*First love in first-sight* When I was in my first spring… I could see … A beautiful sun set of cherry riping… Knocked at my life so far, I was spellbound, It is just a memory now Which is hidden in my
Read More
ସ୍ମୃତି ଅଭିଳାଷ ————– ମନ କାଗଜରେ ଅଲିଭା କାଳୀରେ ଲେଖିଛି ମୁଁ ତୁମ ସ୍ମୃତି, ହୃଦୟର କେଉଁ ନିଭୃତ କୋଣରେ ରଖିବି ତାକୁ ସାଇତି। ସମୟ ସରିବ ଦିନ ବିତିଯିବ ବର୍ତ୍ତମାନ ହେବ ଇତି, ଜାଣେନା ଭବିଷ୍ୟ କିଅବା ରହିଛି କ’ଣ ଚାହିଁଛି ନିୟତି ? ଏତିକି ମାଗିବି କାଳିଆ ପାଖରେ ଦେଉତା’ କୃପା ବରଷୀ, ଛୋଟିଆ ନାଆ
Read More
🙏ଜୟ ଜଗନ୍ନାଥ 🙏 କାହିଁକି ତୋତେରେ ଡାକିବି କାଳିଆ ତୁ ତ ସବୁଠାରୁ ବଡ଼ କପଟୀ କାହାକୁ ଖୋଉଚୁ କ୍ଷିରି ସର ପୁରି ମୋ କପାଳେ ଖାଲି ଶୁଖିଲା ରୁଟି ପିନ୍ଧୁଅଛୁ ତୁହି ପାଟ ପିତାମ୍ବରୀ ମୁଁ ପିନ୍ଧେ ଖାଲି ଛିଣ୍ଡା କନା ଟି ଭୁଞ୍ଜୁଅଛୁ ତୁହି ଷାଠିଏ ପଉଟି ବାସି ପଖାଳେ ମୋ ଯାଏ ଦିନଟି ଚନ୍ଦନ
Read More
ଜୀବନ ଯୁଦ୍ଧ ଜୀବନର ଅନ୍ଯ ନାମ ସଙ୍ଘର୍ଷ ! ଯେବେ ଚାଲିବାକୁ ଅଛି ତେବେ ତ ଝୁଣ୍ଟିବାକୁ ହେବ ଅବଶ୍ଯ ! କେବେ ଭାଗ୍ୟ ହାତରେ ଦିଅନା ଅସ୍ତ୍ର , ଜୀବନ ଯୁଦ୍ଧରେ କେବେ ହୁଅନା ନିଅସ୍ତ୍ର । ସଶସ୍ତ୍ର କରାଳର ହାତେ ଏଠି ଅସ୍ତ୍ର ଲଢିଲେ ହେବ ସିନା ବାଟ ପ୍ରଶସ୍ଥ । ହାରିବା ଜିତିବାର ମାନେ
Read More
ବାପାଙ୍କ ସାଇକେଲ ବାପା – ତୁ ବା କେମିତି ଜାଣିବୁ ଏଇ ସାଇକେଲ ତ ବୋଉ ଆଉ ମୋର ସ୍ୱପ୍ନର ସାଥି? ହୁଁ ତୁ ଯେତେବେଳେ ଛ ମାସର ହେଇଥାଉ ସେତେବେଳେ ତ ବୋଉ ଆଉ ମୁଁ ତତେ ନେଇ ଅନେକ ସ୍ୱପ୍ନ ଦେଖୁ ଆଉ ତାକୁ ପୂରଣ କରିବା ଲକ୍ଷ୍ୟରେ ଏଇ ସାଇକେଲ ଟି କିଣିଥାଏ ମୁଁ
Read More
ବିନାଶ କାଳେ ======== ବିନାଶ କାଳେରେ ଷଢରିପୁ ଜାଗେ ମନରେ ବାନ୍ଧିଣ ବସା ଆୟତ୍ତ ବାହାରେ କର୍ମ ହୁଏ ପୂରା ଭୋଗିବାକୁ ନାନା ଦଶା ।। କାମନା ଅନଳେ ଭସ୍ମୀଭୂତ ହେଲେ ପୁଣ୍ୟ ପରି ଲାଗେ ସବୁ କିଛି ନ ରହିବ ଅନୁତାପ ବେଳେ ନର୍କେ ଘାଣ୍ଟି ହେଉ ଥିବୁ ।। କ୍ରୋଧ ଅଟେ ନିଜେ ନିଜର ବଇରୀ
Read More
“” ଅବ୍ଜମିଳନ“” ରାତି ପରା ସତ ଚେଷ୍ଟା କରି ପରସ୍ତ ପରସ୍ତ କରି ଘୋଡେ଼ଇ ଘାଡ଼େଇ ଲୁଚେଇ ପାରିନି ଜମା ଜହ୍ନକୁ , ଠିକ୍ ଯେମିତି ତୁମ କଳା ଶାଢ଼ୀ ତଳୁ ଜହ୍ନ ଠାରୁ ବେଶୀ ଦାଉ ଦାଉ ତୁମ ରୂପ ଜଳୁଛି ଶାଢ଼ୀ ଭେଦି ମୋ ଆଖିର ରେଟିନା ଚୁମୁଛି ମୁଁ ଦେଖୁଛି ତୁମ ଠାରୁ ଆହୁରି
Read More
ବାପା କହିଛନ୍ତି ମୋତେ ଦୁଷ୍ଟଜନ ସଙ୍ଗେ ଜମ୍ମା ମିଶିବୁନି ଧୂଳି ମିଶେଇବେ ଭାତେ ନିଜେ ଖାଇବେନି ତତେ ବି ଦେବେନି ଢାଳିବେ ସେ ଚୁଲିଗାତେ । ମାଦକ ଦ୍ରବ୍ୟକୁ କେବେ ଛୁଇଁବୁନି ଯେତେ ଯାଚୁ ଯିଏ ତତେ ନିଜେ ପେଟେ ପିଇ ମାତାଲ ଉପାଧି ଧରେଇ ଦେବେ ତୋ ହାତେ। କୁଜିନେତା ସଙ୍ଗେ ଭାବ କରିବୁନି ପିଠି ଥାପୁଡ଼ନ୍ତୁ
Read More
➖➖ରେଣୁଅପା➖➖ (ପ୍ରଥମ ଭାଗ) (ଧାରାବାହିକ ଉପନ୍ୟାସ) 🖌️🖌️🖌️🖌️🖌️🖌️ ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର
Read More
*ହିନ୍ଦୁ ନବବର୍ଷ* ଭାରତ ମାତା ର ଯେତେକ ସନ୍ତାନ ମୋ ପ୍ରିୟ ଭଉଣୀ ଭାଇ, ହିନ୍ଦୁ ନବବର୍ଷେ ଶପଥ ନେବା ହେ ହିନ୍ଦୁତ୍ୱ ର ଦ୍ୱାହି ଦେଇ ।। ସଂସ୍କାର ସଂସ୍କୃତି ଯେତେ ହିନ୍ଦୁ ନୀତି ସବୁକୁ ଦେଇ ସମ୍ମାନ, ହିନ୍ଦୁସ୍ଥାନ ନାମ ସଫଳ କରିବା କରି ମାତା ଜୟଗାନ ।। ଆଜି ଚୈତ୍ର ଶୁକ୍ଳ ପ୍ରତିପଦ ତିଥି
Read More
*ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ* ——————————- ଭାରତ ମାତାର କୋଳେ ଜନ୍ମିଛି ଓଡିଶା ମାଟିକୁ ଛୁଇଁ ଉତ୍କଳ ମାତାର ସନ୍ତାନ ମୁହିଁ ଓଡିଶା ମୋ ଜନ୍ମ ଭୂଇଁ ll ଫୁଟିଛି ଉତ୍କଳ ଭାଷା କମଳିନୀ ସଭିଁଙ୍କୁ ମିଳୁ ଭାଷା ପ୍ରୀତି ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା ଲହରୀ ଉଠୁ ଓଡିଶା ଜ୍ୟୋତି ll ଧନ୍ୟ ଏ ଓଡିଶା
Read More
#ଡିବିରି ଡିବିରି ସନ୍ଧ୍ୟାରାଣୀ ଦାଶ, କୋରାପୁଟ _______ ଆଜି ସକାଳୁ ବହୁତ ବ୍ୟସ୍ତ ଥିଲା ରୀନା ।ଝିଅ ତା’ର ପ୍ରଥମ ଥର ହଷ୍ଟେଲ ଯିବ। ସେଥିପାଇଁ ତାକୁ ସବୁ ସଜାଡିବାକୁ ପଡୁଛି ଛୋଟରୁ ଛୋଟ ଜିନିଷ। ମନଟା ତା’ର ଭାରି ଭାରି ହେଇ ଯାଇଥିଲା ଏକଦମ୍।ଆଷାଢ଼ର ବର୍ଷା ବୁନ୍ଦା ଭଳି ବଡ଼ ବଡ଼ ଵରକୋଳିଆ ଟୋପା ଯେମିତି ଆଖି
Read More
#ଡିବିରି ମନୁଆଟା ବାପ ଛେଉଣ୍ଡ।ବଡ଼ ଘର ପିଲା ହିଁ କୁଆଡେ ଅଧିକ ପଢନ୍ତି ଏତିକି ମନୁଆ ବୋଉ କହେ,ହେଲେ ସେ କିଛି ବୁଝେନି।ପାଠ ପଢିବା ହିଁ ତା’ର ଏକମାତ୍ର ଉଦ୍ଦେଶ୍ୟ। ତା ବୋଉ ପର ଘର ପାଇଟି କରିବାକୁ ଗଲାବେଳେ ମନୁଆ କହି ଦିଏ,”ବୋଉ ଲୋ ବୋଉ!!ଆସିଲା ବେଳେ ଭାତ ମାଗି ଆଣି ମାଗିବୁନି,ଆଣିବୁ ଖାଲି ଡିବିଏ ତେଲ।ରାତି
Read More
##ଡିବିରି## ଡିବି ଡିବି ଡିବି…… ମୁନ୍ଦେ କିରୋସିନି ଗୋଟେ ସଳିତା, ଯେତେ ଜାଳୁଥିବ ବସି ଜାଳୁଥା…. ଆ ମାଉସୀ ଆ ମଉସା ଡିବିରି ପରା ମୋ ବେଉସା। ନିଅ ନିଅ ନିଅ ଭଳିକି ଭଳି ଅନ୍ଧାର ଦୂରିବ ଆଲୋକ ଆସିବ ଅନ୍ଧାର ଫୁଟାଣି ଯିବ ମଉଳି। ଏମିତି ନୂଆ ଶବ୍ଦରେ ଚାକଚକ୍ୟ ଘରେ ବଢ଼ିଥିବା ମୁନା ଆଶ୍ଚର୍ଯ୍ୟ ହୋଇ
Read More
#ଡିବିରି ଆଈ – ଆଲ ମା’ ସୀମା ! କୁଆଡ଼େ ଗଲୁ ? ମୋ ଡିବିରିରେ ଟିକିଏ ତେଲ ପୁରେଇ ଦେଲୁ । ମୋର ତ ବୟସ ହେଲାଣି ହାତ ଥରଥର ହେଉଛି । ସୀମା (ନାତୁଣୀ) ଆସି ଆଈ ! ତୁ କାହିଁକି ଏଇ ଅଧାଭଙ୍ଗା ଡିବିରି ପାଇଁ ଏମିତି ହଉଛୁ ? ଏବେ ତ ଏମରଜେନ୍ସି
Read More
ଡିବିରି: -ସେଦିନ ଅ….ଆ….ଇ… ଈ….ଏହି ଶବ୍ଦରେ କମ୍ପି ଉଠୁଥାଏ ବିଦ୍ୟାଳୟ ପରିସର l ମୁଁ ନେଇଥିବା ଚକ୍ ଖଡ଼ିକୁ ଦୁଇଖଣ୍ଡ କରି ରାଣୀ ଆଉ ମୁଁ ଏହି ଚାରୋଟି ଅକ୍ଷର ବାରମ୍ବାର ଘୋଷୁଥାଉ ସିଲଟରେ l ବିଜୁଳି ଚାଲିଗଲା ତେଣୁ ଆମେ ନେଇଥିବା ଡିବିରି କୁ ଜାଳି ପୁଣି ମାତିଗଲୁ ଅ.. ଆ…ଘୋଷାରେ l ରାଜୁ ଆମ
Read More
#ଡିବିରି ସନ୍ଧ୍ୟା ସମୟ, ଘର ସାଜସଜ୍ଜାରେ ବ୍ୟସ୍ତ ଥିଲେ ଚାନ୍ଦିନୀ ମ୍ୟାଡ଼ାମ | ହଠାତ ଖାକି ପୋଷାକରେ ଥିବା ପ୍ରୀତମ ବାବୁ ଘର ଭିତରକୁ ପଶିଯାଇ ଚାନ୍ଦିନୀଙ୍କ ଶାଢ଼ୀ କାନିକୁ ଧରି ପକେଇଲେ | ଚାନ୍ଦିନୀ ପଛକୁ ବୁଲିଯାଇ ଟିକେ ରାଗିକି କହିଲା, ” ମୁଁ ଜାଣିଥିଲି ତମେ ହିଁ ଆସିଥିବ, ଇଏ ସବୁ କି ଦୁଷ୍ଟାମୀ କରୁଛ
Read More
ଶୀର୍ଷକ – ଡିବିରି ସ୍ମୃତିର ପୃଷ୍ଠା ସବୁକୁ ଖେଳେଇ ବସିଲେ କୋଉ ଗୋଟେ ପୃଷ୍ଠା ଭିତରେ କିଛି ଛୋଟ ଛୋଟ ନିର୍ଜୀବ ଇତିହାସ ସହ ବେଳେ ବେଳେ ଭେଟ ହୋଇଯାଏ। ଯେଉଁ ଇତିହାସ ଗୁଡିକ ସ୍ମୃତିଟିଏ ହୋଇଗଲା ପରେ ଆଉ ନିର୍ଜୀବ ପରି ଲାଗନ୍ତି ନାହିଁ । କାରଣ ସେମାନଙ୍କ ସହ ଯୋଡି ହୋଇଯାଏ ଅଭୁଲା ମୁହୂର୍ତ୍ତ, ଅଭୁଲା
Read More
ଅଣୁ ଗଳ୍ପ – ଡିବିରି **************** ରାତିର ଅନ୍ଧାର ବଢ଼ି ବଢ଼ି ଯାଉଥାଏ। ଝାଟିମାଟିର କାନ୍ଥକୁ ଡେରି ହୋଇ ଖଣ୍ଡିଏ ବହିଧରି ମୁନା ପାଠ ପଢୁଥାଏ। ମନରେ ଅନେକ ଆଶା ଓ ଆକାଂକ୍ଷା ଉଙ୍କି ମାରୁଥାଏ। ବଡ଼ ହେଲେ ଜଣେ ସଚ୍ଚୋଟ ପୋଲିସ ଅଫିସର ହୋଇ ନିଜ ଗ୍ରାମ ଓ ଦେଶର ରକ୍ଷା ପାଇଁ ଲଢ଼ିବ। ଏମିତି ଅନେକ
Read More
ଡିବିରି ବାପା! ବାପା! ଆଇ କହୁଥିଲା, ତୁମ ସମୟରେ କରେଣ୍ଟ ବ୍ୟବସ୍ଥା ନଥିଲା କେବଳ ବତୀଟିଏ କାଁ ଭାଁ କିଛି ଲୋକଙ୍କ ପାଖରେ ଥିଲା | ସେକାଳରେ କରେଣ୍ଟ ବ୍ୟବସ୍ଥା ନଥିଲା ତେଣୁ କିଛି ଲୋକ ବତୀର ସାହାଯ୍ୟ ନେଉଥିଲେ କିନ୍ତୁ ବାପା, ମୁଁ ଜେଜେମାଙ୍କ ଠାରୁ ଶୁଣିଥିଲି ଜେଜେବାପାଙ୍କ ଅମଳ ବହୁତ ଗରୀବ ଥିଲେ ତେଣୁ ତୁମ
Read More
Posts navigation