May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2021
16

*ନାରୀର ମହତ୍ତ୍ୱ–ପ୍ରିୟଦର୍ଶିନୀ ମହାପାତ୍ର*

ନାରୀର ମହତ୍ତ୍ୱ ×××××××××××× ଝିଅ ରୂପେ ନାରୀ ଜନ୍ମ ନେଲେ ହୁଏ ଲକ୍ଷ୍ମୀଙ୍କର ଆଗମନ, ଦୁହିତା ସେ ଦୁଇ କୁଳ ପାଇଁ ହିତା ସର୍ବାଗ୍ରେ ତାର ସମ୍ମାନ । ଭଉଣୀ ରୂପରେ ନାରୀଟେ ମନାସେ ଭାଇ, ଭଉଣୀଙ୍କ ସୁଖ, ସହନଶକ୍ତିର ଚଳନ୍ତି ପ୍ରତିମା ପୃଥିବୀର ପ୍ରତିରୂପ । ଉପଭୋଗ୍ୟା ମାଂସପିଣ୍ଡୁଳା ନୁହେଁ ସେ ଧର୍ମପତ୍ନୀ ପୁରୁଷର, ନାରୀ ତ

Loading

Nov
2021
16

*ଭିନ୍ନ ରୂପା–ପ୍ରିୟଦର୍ଶିନୀ ମହାପାତ୍ର*

ଭିନ୍ନ ରୂପା ********* ସ୍ନେହଭରା ମୁଖେ ପ୍ରସ୍ଫୁଟିତ ହେଉ ଦିବ୍ୟ ଆଲୋକର ଜ୍ୟୋତି, ସଭିଙ୍କ ବାଟରେ ଜାଳିବି ଦୀପାଳି ବୁଣିଦେବି ହୀରା ମୋତି । ନୟନଦ୍ୱୟରେ ଦୃଶ୍ୟମାନ ହେଉ ଦୟାଭାବର ଚମକ, ହସ୍ତଦ୍ବୟ ମୋର ହୋଇଯାଉ ପ୍ରଭୁ ତ୍ୟାଗର ନବ ସଙ୍କେତ । ଅଧରେ ମୋହର ଭରୁଥିବି ହସ ହସୁ ଝରୁଥିବ ମଣି, ପୀୟୂଷର ଧାରା ଝରିଗଲା ପରି

Loading

Nov
2021
14

*ଟିପେ ପୃଥିବୀ ର ମୋହ- ଗାୟତ୍ରୀ ମିଶ୍ର*

ଟିପେ ପୃଥିବୀ ର ମୋହ… ଗାୟତ୍ରୀ ମିଶ୍ର 🌹🌹🌹🌹🌹🌹 ଟିପେ ପୃଥିବୀ ର ମୋହ ପରିପୃଷ୍ଟ ଲେଖନୀ ର ସ୍ୟାହିଗାରେ, ଟିପେ ପୃଥିବୀ ର ସୋହାଗେ ବିପ୍ଲବୀ ସଚେତନ ସର୍ବେ କରେ l   ଟିପେ ପୃଥିବୀ ରେ ଲେଖା ହୁଏ ଚିତ୍ର ଏନ୍ତୁଡ଼ି ର ଷଠୀ ଘରେ, ଟିପେ ମାଟିଗାର ମାତା ଲେପେ ଧୀରେ ଭୟାତୁର ଶିଶୁ

Loading

Nov
2021
14

*ଟିପେ ପୃଥିବୀର ମୋହ- ସନ୍ଧ୍ୟା ରାଣୀ ଦାଶ*

  ଟିପେ ପୃଥିବୀର ମୋହ ସନ୍ଧ୍ୟା ରାଣୀ ଦାଶ   ହଜି ଯାଇଥିବା ପୃଥିବୀର ପୂର୍ଣ୍ଣତା… ହୃଦୟହୀନର ଭାବାବେଗରେ ଜର୍ଜରିତା.. ପରିତ୍ୟକ୍ତା ବସନ ସମ ଆଜି ଏ ସାରା ଧରିତ୍ରୀର ଅନ୍ତରାତ୍ମା… ବିଳାପ କରୁଛି ବାରମ୍ବାର… ଭଗ୍ନ ପ୍ରାୟ ଆଜି ଆଶାର ଵନ୍ଧଵାଡ.. ନିରାଶାର ମରୁଵାଲିରେ ଖୋଜା ଚାଲିଛି ଅଳ୍ପ କିଛି ପାରିଜାତର କ୍ଷୀଣାୟୁଷ…   ଜ୍ଞାଚ ସଭିଏଁ

Loading

Nov
2021
14

*ଟିପେ ପୃଥିବୀର ମୋହ – ଅଞ୍ଜଳି ଗିରି*

ଟିପେ ପୃଥିବୀର ମୋହ ଅଞ୍ଜଳି ଗିର ——————————– ମୋହାଚ୍ଛନ୍ନ କରେ ମଧୁଜାର ମୋହ ମୟୂଖେ ମଞ୍ଜୁଳ ଆଭା, ବିଷ୍ଣୁପଦ ଦେଶେ ଵିଭାବସୁ ସୁଖେ ପ୍ରତ୍ୟୁଷେ ବଢ଼ାନ୍ତି ଶୋଭା ।। ମଳୟେ ମଧୁର ସୁଗନ୍ଧ ଜୁଆର ମାଦକତା ମତୁଆଲି, ମହ୍ଲାର ତୋଳଇ ଶବ୍ଦର ସମ୍ଭାର ସୁହାସିନୀ ମହାଆଳୀ ।। ଭିଜା ମାଟି ବାସ୍ନା ଶ୍ୟାମ ସବୁଜିମା ଦିଗନ୍ତ ବିସ୍ତାରି ମାୟା

Loading

Nov
2021
14

*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

ଟିପେ ପୃଥିବୀର ମୋହ ଛବିରାଣୀ ପତି ************************ ଯେତେଦିନ ଯାଏଁ ଥିବ ଏ ଜୀବନ ମୋହ ମାୟା ସଂସାର ରେ ହାଡ଼ ମାଂସ ରକ୍ତ ଗଢା ପ୍ରାଣ ପିଣ୍ଡ ଖେଳୁଥିବ ତୋ ସାଥିରେ । ମୁଣ୍ଡ ଉପର ଏ ନୀଳିମା ଆକାଶ ପାଦ ତଳ ମୁଠେ ମାଟି ଆକର୍ଷିତ ହୋଇ ଆସୁଛି ଆସିବି ସତ କଟି କରି ମିଟି

Loading

Nov
2021
14

*ଟିପେ ପୃଥିବୀର ମୋହ – ସରୋଜ କୁମାର ସାହୁ*

  ଟିପେ ପୃଥିବୀର ମୋହ ସରୋଜ କୁମାର ସାହୁ ****//****//****//****//**** ସତ୍ୟର ଆକଟ ଅସତ୍ୟର ଖେଳ ମାୟା ବନ୍ଧନର ଭାର, ଦୋଦୂଲ୍ୟମାନ ଏ ଜୀବନର ଗତି ବିବେକ କରେ ବିଚାର ।।   ସଙ୍କଟରେ ହରି ହରି ଡାକ ଛାଡେ ସ୍ୱାର୍ଥରେ ସାଉଁଟା ମନ , ସ୍ବାର୍ଥ ସରିଗଲେ କିଏ ବା କାହାର ସବୁ ମିଥ୍ୟା ପ୍ରଭଞ୍ଜନ ।।

Loading

Nov
2021
14

*ଟିପେ ପୃଥିବୀର ମୋହ – ଅନ୍ତର୍ଯ୍ୟାମୀ ମିଶ୍ର*

** ଟିପେ ପୃଥିବୀର ମୋହ ** ଅନ୍ତର୍ଯ୍ୟାମୀ ମିଶ୍ର     ****************************** ଭୁଲା ମନଟେ ପାଇଁ ବେଳେବେଳେ ଗର୍ବ ଆସୁଛି, ସେତିକି ନଥିଲେ କି’ ହିନସ୍ତା ! କାନ କୁଣ୍ଡେଇ କୁଣ୍ଡେଇ, ଆହୁରି କେତେ ଝୁଣ୍ଟିବାକୁ ପଡନ୍ତା !   ଦେଖି ନଦେଖିଲା ପରି ଜାଣି ନଜାଣିଲା ପରି ନୀରବରେ ଦୁଃଖସୁଖ ହେବା କି’ ଦୁଃସାଧ୍ୟ ବ୍ୟାପାର

Loading

Nov
2021
14

*ଟିପେ ପୃଥିବୀର ମୋହ – ପ୍ରତିମା ବାରିକ*

🌳ଟିପେ ପୃଥିବୀର ମୋହ 🌳 ପ୍ରତିମା ବାରିକ 🌿🌿🌿🌿🌿🌿🌿   ଏ ମାଟି ଆକାଶ ତା ପାଣି ପବନ ଯହିଁରେ ଗଢା ଏ ଦେହ ସୁରୁଜ ଚନ୍ଦ୍ରମା ବଣ ଶ୍ୟାମଳିମା ବାନ୍ଧି ରଖେ ତାର ମୋହ ।   ତାହାରି ଭିତରେ ଝାଟି ମାଟିର ଏ ଟିକି କୁଡିଆଟି ମୋର ସ୍ବର୍ଗଠୁ ସୁନ୍ଦର ମଧୁ ଠୁ ମଧୁର ଶାନ୍ତିମୟ

Loading

Nov
2021
12

*ଡର ତୁମେ କାହିଁ ପାଇଁ – ରୀକ୍ଷିରାମ ମେହେର*

ଡର ତୁମେ କାହିଁ ପାଇଁ ? ++++++++++++++++ ରୀକ୍ଷିରାମ ମେହେର   ଲେଖନୀ ମୁନରେ ଲେଖି ଚାଲ ସ୍ରଷ୍ଟା ଡର ତୁମେ କାହିଁ ପାଇଁ, ଅନ୍ୟାୟ ଅନୀତି କରରେ ଦମନ ଗଣ ସ୍ବର ଏକ ହୋଇ।   କଲମ ଶକତି କୋଟି କରାମତି ଅଜସ୍ର ଅଖଣ୍ଡ ଶକ୍ତି, ବାର୍ତ୍ତା ସାହିତ୍ୟରେ ଏକତ୍ରିତ କର ସମାଜକୁ ଦେଇ ଉକ୍ତି।  

Loading

Nov
2021
12

*ସ୍ଵର୍ଣ୍ଣ ଭୂମି – ବନଲତା ଜାଲି*

    ସ୍ବର୍ଣ୍ଣ ଭୂମି ••••••••••••••  ବନଲତା ଜାଲି ♣••••♣••••♣ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏଇ ମୋ ଉତ୍କଳ ରାଣୀ ତା’ଗର୍ଭରେ ପୂରି ରହିଛି ସମ୍ପଦ ହୀରା,ନୀଳା,ମୋତି ମଣି ।।   ଗିରି,ବନ,ସିନ୍ଧୁ ,ପାହାଡ ,ପର୍ବତ ଜଙ୍ଗଲ ସମ୍ପଦ ଭରା ସବୁଜିମା କ୍ଷେତ ଚିରସ୍ରୋତା ନଦୀ ସତେ କେଡେ ମନୋହରା ।।   ମହନତା ସହ ଆଦର୍ଶ ପୂରିତା ଅଟେ

Loading

Nov
2021
12

*ହୃଦୟ ଅଳିନ୍ଦର ଦୀପାଳିଟିଏ – ପ୍ରିୟଦର୍ଶିନୀ ମହାପାତ୍ର* 

ହୃଦୟ ଅଳିନ୍ଦର ଦୀପାଳିଟିଏ *************************** ପ୍ରିୟଦର୍ଶିନୀ ମହାପାତ୍ର  ~~~~~~~~~~~   ତମସାଛନ୍ନ ଏ ହୃଦୟ ପ୍ରଦେଶେ ଅକସ୍ମାତ୍ ଦୀପାଳିଟିଏ ପ୍ରଜ୍ଜ୍ବଳିତ, ଆସନ୍ନ ଦୁର୍ବିସହ ଦୁର୍ବିପାକ ସବୁକୁ ସହ୍ୟ କରିବାରେ ସଂଘର୍ଷରତ । ଅସୁମାରୀ ଆକାଂକ୍ଷାର ବହ୍ନି ଶିଖା, ଦ୍ରୁତ ସମୀରଣର ଆଘାତରେ ସୁଦ୍ଧା ହୁଏ ନାହିଁ ନିର୍ବାପିତ ।।   ବାରିଦର ଗର୍ଜ୍ଜନ ସଙ୍ଗେ ସୌଦାମିନୀର କ୍ରୀଡା, କୁହୁଡ଼ିର

Loading

Nov
2021
12

*ଏତିକି ଗୁହାରୀ – ମୁକ୍ତିରାଣୀ ଦେବତା*

    *ଏତିକି ଗୁହାରୀ*(କବିତା)✍️    •••••••••♣•••••••••••• ପ୍ରଭୁ ଭୋଳାନାଥ ଶିବଶଙ୍କର ପାରିକର ମୋ ଜୀବନ ଚକର ତୁମେ ଆଶୁତୋଷ ପାର୍ବତୀ ପତି ଭକ୍ତିମାର୍ଗେ ତୁମ ହେବି ମୁଁ ବ୍ରତୀ ତୁମକୁ ପାଇବା ମୋର ସପନ ଦର୍ଶନ ମିଳିଲେ ହେବିରେ ଧନ୍ୟ ଆଖି ଖୋଲିଲେ ହିଁ ତୁମକୁ ଖୋଜେ ତୁମ ପ୍ରେମରସେ ନିଇତି ଭିଜେ ଶିବ ଏକା ଗତି

Loading

Nov
2021
12

*ଗାଁ କୋଠଘର – ସରୋଜ କୁମାର ସାହୁ *

ଗାଁ କୋଠଘର …………….. ସରୋଜ କୁମାର ସାହୁ ***************** ଆମ ଗାଁର ମନ୍ଦିର ପାଖ ସୀମାରେ କୋଠଘର ଲାଗି ରହିଛି ହତାକୁ ତାର ବିଶାଳ ଗଛ ବର । ମନ ମୋହଇ ସଭିଁଙ୍କୁ ନିତି ଗୋଲାପ ଚମ୍ପା ଜୁଇ ଭେଟ ହୁଅନ୍ତି ସନ୍ଧ୍ୟା ପ୍ରହରେ ଗାଁ ପଡୋଶୀ ଭାଈ। ନିତୀ ନିୟମ ଶୃଙ୍ଖଳା ଜ୍ଞାନ ରହିଛି ସେଠି ଭରି

Loading