April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2022
26

ଆମେ ନୋହୁଁ ବଣମଲ୍ଲୀ – ପ୍ରଦ୍ୟୁମ୍ନ କୁମାର ଚିହ୍ନରା

ଆମେ ନୋହୁଁ ବଣମଲ୍ଲୀ ବଣମଲ୍ଲୀ ସିନା ବଣରେ ଫୁଟଇ ଆମେ ନୋହୁଁ ବଣମଲ୍ଲୀ “ସୂର୍ଯ୍ୟୋଦୟ” ର ଉଦ୍ୟାନରେ ଆମେ ଫୁଟିବୁ ଆସନ୍ତା କାଲି.. ମନୋଜ ଭାଇ ଯେ ଉଦ୍ୟାନ ରକ୍ଷକ ଜିତେନ୍ଦ୍ର ଭାଇ ଯେ ମାଳି ପ୍ରତିଦିନ ଆମ ଛୋଟ ଚାରା ମୂଳେ ସିଞ୍ଚନ୍ତି ଅମୃତ ବାରି… ପ୍ରଶାନ୍ତ ଭାଇ ଯେ କୋଡାଖୋସା କରି ନିଅନ୍ତି ଯତ୍ନ ଆମର

Loading

Dec
2022
19

“ଜାଳିଦେବା ଆମେ ପ୍ରେମର ବତୀ ” – ପ୍ରଦ୍ୟୁମ୍ନ କୁମାର ଚିହ୍ନରା

“ଜାଳିଦେବା ଆମେ ପ୍ରେମର ବତୀ “ ************************* ସୁନ୍ଦର ଜୀବନ’ ଆମ ଗଢ଼ିଛନ୍ତି ବିହି ଆଲୋକ ଖୋଜିବା କାଇଁ ଲଣ୍ଠନ ଲଗାଇ.. 🌹 ହୃଦୟ’ ରେ ଯୋଡି ଦେବା ବିଶ୍ୱାସ’ ର ତାର ଆଲୋକିତ ହେବ ପରା ଏ ସାରା ସଂସାର.. 🌹 ମେନ୍ ସୁଇଚ୍ ରେ ବୁଦ୍ଧି’ ବିବେକ’ ଖଞ୍ଜିବା ହିଂସା’ କ୍ରୋଧ’ ଘୃଣା’ ତାର ମାନ

Loading

Aug
2022
2

Results of Suryodaya Sambhranta Saraswat Samman Contest-2022

Results of Suryodaya Sambhranta Saraswat Samman Contest-2022 ସତୀର୍ଥ ସାହିତ୍ୟିକ ବନ୍ଧୁଗଣ! ଚଳିତ ବର୍ଷ Suryodaya Sambhranta Saraswat Samman Contest-2022 ପାଇଁ ଆମେ ଯେଉଁ ୩୦ ଜଣ ପ୍ରାଜ୍ଞ ବିଜ୍ଞ ସାହିତ୍ୟିକ ବନ୍ଧୁ ମାନଙ୍କ ଠାରୁ ଲିଖିତ ସାକ୍ଷାତକାର ପାଇଥିଲୁ ସେମାନଙ୍କ ନାମ , ତାଙ୍କର ସାକ୍ଷାତକାର ସମ୍ବନ୍ଧୀୟ ଜରୁରୀ ସୂଚନା ସହିତ ଅନ୍ୟାନ୍ୟ ଏହି

Loading

Apr
2022
21

*ଈଶ୍ବରଙ୍କୁ ପ୍ରଶ୍ନ–ପ୍ରଦ୍ୟୁମ୍ନ କୁମାର ଚିହ୍ନରା*

ଈଶ୍ବରଙ୍କୁ ପ୍ରଶ୍ନ ପ୍ରଦ୍ୟୁମ୍ନ କୁମାର ଚିହ୍ନରା ପୁରୀ ଆହେ ଜଗଦୀଶ କରୁଛି ମୁଁ ପ୍ରଶ୍ନ ଅଧମ’କୁ ଟିକେ ଦିଅ ଉତ୍ତର କିମ୍ପାଇ ରଚିଲ ଏ ଜୀବ ଜଗତ ତା’ମଧ୍ୟରେ ପୁଣି ମାନବ ସାର… ସବୁରି ମଧ୍ୟରେ ଅଛ ବୋଲି ତୁମେ ମଣିଷ କାନରେ ଦେଇଛ କହି ତୁମ କଥା ଶୁଣି ହସୁଅଛି ସିଏ ନିଜକୁ ଭାବୁଛି ‘ବଡ ଗୋସାଇଁ’…

Loading

Apr
2022
19

*ଜୀବନ–ପ୍ରଦ୍ୟୁମ୍ନ କୁମାର ଚିହ୍ନରା, ପୁରୀ*

ଜୀବନ   ସକାଳ ସୂରୁଯ ଢଳି ତ ଗଲାଣି ଅପରାହ୍ନ ଯାହା ସାକ୍ଷୀ ପଶ୍ଚିମା ସୂରୁଯ ହେବ ଅସ୍ତମିତ ଆହୁରି ଦି’ଘଡି ବାକି   ବେଳ ତ ଆସିବ ବେଳ ଚାଲିଯିବ ଏକଥା ସଭିଙ୍କୁ ଜଣା ଯେତେଦିନ ଥିବା ହସିକି ଜିଇଁବା ମନ କରିବାନି ଊଣା   ରୋଗ ଦୁଃଖ ଶୋକ ସବୁତ ଆସିବ ଅସ୍ତ ବ୍ୟସ୍ତ ହେବ

Loading

Apr
2022
5

*ଜୟ ଜଗନ୍ନାଥ–ପ୍ରଦ୍ୟୁମ୍ନ କୁମାର ଚିହ୍ନରା*

🙏ଜୟ ଜଗନ୍ନାଥ 🙏 କାହିଁକି ତୋତେରେ ଡାକିବି କାଳିଆ ତୁ ତ ସବୁଠାରୁ ବଡ଼ କପଟୀ କାହାକୁ ଖୋଉଚୁ କ୍ଷିରି ସର ପୁରି ମୋ କପାଳେ ଖାଲି ଶୁଖିଲା ରୁଟି ପିନ୍ଧୁଅଛୁ ତୁହି ପାଟ ପିତାମ୍ବରୀ ମୁଁ ପିନ୍ଧେ ଖାଲି ଛିଣ୍ଡା କନା ଟି ଭୁଞ୍ଜୁଅଛୁ ତୁହି ଷାଠିଏ ପଉଟି ବାସି ପଖାଳେ ମୋ ଯାଏ ଦିନଟି ଚନ୍ଦନ

Loading