April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2021
6

*ଚୋରେଇ ନେଇଛ ମନକୁ — ସରୋଜ କୁମାର ସାହୁ*

ଚୋରେଇ ନେଇଛ ମନକୁ ,,,,,,,,,,,,,,,,,,,,,,,,,,,,,,,,,, ସରୋଜ କୁମାର ସାହୁ ଦେଖୁଛି ସପନ ରହିଛି ଗୋପନ ଚୋରେଇ ନେଇଛ ମନକୁ କେବେତ ଆସିବ ପକ୍ଷୀରାଜ ଚଢି ଅପେକ୍ଷା ମୋର ସେ ଦିନକୁ। ଦେହସାରା ମୋର ଯଉବନ ବାସ ଏବେଠୁ ହେଲାଣି ଅଥୟ ବାନ୍ଧବି କେମିତି ଗଭାରେ ଗଜରା ରୂପକୁ କରିଣ ସଞ୍ଚୟ। ଲାଜେଇ ଯାଉଛି ଆକାଶର ଜହ୍ନ ଦେଖି କଳାମେଘୀ

Loading

Mar
2021
6

*କବିତା — ପ୍ରସନ୍ନ କୁମାର ସାହୁ*

କବିତା,,,,,, କବିତା କବିର ମାନସ କନ୍ୟା କବି ତା ଠି ଆନନ୍ଦିତ ଅନନ୍ୟା। କବି ତା ର ସୁଖ ଦୁଃଖ ଥିଲେ କବିତା ର ବକ୍ଷ ରେ ସେ ଢାଳେ। କବିତା ସୁନ୍ଦର ଯଦି ହୋଇ ଯାଏ କବି ତା ର ପ୍ରସିଦ୍ଧି ବଢାଇ ଥାଏ। କବି ତା ର ବକ୍ର ଚାହାଣି ଦିଏ କବିତା ଆଧୁନିକା ହୋଇ

Loading

Mar
2021
6

*ଏକ କପ୍ କଫି–ସୀମାଞ୍ଚଳ ପଣ୍ଡା*

******* *ଏକ କପ୍ କଫି* ****** ************ ସୀମାଞ୍ଚଳ ପଣ୍ଡା ************ ଶୀତ ସକାଳରେ କାକର ବେଳାରେ ମନ ଚାହୁଁ ଥିଲା ଅଲଗା କିଛି, ଆନ ମନା ମୋର ଏକଲା ପଣର କରିଦେଲ ଦୂର ସୁଯୋଗବାଛି। ସରାଗେ ଡାକିଲ ସାହାରା ହୋଇଲ ଦେଇଗଲ କପେ ଗରମ କଫି, ଅଜଣା ମୋ ଭାବେ, ମହା ଅନୁଭବେ ମନ ଦେଇ ମନ

Loading

Mar
2021
6

*ଏକ କପ୍ କଫି– ପ୍ରେମଲତା ସାହୁ(ଖୁକୁନି)*

# **ଏକ କପ୍ କଫି** ବସି ଥିଲେ ଯେବେ ରେଷ୍ଟୁରାଣ୍ଟ ପାଖେ ଧରି ଏକ କପ୍ କଫି, କରୁଥିଲେ କେତେ ଆମେ ବାର୍ତ୍ତାଳାପ କହୁଥିଲା ଦୁଇ ଆଖି।। ନିରୀହ ଆଖିରେ ଚାହୁଁ ଥିଲ ଯେବେ ମୋର ଏ ଦୁଇ ଚକ୍ଷୁ କୁ, ସ୍ତବ୍ଧ ହୋଇଗଲି କିଛି କ୍ଷଣ ପାଇଁ ଟାଣିଲ ତୁମ ପାଖକୁ।। ଲାଜ ଲାଜରେ ଝାଉଁଳି ଗଲି

Loading

Mar
2021
6

ଏକ କପ କଫି — ପ୍ରଶାନ୍ତ କୁମାର ସେଠୀ

ଏକ କପ କଫି ————————— ଶୁଭୁଥିବ ସ୍ଵର କାକ କାକଳୀର ଉଇଁ ଆସୁଥିବେ ପୂର୍ବେ ଦିବାକର ସଦ୍ୟ ସ୍ନାତା ବୋହୁ ଅତି ତରବରେ ଉଷ୍ଣ କଫି କପ ବଢ଼ାଇ ହାତରେ ଶଶୁର ଆଶିଷ ନିଅନ୍ତି ଖୁସିରେ ।। ସମୟ ପ୍ରହାର ବରଫ ଚାଦର ଥରି ଯାଉଥାଏ ହାତ ଗୋଡ଼ ତାର ସମର୍ପିତ ସୀମା ଜଗୁଥାଏ ବୀର ନିରୁପାୟ କିନ୍ତୁ

Loading

Mar
2021
6

*ଏକ କପ୍ କଫି — ଜାହ୍ନବୀ ଚୌଧୁରୀ*

ଏକ କପ୍ କଫି ☕☕☕☕ ତୁମ ଓ ମୋ ସଂପର୍କରେ ରାଗ ରୁଷା ଆଉ ଅଭିମାନରେ ନିଜ ନିଜ ଭିତରର ଜିଦିରେ ଝଡ ଉଠେ ଏକ କପ୍ କଫିରେ ଅଫିସରୁ ଫେରିବା ପରେ ବାଉଳେ କିଭଳି ଅଭ୍ୟର୍ଥନାରେ ସକାଳ ଅବୁଝା ସଂଧ୍ୟାକୁ ବୁଝେଇବାରେ କଫି ବାହାନାରେ ଆପଣେଇବାରେ ଯେତେ ହେଲେ ବି ତତଲା ପାଣିରେ ଜାଣିନି ମଧୁ ଉପହାର

Loading

Mar
2021
6

ଏକ କପ୍ କଫି — ମନସ୍ଵିନୀ ମିଶ୍ର

  ଶୀର୍ଷକ :- ଏକ କପ୍ କଫି ଦିନର ଅୟମାରମ୍ଭେ ପ୍ରଭାତର ଅଙ୍କୁରଣରେ ଖୋଜା ପଡେ ମାତ୍ର ଏକ କପ୍ କଫି ନାଲି ନାଲି ନରମ ଓଠକୁ ଗରମ ଗରମ କଫି ସତେ ଯେପରି ପ୍ରେମୀ ଯୁଗଳଙ୍କ ସମ୍ପର୍କ କଫି ସାଥେ ଖବର କାଗଜ ପଢ଼ିବାର ମଜା ନିଆରା କଫି ସପ୍ ରେ ପ୍ରେମୀ ସାଥେ ବନ୍ଧୁ ସାଥେ

Loading

Mar
2021
6

*ଏକକପ୍ କଫି_ସରୋଜ କୁମାର ସାହୁ*

# #ଏକକପ୍_କଫି_ ଶାନ୍ତ ଅଶାନ୍ତର ବାତାବରଣ ଭିତରେ ଏକଲା ପଣରେ,ଶୀତୁଆ ସକାଳରେ ଚାଲି ଚାଲି ପାଦ ଥକି ଗଲା ପରେ ମନ ଅଟକିଯାଏ ଏକକପ୍ କଫିରେ ।। ପ୍ରେମାଳାପ କରିବା ବାହାନାରେ ଅନ୍ତରଙ୍ଗ ମୁହୂର୍ତ୍ତରେ,ମିଳନରେ ବିଛେଦରେ ଅତିଥି ପହଞ୍ଚିଲେ ଘରେ ଭାବ ଯୋଡ଼ିହୁଏ ଏକକପ୍ କଫିରେ ।। କେବେ କେବେ ଅଫିସ୍ ଭିତରେ କାମକୁ ସଫଳ କରିବାରେ ବଡ଼

Loading

Mar
2021
6

*”ଏକ କପ କଫି” — ଶାରଙ୍ଗ ଧର ସାହୁ*

  “ଏକ କପ କଫି” (ରାଗ :- ଚୋଖି) ପାହିଲା ରଜନୀ ଦେଖ ଡାକଦେଲେ କାକ ପିକ ଆଖି ମଳି ମଳି ସର୍ବେ ଉଠିଲେ ଚେଇଁ , ମାନ୍ଦା ଲାଗଇ ଶରୀର ହାଇ ଆସେ ବାରମ୍ବାର ମନ ହୁଏନାହିଁ ଶଯ୍ୟା ଛାଡିବା ପାଇଁ । ଡାକଦେଲେ ସଂସ୍କାରି ବହୁ…… , କଅପେ କଫିରୁ ଦିନ ଆରମ୍ଭ ହେଉ…।।୧।। “ଏକ

Loading

Mar
2021
5

*ଆଶ୍ଚର୍ଯ୍ୟ — ପ୍ରସନ୍ନ କୁମାର ସାହୁ*

  ଆଶ୍ଚର୍ଯ୍ୟ,,,,,,,,, ମୁଁ, ହୁଏ, ଆଶ୍ଚର୍ଯ୍ୟ, ଶୁଣିବାକୁ, ମନ ମାଲିନ୍ୟା, ସ୍ଵାମୀ ସ୍ତ୍ରୀ ମଧ୍ୟାରେ, ପ୍ରାୟ ଅଳପ ବହୁତ୍, ଯେ ନିବିଡ କରେ ସମ୍ପର୍କ, ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ। ମୁଁ, କିନ୍ତୁ, ପାଇନି, ସେ ସୁଯୋଗ, ସେ ସମ୍ପର୍କ କୁ, ନିବିଡ କରିବା, ଆମ ଝଗଡା ପରେ, ଦୀର୍ଘ କୋଡିଏ ବର୍ଷରେ, ଶୌ ଭାଗ୍ୟ କି

Loading