ଫୁଲ
“ସତରେ କି ଅପୂର୍ବ ସୃଷ୍ଟି
ଏ ଜଗତ ଈଶ୍ୱର ତମର
ସବୁଜ ଧରଣି ଭରା
କେତେ ଫୁଲ ଫଳ ଦେଇଛ ଭରି ।
ଘାସ ,ପତ୍ର ସବୁ ତମର ଅନନ୍ୟ ଉଦାହରଣ
ସକାଳ ଆଧାର ତମେ
କେତେବେଳେ ଫୁଲ ମନ୍ଦିର ଡାଲାରେ ମୁଁ କେତେବେଳେ ମୁଁ କାହାର ମଥାରେ ପୁଣି କେତେ ବେଳେ ପ୍ରଭୁ ଙ୍କ ଚରଣେ ।
ଫୁଲ ଟିଏ ନିଜ ବାସ୍ନା ମହକରେ
ଭରିଦିଏ ସଭିଙ୍କ ପ୍ରାଣ
କ୍ଷୁଦ୍ର ହେଲେ ମଧ୍ୟ ପାଖୁଡ଼ା ଭିତରେ ଗଢା ଫୁଲ ର ଶରୀର ।
ଫୁଲ ଚନ୍ଦନ କରିଦିଅ ପ୍ରଭୁ
ସଦା ତୁମ ମଥାରେ ପାଦ ତଳେ ସାଜିବି
ଫୁଲ ପରି କୋମଳ କର ହେ ପ୍ରଭୁ
ବାସ ଦେଇ ଦେଇ ରହିଯିଵି ।
ସେ ଜୀବନେ ଶାନ୍ତି ମିଳଇ
କେତେ ଫୁଲ ଯିଏ ହେବ ସେ ବୁଝିବ ତାର ମୂଲ୍ୟ ।”
ନାମ _ଅନିତା ବିଶ୍ଵାଳ
ଜିଲ୍ଲା _ସୁନ୍ଦରଗଡ଼ ।