଫଳ, ସଦା ଦରିଦ୍ରତା, ଲାଗି ରହିଅଛି ତୁଟୁନି କେବେ ଜଞ୍ଜାଳ।2 ଯାହା ତ ଦେଇଛୁ,
Read More
ଶୁଭ ସକାଳ ଉଠ ଉଠ ଭାଇ ଭଉଣୀ ଆସି ପାହିଲା ରାତି ପିତା ମାତା ପାଦେ ପଡ଼ିବ ତୁମ ମନେ ଅଛିଟି ? ଲକ୍ଷ୍ମୀଙ୍କର ବାର ଆଜିଟି ଶଯ୍ୟା ତ୍ୟାଗ ସଅଳ ଲକ୍ଷ୍ମୀ ମାତା କୋପ କରିବେ ହୋଇବ ଅମଙ୍ଗଳ।। ସୁନ୍ଦର ଦୁନିଆ ଦେଇଛି ଆମକୁ ଯେ ଈଶ୍ବର ସୁନ୍ଦରତା ରଖି ଚଳିବା କରତବ୍ୟ ଆମର ।।
Read More
କଥା ନୈବେଦ୍ୟ *************** ଧନ ଦଉଲତ କି’ହେବରେ ଭାଇ ଥିଲେ ଥାଉ ଯେତେ ପାଶେ ଅନ୍ୟର ହିତରେ ନ ଲାଗିଲା ଯଦି ତାହାର ମୂଲ୍ୟ କି ଆସେ । ଆନ ପ୍ରାଣୀ ଦୁଃଖ ଦେଖିକରି ଯଦି ନେତ୍ର ଯାଏ ନାହିଁ ଭରି ଆପଣା ଦୁଃଖରେ ଜନ ସମାଜରେ କେମିତି କର ଗୁହାରି । ସାହାଯ୍ୟ କରିଲେ ସାହାଯ୍ୟ ମିଳଇ
Read More
She, a Beautiful Art No barriers in art she sees No shackles of mind tames her Her mood is like a spring flower Her joy is a sky touching tower Her smile is her jewellery She has washed her face of agony
Read More
ଜୀବନ ମିଳିଛି କେବେ ସେ ପେଲୁଥିଲା ଡାଇନାମା ଠାକୁର ଭସାଣି ରାତିରେ ତ କେବେ ବର ରୋଷଣୀରେ ନାଚୁଥିଲା ନିରୋଳାରେ ଘରଟି ଭିତରେ ମନେପକେଇ ଡିଜେ ସାଉଣ୍ଡ କୁ ମନକୁ ମନ କୁରୁଳୁଥିଲା ବସ୍ତାନି କେବେଠୁ ପାପଛ ହୋଇଛି ମନେ ନାହିଁ ତା’ର ଆଉ କୁଆଡ଼େ ଗଲା ସେ ହଜିଗଲା ଏତେବଡ଼ ଦୁନିଆରେ କେମିତି ଖୋଜାଖୋଜି ଖୋଳତାଡ଼
Read More
ଶ୍ବେତଗଙ୍ଗା ନୀଳାଚଳ ଧାମେ, ପାଞ୍ଚଗୋଟି ତିର୍ଥ କେଉଁ କାଳୁ ବିଦ୍ୟମାନ, ପୁରାଣ କଥିତ,ଅଧାରେ ବିଦିତ ଏ ସବୁ ଦଣ୍ଡାୟମାନ।1 ମହୋଦଧି ସ୍ନାନ, ସବୁଠାରୁ ଶ୍ରେଷ୍ଠ ସର୍ବ ତିର୍ଥ ବାସସ୍ଥଳୀ, ଶ୍ବେତଗଙ୍ଗା ଯାହା, ହୁଏ ଦୃଶ୍ୟମାନ ମହୋଦଧି ସ୍ନାନ ସରି।2 ଶ୍ରୀମନ୍ଦିର ପଛ,ପଶ୍ଚିମ ପାର୍ଶ୍ବର କିଛି ମାତ୍ର ବାଟ ଦୂର, ସୁନ୍ଦର ତଡାଗ, ରହିଛି ଅନାଇଁ
Read More
Posts navigation