Oct
2021
4
*ବଝା ମୁଣ୍ଡିଆ – ସୁଧାଂଶୁ ଦାଶ*
*ବଝା ମୁଣ୍ଡିଆ* ସୁଧାଂଶୁ ଦାଶ ************************* ମୁଣ୍ଡ ରେ ମୁଣ୍ଡେ କାଙ୍କେଡିଆ ଚୁଟି ଆଖି ତରାଟି ହୋଇ ଯାଇଛନ୍ତି ଆକାଶାୟିତ ମାଗିବେ ତ ମାଗିବେ ଆକାଶକୁ ଆଞ୍ଜୁଳା ରେ ଆଞ୍ଜୁଳେ ଅମୃତ ସିଞ୍ଚିବାକୁ ମାଟିର ଶୁଖିଲା ଛାତିରେ। ସେ ତ ଭାବେ ବ୍ରହ୍ମାଣ୍ଡ ର କଥା ବେଳ କାହିଁ ତାର ଚିହ୍ନି ବାକୁ ତାର ନିଜର ଆୟୁଷ? ତାର