Mar
2021
6
*ପ୍ରେରଣା ରାତ୍ରି ର….ମୃତ୍ୟୁଞ୍ଜୟ ଦାସ,*
ପ୍ରେରଣା ରାତ୍ରି ର…. ================ କୋଟିଏ ତାରା ମଧ୍ୟରେ ଗୋଟିଏ ଚାନ୍ଦ ସତେ ଯେମିତି ଷ୍ଟ୍ରିଟ ଲାଇଟ ଧରା ମାଳା ମଝିରେ ଚାରିଛକ ରେ ଟଙ୍ଗା ଯାଇଥିବା ଉଚ୍ଚ ଆକାଶୀ ସେଇ ହେଲୋଜିନ ମାଳl ବସନ୍ତ ରାତ୍ରି ଆଗମନୀ ସୁରଭି ଗୋ ବିକଶିତ ଯୁଗରେ ଯେମିତି ମୋ ଥୁଣ୍ଟା ଲେଖନୀର କବିତା ମାଳା.. ଆଃ କି ଆନନ୍ଦ ସତେ