March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଝରାଫୁଲ — ଶକୁନ୍ତଳା ପରିଡ଼ା

ଝରାଫୁଲ
!!!!!!!!!!!!!! 🌷🌷!!!!!!!!!!!!!!!!!!!!!!!!!!!!!!

ଫୁଲଟିଏ ଫୁଟିଥାଏ କେତେ ସରାଗରେ
ଫୁଟି ପୁଣି ହସୁଥାଏ ଘର ଅଗଣାରେ
ତା ମହକରେ ପୁରି ଉଠେ
କେତେ ଖୁସି କେତେ ମାଆ କୋଳେ।।

ତା କୁନୀ କୁନୀ ପାଦ ଯେବେ
ଥାପି ଚାଲୁଥାଏ ଦାଣ୍ତ ପିଣ୍ଡାରେ
ସତେ ଅବା କଉ ସରଗର ପରୀ
ଓଲେହି ଆସିଛି ଏ ଧରାପୃଷ୍ଠରେ।।

ତା କୁନୀ କୁନୀ ଓଠେ ଯେବେ
ଡାକେ ବାପା ମାଆ
ଜୀବନ ସାର୍ଥକ ପାଲଟିଯାଏ
କି ବିଚିତ୍ର ନିୟମ ଏ ବିଧାତାର ଆହା।।

ସେଇ କୁନୀ ଫୁଲ ଯେବେ
ଫୁଟି ବଡ ହୁଏ
କେତେ ଆଶାର କିରଣ ନେଇ
ସାଥେ ଚାଲୁଥାଏ।।

ଚାଲୁ ଚାଲୁ କେବେ ବାଟରେ
କଣ୍ଟା ଭେଟ ହୁଏ
ଆଉ ସେ କଣ୍ଟାରେ ରକ୍ତାତ ହୋଇ ସେ
ଝରାଫୁଲ ପରି ଅଦିନରେ ଝଡିଯାଏ।।

ସବୁ ଆଶା ଆଲୋକର ଦୀପ
ଲିଭି ଅନ୍ଧାର ପାଲଟିଯାଏ
କେତେ ନୀରହ ବାପାମାଆମାନେ ଝରାଫୁଲ
ଭଳି ଅନେକ ଫୁଲ ବିୟୋଗରେ ଭାଙ୍ଗିପଡ଼ିଯାଏ।।

 

ଶକୁନ୍ତଳା ପରିଡ଼ା
ଗାରୋଇ (ଡାହାଣିଖିଆ), ନାଉଗାଁ, ଜଗତସିଂହପୁର

Loading

6 thoughts on “ଝରାଫୁଲ — ଶକୁନ୍ତଳା ପରିଡ଼ା

  1. Every weekend i used to go to see this web site, for the reason that i wish for enjoyment, since
    this this web site conations actually nice funny material too.

  2. Hi! I understand this is kind of off-topic however I had to ask.

    Does building a well-established blog such as yours require a large amount of work?
    I’m completely new to blogging however I do write in my diary daily.
    I’d like to start a blog so I can share my experience and views online.
    Please let me know if you have any kind of recommendations or tips for
    brand new aspiring blog owners. Thankyou!

  3. I do accept as true with all the ideas you have presented on your post.
    They are really convincing and can definitely work.
    Nonetheless, the posts are too short for beginners.
    May just you please extend them a little from subsequent time?
    Thank you for the post.

  4. I think that what you said made a great deal of sense.
    However, think on this, what if you added a little content?
    I am not suggesting your content is not solid, but suppose you added a title to possibly get folk’s attention?
    I mean ଝରାଫୁଲ — ଶକୁନ୍ତଳା ପରିଡ଼ା is a little plain. You might peek at Yahoo’s home page and
    watch how they create article titles to grab
    viewers to click. You might try adding a video or a picture or two to get people excited about what you’ve got to say.
    Just my opinion, it might bring your website a little livelier.

Leave a Reply

Your email address will not be published. Required fields are marked *