April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ନିଃଶବ୍ଦ ଦୃଶ୍ୟ — ସୁଧାଂଶୁ ଦାଶ

ନିଃଶବ୍ଦ ଦୃଶ୍ୟ

ନିଃସଙ୍ଗ ପଥରରେ ଲେଖା ହୋଇଛି
ଶୀଳାଲେଖ ତାର ଜୀବନର
ସବୁ ସତେ କେତେ ପରିଚିତ
ଝରଣା ରେ ବହୁଥିବା ତାର ନିଃଶ୍ବାସ ର ଛନ୍ଦ
ପିଉ ଥାଏ ସାରା ଅନ୍ତରୀକ୍ଷ।
ସବୁଠି ଶ୍ବାସରୁଦ୍ଧ ଭିଡ଼
କେହି କାହାକୁ କିଛି କହୁ ନଥିବାର କୋଳାହଳ
ହାତ ଧରାଧରି ଧରି ହୋଇ ଚାଲୁ ଥାନ୍ତି ଦୃଶ୍ୟ ମାନେ ନିଃଶବ୍ଦ ରେ
ହେଲେ ମାଟି ଟିକେ ମିଳୁନି କେଉଁଠି
ନିଜ ସହ ନିଜେ କଥା ହେବାକୁ ମୁହୁର୍ତ୍ତେ।
ଗୋଟେ ଅନିଶ୍ଚିତ ଫେରି ଆସିବାରେ
ଖାଲି ଯିବାଟା ସିନା ସାର?
ତଥାପି
ପତ୍ରଝଡା ଚୈତ୍ର ଡେମ୍ଫ ର ଏକୁଟିଆ କାଠ ଚମ୍ପା
ସତେ ଯେମିତି ପାଇଛି ତାର ବୈଶାଖୀ ପୁନର୍ଜନ୍ମ
ଲେଖୁଛି ତାର ନାଁ, ଗାଁ ଓ ଠିକଣା
ଦରମଲା ଘରର ଉଜୁଡା କାନ୍ଥରେ।

ସଜଡା ଉଜୁଡା ରେ ବା କ’ଣ ଅଛି ତାର
ବୈରାଗୀ ର ଶୂନ୍ୟଥାଳ ତ ମୂଳରୁ ଲକ୍ଷହୀନ
ଛଳ ଛଳ ହସୁଥାଏ
ମହାଶୂନ୍ୟ ର ଅନ୍ତର କୁ ଭେଦି
ଉଖାରୁଥାଏ ଅନ୍ଧାର ର ସ୍ନାୟୁ କେନ୍ଦ୍ର
ତାର କେନ୍ଦ୍ର ବିନ୍ଦୁ ର ବିପୁଳ ଗର୍ଭରେ

ସୁଧାଂଶୁ ଦାଶ
ଅନକ୍ସା ଭବନ
ଅଦାଲତ ଛକ
ଢେଙ୍କାନାଳ
୬.୩ ୨୦୨୦

Loading

4 thoughts on “ନିଃଶବ୍ଦ ଦୃଶ୍ୟ — ସୁଧାଂଶୁ ଦାଶ

  1. I’m gone to inform my little brother, that he should also pay a quick visit this web site on regular basis to obtain updated from newest news update.

  2. What i don’t understood is in reality how you are now not really much more smartly-liked than you
    might be right now. You are so intelligent.
    You already know therefore significantly when it comes to this matter,
    produced me individually believe it from so many various angles.
    Its like women and men aren’t interested until it is something to do with Lady gaga!
    Your own stuffs outstanding. All the time handle it up!

Leave a Reply

Your email address will not be published. Required fields are marked *