Mar
2021
7
ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ମନ ଖୋଲି କଥା ହେବା ଜଗତସିଂହପୁର ଜିଲ୍ଲାର ସୁନାଝିଅ ଆୟୁଷ୍ମତୀ ସୁଶ୍ରୀ ସୋନାଲି ସ୍ବାଇଁ ଙ୍କ ସହିତ
ନାମ-ସୋନାଲି ସ୍ୱାଇଁ ମାତାଙ୍କ ନାମ-:ଡଲି ସ୍ୱାଇଁ ପିତାଙ୍କ ନାମ-:ନିରଞ୍ଜନ ସ୍ୱାଇଁ ଜନ୍ମମାଟି/ଠିକଣା-:ବାରିଲୋ, ବୋରିକିନା, ଜଗତସିଂହପୁର ଜନ୍ମ ତାରିଖ-03:05:1999 ଶିକ୍ଷା ଗତ ଯୋଗ୍ୟତା-ଉଦ୍ଭିଦବିଜ୍ଞାନ ରେ ସ୍ନାତକ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ମୁଁ ଭାବେ ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ, ପରିବର୍ତ୍ତନ ରେ ସାହାଯ୍ୟ କରେ l ଆମେ ମୁହେଁମୁହେଁ କହି ଦେଉଥିବା ସିଧା ନୀତିବାଣୀ କାହା