ପ୍ରେରଣା ରାତ୍ରି ର….
================
କୋଟିଏ ତାରା ମଧ୍ୟରେ ଗୋଟିଏ ଚାନ୍ଦ
ସତେ ଯେମିତି ଷ୍ଟ୍ରିଟ ଲାଇଟ ଧରା ମାଳା
ମଝିରେ ଚାରିଛକ ରେ ଟଙ୍ଗା ଯାଇଥିବା
ଉଚ୍ଚ ଆକାଶୀ ସେଇ ହେଲୋଜିନ ମାଳl
ବସନ୍ତ ରାତ୍ରି ଆଗମନୀ ସୁରଭି ଗୋ
ବିକଶିତ ଯୁଗରେ ଯେମିତି ମୋ
ଥୁଣ୍ଟା ଲେଖନୀର କବିତା ମାଳା..
ଆଃ କି ଆନନ୍ଦ ସତେ ପ୍ରେମିକା ନାହିଁ
ଆଉ ପ୍ରେମିକର ୟେ ତୃଷନିତ ବିଳାପ??
ବଉଳ ପେନ୍ଥି ଗୋଡି ଆମ୍ବ ହେଉଛି..
ଭୋରୁ କୋଇଲି କୂ କୂ ଡାକୁଛି..
ରାଧା ଆଉ କୃଷ୍ଣଙ୍କ ବସନ୍ତ ପଞ୍ଚମୀ
ଆଜି ସପ୍ତମୀ ହେଲାଣି ଆଉ
୬ ଦିନେ ଶିବରାତ୍ରି ହେବ…
ସେଇଠୁ ଫଗୁଣ ମହାକିବ…
ଫଗୁ ଥାଳି ଧରି କାଳିଆ ରସିକ..
ବୃନ୍ଦାବନେ ରାସ ରଚିବ.. ଆଉ!!!
ସେଇ ଛନ୍ଦରେ ଫଗୁ ଗନ୍ଧରେ..
ମୋ ରାଧା କୃଷ୍ଣ ପ୍ରେମୀ ଗାଇବ..
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ…
ମୃତ୍ୟୁଞ୍ଜୟ ଦାସ,
ଶ୍ରୀକ୍ଷେତ୍ର ପୁରୀ ll
1,169 total views, 1 views today