Apr
2022
23
*ମୋ ବାବୁ ମୋ ଧନ –ଜ୍ଯୋତ୍ସ୍ନାରାଣୀ*
ମୋ ବାବୁ ମୋ ଧନ !!!!!!!!!!!!!!!!!!!!!!!! ମୋ ବାବୁରେ,ମୋଧନରେ କଅଁଳ କଢ଼ି ତୁ ମୋର, ଫୁଲ ହୋଇ ବାବୁ ଫୁଟି ଉଠିବୁରେ ବାସ ଛୁଟାଇବୁରେ ତୋର । ଜୀବନ ବିନ୍ଦୁକୁ ବାବୁ କରିବୁରେ ସିନ୍ଧୁ ବହିଯିବୁ ମରୁପଥେ, ଦୁନିଆ ଦାଣ୍ଡର ଅସନା ଅର୍ଗଳ ଧୋଇ ନେବୁ ତୋ ସ୍ରୋତେ । ଦୀପଟିଏ ହୋଇ ଜଳି ଉଠିବୁରେ ସରଗର ତାରା