May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2021
8

: *ମୁଁ ପୁଣି ଝରି ଯିବି — କାଳି କୁମାର*

: ମୁଁ ପୁଣି ଝରି ଯିବି ମୋର ଅସ୍ତିତ୍ବ, କିଛି କ୍ଷଣ ମଧ୍ୟରେ ମୁଁ ଅଲଗା ହୋଇଯିବି ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ । କିଛି କ୍ଷଣ ମଧ୍ୟରେ, ମୁଁ ପୁଣି ଶୋଇଯିବି ଧରଣୀର କୋଳରେ- ଧୂଳିକଣାର ମେଳରେ ଅନ୍ତିମ ଶଯ୍ୟାରେ । ମୁଁ ହଜିଯିବି, ରାତ୍ରିର ଅନ୍ତିମ ପ୍ରହରରେ ପ୍ରଭାତର ପହିଲି ସ୍ପର୍ଶରେ ସୂର୍ଯ୍ୟର ପ୍ରଥମ କିରଣରେ ।।

Loading

Mar
2021
8

*ଅସ୍ତିତ୍ୱହୀନ ପରିଚୟ –କାଳି କୁମାର*

ଅସ୍ତିତ୍ୱହୀନ ପରିଚୟ କେବେ ଅନୁଭବ କରିଛ ସେ କ୍ଷୁଧାକୁ ଯାହା ସମୁଦ୍ରର କ୍ଷୁଧାଠୁ ଅଧିକ ଗଭୀର, ଅନେକ ଗମ୍ଭୀର ଯାହା ଶରୀରର ମ୍ଳାନ, ନୁଖୁରା,ଅବସନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଛିଣ୍ଡା ମଇଳା ପୋଷାକର ଗଂଠୁଲି ମଧ୍ୟରେ ସୀମାହୀନ ହୋଇଯାଏ ।। କେବେ ଆକଳନ କରିଛ ସେ ସ୍ବପ୍ନକୁ ଯାହା ଆକାଶର ସୀମାଠୁ ଅଧିକ ଉଚ୍ଚ, ଅଧିକ ପରିବ୍ୟାପ୍ତ ଯାହା ଆଖିର ଅକ୍ଷାଂଶ

Loading

Mar
2021
8

କିଛିକଥା — ସଞ୍ଜିତା ପ୍ରଧାନ

#କିଛିକଥା ନାରୀ ପାଇଁ ଏତେ ନିୟମ କରିଲା କିଏ ? ଉତ୍ତର ଆସେ ସମାଜ , ହେଲେ ଏ ସମାଜ ପୁଣି କିଏ ? ଆମେ ହିଁ ତ ସମାଜ , ତେବେ ଆମେ ରଚିଛୁ ସବୁ କୁସଂସ୍କାର ସବୁ କୁପ୍ରଥା , ସବୁ ଅନୀତି , ପୁଅକୁ ବଂଶ ରକ୍ଷକ ଆଉ ଝିଅକୁ ଦୁହିତା ଆଖ୍ୟା ଦେଇ

Loading

Mar
2021
8

*ଫୁ — ବିନୟ କୁମାର ମହାନ୍ତି*

ଫୁ ©ବିନୟ କୁମାର ମହାନ୍ତି। ଆବାହନ,ସଂସ୍ଥାପନ,ବିସର୍ଜନ ପୁନଶ୍ଚ ଆବାହନ ଏକଇ ସର୍ଜନ , ଯିବା ଆସିବାର ଏକଇ ଦ୍ବାର । ଦ୍ବାର ହିଁ ଜାଣେ ସେ ଆଲୁଅ କୁ କି ଅନ୍ଧାରକୁ। ଆକାଶ ମୁହାଁ ଅଜାମ୍ବର ଗାଈଗୋଠ ଅଡେଇ ଦେଇ ପାଟକୁ ବରଗଛ ମୂଳେ ଲୁହ ଢାଳେ, ଆକାଶକୁ ପଚାରେ ପ୍ରଶ୍ନ ପାଏନା ଉତ୍ତର। ବିତି ଯାଏ ଦିନ,

Loading

Mar
2021
7

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ସିଧାସଳଖ କଥା ହେବା ଜଗତସିଂହପୁର ଜିଲ୍ଲାର ତରୁଣ କବି ଅଂଶୁମାନ ସାହୁ ଙ୍କୁ

ନାମ-: ଅଂଶୁମାନ ସାହୁ ମାତାଙ୍କ ନାମ-: କବିତା ସାହୁ ପିତାଙ୍କ ନାମ-: ପ୍ରଶାନ୍ତ କୁମାର ସାହୁ ଜନ୍ମମାଟି/ଠିକଣା-: ପାଟପୁର, ଚଟୁଆ, କୁଜଙ୍ଗ, ଜଗତସିଂହପୁର ଜନ୍ମ ତାରିଖ-: ୦୩/୦୪/୨୦୦୦ ଶିକ୍ଷା ଗତ ଯୋଗ୍ୟତା – ସ୍ନାତକ, ପଦାର୍ଥ ବିଜ୍ଞାନ ସମ୍ମାନ (BSc, Physics Hons) ପେସା – ଛାତ୍ର ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:- ସାହିତ୍ୟର

Loading

Mar
2021
7

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ମନ ଖୋଲି କଥା ହେବା ଜଗତସିଂହପୁର ଜିଲ୍ଲାର ସୁନାଝିଅ ଆୟୁଷ୍ମତୀ ସୁଶ୍ରୀ ସୋନାଲି ସ୍ବାଇଁ ଙ୍କ ସହିତ

ନାମ-ସୋନାଲି ସ୍ୱାଇଁ ମାତାଙ୍କ ନାମ-:ଡଲି ସ୍ୱାଇଁ ପିତାଙ୍କ ନାମ-:ନିରଞ୍ଜନ ସ୍ୱାଇଁ ଜନ୍ମମାଟି/ଠିକଣା-:ବାରିଲୋ, ବୋରିକିନା, ଜଗତସିଂହପୁର ଜନ୍ମ ତାରିଖ-03:05:1999 ଶିକ୍ଷା ଗତ ଯୋଗ୍ୟତା-ଉଦ୍ଭିଦବିଜ୍ଞାନ ରେ ସ୍ନାତକ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ମୁଁ ଭାବେ ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ, ପରିବର୍ତ୍ତନ ରେ ସାହାଯ୍ୟ କରେ l ଆମେ ମୁହେଁମୁହେଁ କହି ଦେଉଥିବା ସିଧା ନୀତିବାଣୀ କାହା

Loading

Mar
2021
7

ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧ (୨)

ସୂର୍ଯ୍ୟୋଦୟ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧ (ତା- ୭ ମାର୍ଚ୍ଚ ୨୦୨୧ରିଖ) *ବିଷୟ- ନିଷ୍ଫଳ ବୟସ* *ଆଦ୍ୟଶ୍ୱର- ମନୋଜ କୁମାର ପଣ୍ଡା* ରକ୍ତ ଜୁଡୁବୁଡୁ ନିଷ୍ଫଳ ବୟସ ଦେହଗଛ ଉହଳରେ ତୋଫା ଚେହେରାକୁ ଅଲୋଡ଼ା ଅଳିଆ ମୋତେ ଅଟ୍ଟହାସ୍ୟ କରେ।। ୨–ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର ଯାଜପୁର, ଓଡିଶା ରଙ୍ଗମାଖିଦେଲେ ଲୁଚିଯାଏ କିବା ନିଷ୍ଫଳ ବୟସ ଛାପ ଜରା କାୟାକଳ୍ପ

Loading

Mar
2021
7

*ନାରୀ ନୁହେଁ,,,, — ପ୍ରସନ୍ନ କୁମାର ସାହୁ*

ନାରୀ ନୁହେଁ,,,, ନାରୀ ନୁହେଁ କେବେ ମାଂସର କଣ୍ଢେଇ, କରେ ବୋଲି ସ୍ବାମୀ ଯାହା କହିଥାଇ । ନାରୀ ନୁହଁ କେବେ ପାଦ ର ଚପଲ, ପାଦ ସେବା କରି ରଖେ ବୋଲି ଭଲ । ନାରୀ ଯେ ଅଟଇ ଶକ୍ତି ସ୍ୱରୂପା, ସହଜେ କାହାକୁ ନୁହଇ ଖପା । ନିଜ ସୁଖକୁ ସିଏ ପଛରେ ପକାଇ, ଅନ୍ୟର

Loading

Mar
2021
7

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ କଥା ହେବା ନବରଙ୍ଗପୁର ଜିଲ୍ଲା ର ସୁନାଝିଅ କବୀ ସୁଶ୍ରୀ ସୌମ୍ୟାଶ୍ରୀ ନାୟକ ସହିତ*

ନାମ-: ସୌମ୍ୟାଶ୍ରୀ ନାୟକ ମାତାଙ୍କ ନାମ-: ନମିତା ନାୟକ ପିତାଙ୍କ ନାମ-: ବିଜୟ କୁମାର ନାୟକ ଜନ୍ମମାଟି/ଠିକଣା-: ଗ୍ରାମ: ପାପଡାହାଣ୍ଡି, ପୋଷ୍ଟ: ପାପଡାହାଣ୍ଡି, ପିନ୍: ୭୬୪୦୭୧, ଜିଲ୍ଲା: ନବରଙ୍ଗପୁର ଜନ୍ମ ତାରିଖ: ୧୦/୦୨/୨୦୦୧ ଶିକ୍ଷା ଗତ ଯୋଗ୍ୟତା: +୩ ତୃତୀୟ ବର୍ଷ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା? ଉତ୍ତର:- ସାହିତ୍ୟ ସମାଜର ପ୍ରତିବିମ୍ବକୁ ଦର୍ଶାଏ । ଜୀବନର

Loading

Mar
2021
7

*ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ମନଭରି କଥା ହେବା ଯାଜପୁର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ କଳ୍ପନା ସାହୁଙ୍କ ସହିତ,*

ନାମ :- କଳ୍ପନା ସାହୁ ମାତାଙ୍କ ନାମ :- ମଞ୍ଜୁଲତା ସାହୁ ପିତାଙ୍କ ନାମ:- ବିଜୟ କୁମାର ସାହୁ ଜନ୍ମମାଟି/ଠିକଣା :- ଗ୍ରା/ପୋ – ନଛିପୁରା, ଜିଲ୍ଲା – ଯାଜପୁର, ବ୍ଲକ୍ – ଦାନଗଦୀ, ଥାନା – ଟମକା, ପିନ୍ – ୭୫୫୦୧୯ ଜନ୍ମ ତାରିଖ :- ୦୧-୦୪-୧୯୯୬ ଶିକ୍ଷାଗତ ଯୋଗ୍ୟତା :- +୩ (Graduation) ୦୧- ଆପଣଙ୍କ

Loading

Mar
2021
7

ଝରାଫୁଲ — ଶକୁନ୍ତଳା ପରିଡ଼ା

ଝରାଫୁଲ !!!!!!!!!!!!!! 🌷🌷!!!!!!!!!!!!!!!!!!!!!!!!!!!!!! ଫୁଲଟିଏ ଫୁଟିଥାଏ କେତେ ସରାଗରେ ଫୁଟି ପୁଣି ହସୁଥାଏ ଘର ଅଗଣାରେ ତା ମହକରେ ପୁରି ଉଠେ କେତେ ଖୁସି କେତେ ମାଆ କୋଳେ।। ତା କୁନୀ କୁନୀ ପାଦ ଯେବେ ଥାପି ଚାଲୁଥାଏ ଦାଣ୍ତ ପିଣ୍ଡାରେ ସତେ ଅବା କଉ ସରଗର ପରୀ ଓଲେହି ଆସିଛି ଏ ଧରାପୃଷ୍ଠରେ।। ତା କୁନୀ କୁନୀ

Loading

Mar
2021
6

ନିଃଶବ୍ଦ ଦୃଶ୍ୟ — ସୁଧାଂଶୁ ଦାଶ

ନିଃଶବ୍ଦ ଦୃଶ୍ୟ ନିଃସଙ୍ଗ ପଥରରେ ଲେଖା ହୋଇଛି ଶୀଳାଲେଖ ତାର ଜୀବନର ସବୁ ସତେ କେତେ ପରିଚିତ ଝରଣା ରେ ବହୁଥିବା ତାର ନିଃଶ୍ବାସ ର ଛନ୍ଦ ପିଉ ଥାଏ ସାରା ଅନ୍ତରୀକ୍ଷ। ସବୁଠି ଶ୍ବାସରୁଦ୍ଧ ଭିଡ଼ କେହି କାହାକୁ କିଛି କହୁ ନଥିବାର କୋଳାହଳ ହାତ ଧରାଧରି ଧରି ହୋଇ ଚାଲୁ ଥାନ୍ତି ଦୃଶ୍ୟ ମାନେ ନିଃଶବ୍ଦ

Loading

Mar
2021
6

*ଫୁଲ – ଅନିତା ବିଶ୍ୱାଳ*

ଫୁଲ “ସତରେ କି ଅପୂର୍ବ ସୃଷ୍ଟି ଏ ଜଗତ ଈଶ୍ୱର ତମର ସବୁଜ ଧରଣି ଭରା କେତେ ଫୁଲ ଫଳ ଦେଇଛ ଭରି । ଘାସ ,ପତ୍ର ସବୁ ତମର ଅନନ୍ୟ ଉଦାହରଣ ସକାଳ ଆଧାର ତମେ କେତେବେଳେ ଫୁଲ ମନ୍ଦିର ଡାଲାରେ ମୁଁ କେତେବେଳେ ମୁଁ କାହାର ମଥାରେ ପୁଣି କେତେ ବେଳେ ପ୍ରଭୁ ଙ୍କ ଚରଣେ

Loading

Mar
2021
6

*ଆମ ସମୟ — ଶୁଭେନ୍ଦୁ ମେହେର*

ଆମ ସମୟ ଅଦିନିଆ ବର୍ଷାରେ ଭିଜିବାକୁ ତାଗିଦ କରିଥିଲା ସମୟ, ଛାନିର କଖାରୁ ଡଙ୍କ ହୋଇ ସାରିଥିଲା ପାଣି ମୟ ପାଣି ମୟ । ତଥାପି ….! ତୁମେ ସକଳୁଆ ଅଳସ ଭାଙ୍ଗିବା ପୂର୍ବରୁ ପାଣି ଭର୍ତ୍ତି ହୋଇ ସାରିଥିଲା ଘର । ସକାଳ ଚା କପ ରେ ଛିଟିକି ପଡିଥିବା କୁହା ଖର ଚା କପ ର

Loading

Mar
2021
6

*ପ୍ରେରଣା ରାତ୍ରି ର….ମୃତ୍ୟୁଞ୍ଜୟ ଦାସ,*

ପ୍ରେରଣା ରାତ୍ରି ର…. ================ କୋଟିଏ ତାରା ମଧ୍ୟରେ ଗୋଟିଏ ଚାନ୍ଦ ସତେ ଯେମିତି ଷ୍ଟ୍ରିଟ ଲାଇଟ ଧରା ମାଳା ମଝିରେ ଚାରିଛକ ରେ ଟଙ୍ଗା ଯାଇଥିବା ଉଚ୍ଚ ଆକାଶୀ ସେଇ ହେଲୋଜିନ ମାଳl ବସନ୍ତ ରାତ୍ରି ଆଗମନୀ ସୁରଭି ଗୋ ବିକଶିତ ଯୁଗରେ ଯେମିତି ମୋ ଥୁଣ୍ଟା ଲେଖନୀର କବିତା ମାଳା.. ଆଃ କି ଆନନ୍ଦ ସତେ

Loading