Mar
2021
7
ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧ (୨)
ସୂର୍ଯ୍ୟୋଦୟ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧ (ତା- ୭ ମାର୍ଚ୍ଚ ୨୦୨୧ରିଖ) *ବିଷୟ- ନିଷ୍ଫଳ ବୟସ* *ଆଦ୍ୟଶ୍ୱର- ମନୋଜ କୁମାର ପଣ୍ଡା* ରକ୍ତ ଜୁଡୁବୁଡୁ ନିଷ୍ଫଳ ବୟସ ଦେହଗଛ ଉହଳରେ ତୋଫା ଚେହେରାକୁ ଅଲୋଡ଼ା ଅଳିଆ ମୋତେ ଅଟ୍ଟହାସ୍ୟ କରେ।। ୨–ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର ଯାଜପୁର, ଓଡିଶା ରଙ୍ଗମାଖିଦେଲେ ଲୁଚିଯାଏ କିବା ନିଷ୍ଫଳ ବୟସ ଛାପ ଜରା କାୟାକଳ୍ପ